Sign in
Sign in
Recover your password.
A password will be e-mailed to you.
ମହାରାଷ୍ଟ୍ର ନିର୍ବାଚନ କଂଗ୍ରେସକୁ ନିଶାନା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍
ନାଗପୁର - ମହାରାଷ୍ଟ୍ର ନିର୍ବାଚନରେ ଜୋର ସୋରରେ ପ୍ରଚାର କାର୍ଯ୍ୟ ଚାଲିଛି । ଏବେ ସମସ୍ତ ମୁଖ୍ୟ ରଜନୈତିକ ଦଳ ପରସ୍ପରକୁ ଟାର୍ଗେଟ କରି ବୟାନ ବାଜି କରୁଛନ୍ତି । ନାଗପୁରରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିନସ୍ କଂଗ୍ରେସରୁ ଟାର୍ଗେଟ କରିଛନ୍ତ । କଂଗ୍ରେସ ଓ…
୨୧ ଅକ୍ଟୋବରରେ ମହାରାଷ୍ଟ୍ର ନିର୍ବାଚନ ମତଦାନ
ମହାରାଷ୍ଟ୍ର ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।
ଅକ୍ଟୋବର ୨୪ ତାରିଖରେ ମହାରାଷ୍ଟ୍ର ଭୋଟ ଗଣତି ହେବ।
ଏଥପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଧିବଦ୍ଧଭାବେ ଘୋଷଣା କରାଯାଇଛି ।
ମହାରାଷ୍ଟ୍ରରେ ୮.୯କୋଟି ମତଦାତା ଅଛନ୍ତି ।
ମହାରାଷ୍ଟ୍ରରେ ୧.୮ଲକ୍ଷ ବାଲାଟ୍ ୟୁନିଟ ରହିଛି।…
ବାପା ଝିଅଙ୍କ ପାଇଁ ଦେବଦୂତ ସାଜିଲେ ଏସ୍ପି
ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ବାପଝିଅଙ୍କ ପାଇଁ ଦେବଦୂତ ସାଜିଲେ ବାଲେଶ୍ୱର ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସ.ପି.) ବି.ଯୁଗଳକିଶୋର । ଆହତଙ୍କୁ ସେ ନିଜ ଗାଡିରେ ଠିକ୍ ସମୟରେ ମେଡିକାଲ ପହଞ୍ଚାଇ ସେମାନଙ୍କ ଜୀବନ ବଞ୍ଚାଇଛନ୍ତି ।
ସୂଚନାନୁସାରେ ବାଲେଶ୍ୱର…
କୋଲକାତାରେ ଜନ୍ମିତ ଅଭିଜିତ୍ ବାନାର୍ଜୀଙ୍କୁ ୨୦୧୯ ବର୍ଷ ପାଇଁ ନେବୋଲ ପୁରସ୍କାର
ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ବଂଶୋଦ୍ଭବ ଅଭିଜିତ୍ ବାନାର୍ଜୀ ୨୦୧୯ ବର୍ଷ ପାଇଁ ନେବୋଲ ପୁରସ୍କାର
ପାଇବେ। ଅଭିଜିତ୍ଙ୍କ ସହ ତାଙ୍କ ପତ୍ନୀ ଏଷ୍ଟର ଡୁଫ୍ଲୋ ଓ ମାଇକେଲ କ୍ରେମ୍ଙ୍କୁ ମଧ୍ୟ ଅର୍ଥନୀତିରେ ମିଳିତଭାବେ ନୋବେଲ ପୁରସ୍କାର ଦିଆଯିବ।
ବିଶ୍ୱରୁ…
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନାର ଘୋଷଣା ପତ୍ର
ମୁମ୍ବଇ - ଶିବସେନା ମହାରାଷ୍ଟ୍ର ବିଧାନ ସଭା ପାଇଁ ବିଜେପି ପୂର୍ବରୁ ଘୋଷଣା ପତ୍ର ଜାରି କରିଛି । ଏଥିରେ ୧୦ ଟଙ୍କାରେ ପେଟପୁରା ଖାଇବା, ଚାଷୀଙ୍କର ଋଣ ଛାଡ କଥା ଉଲ୍ଲେଖ କରାଯାଇଛି ।
ମାତ୍ର ପୂର୍ବରୁ ଜଙ୍ଗଲ କଟାକୁ ବିରୋଧ କରୁଥୁବା ଶିବସେନା ଜଙ୍ଗଲ ବିଷୟରେ କିଛି ଘୋଷଣା କରିନାହିଁ ।…
ବିଜେପିର ସଙ୍କଳ୍ପ ପତ୍ର ଜାରି ,ସ୍ୱାସ୍ଥ୍ୟ ଶିକ୍ଷା ଓ ରୋଜଗାର ଉପରେ ଜୋର
ମୁମ୍ବଇ - ବିଜେପିର ସଙ୍କଳ୍ପ ପତ୍ର ଜାରି କରାଯାଇଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏହି ସଙ୍କଳ୍ପ ପତ୍ର ଜାରି କରାଯାଇଛି । ଶିବସେନା ବି ୧୦ ଟଙ୍କାରେ ପେଟପୁରା ଖାଇବା ସହ ସମସ୍ତଙ୍କୁ ଘର , କୃଷକଙ୍କୁ ଅଧିକ ରୋଜଗାର, ବିଜୁଳି ଦର ୩୦ ପ୍ରତିଶତ ହ୍ରାସ ,କୃଷି ଋଣ ଛାଡ କଥା ଏଥିରେ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଶା ଟ୍ରାଭେଲ୍ ବଜାର ୨୦୧୯ ଉଦଘାଟିତ
ଭୁବନେଶ୍ୱର ଗତ ୧୫ ବର୍ଷଧରି ଓଡ଼ିଶା ବିଶ୍ୱର ପ୍ରମୁଖ ୩ଟି ନିବେଶ ଗନ୍ତବ୍ୟସ୍ଥଳ ମଧ୍ୟରୁ ଗୋଟିଏ ରହିଆସିଛି - ନବୀନ ପଟ୍ଟନାୟକ
ଭୁବନେଶ୍ୱର: ହୋଟେଲ୍ ମେଫେୟାର କନ୍ଭେନ୍ସନ୍ଠାରେ ଆଜି ଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ଟ୍ରାଭେଲ୍ ବଜାରର ତୃତୀୟ ସଂସ୍କରଣକୁ ମାନବ୍ୟର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ…
ଭଏସ କଲ୍ ଉପରେ ଚାର୍ଜ ଖବରକୁ ଏୟାରଟେଲ୍ର ଖାରଜ
ଭୁବନେଶ୍ୱର: ନିକଟରେ ଜିଓ ପକ୍ଷରୁ ଆଇୟୁସି ଆଉଟଗୋଇଁ କଲ୍ ଉପରେ ଚାର୍ଜ ଲାଗୁ ହେବା ପରେ, ବିଭିନ୍ନ ଗଣମାଧ୍ୟମରେ ଏୟାରଟେଲ ପକ୍ଷରୁ ମଧ୍ୟ ସମାନଭାବେ ଭଏସକଲ ଗୁଡ଼ିକ ଉପରେ ଚାର୍ଜ ଲଗାଯିବାର ଯୋଜନା ଥିବା ଖବର ପ୍ରକାଶ ପାଇଥିଲା। ତେବେ ଏହି ରିପୋର୍ଟକୁ ଏୟାରଟେଲ୍ ପକ୍ଷରୁ ଆଜି ଖାରଜ କରାଯିବା ସହ…
ଜୁଏଲାରୀ କିଣୁଥିବା ବେଳେ ହୁଅନ୍ତୁ ସାବଧାନ, ପାଉଡର୍ ମିଶାଇ ବିକ୍ରି ହେଉଛି ସୁନା ଜାଣନ୍ତୁ କେମିତି ଠକାମୀରୁ ବଞ୍ଚିବେ
ଜୁଏଲାରୀ କିଣୁଥିବା ବେଳେ ହୁଅନ୍ତୁ ସାବଧାନ, ପାଉଡର୍ ମିଶାଇ ବିକ୍ରି ହେଉଛି ସୁନା ଜାଣନ୍ତୁ କେମିତି ଠକାମୀରୁ ବଞ୍ଚିବ
ନୂଆଦିଲ୍ଲୀ - ଏବେ ପୂଜା ସିଜିନ୍ ଚାଲିଛି । ଅନେକ ଲୋକ ସୁନା ଗହଣା କିଣିବାରେ ବ୍ୟସ୍ତ । ଏହି ସମୟରେ ସୁନାର ଚାହିଦା ବୃଦ୍ଧି ପାଇଥାଏ । ମାତ୍ର ଏହି ସମୟରେ ଠକମାନେ…
ଶୀତଋତୁ ସମୟରେ ଯାତ୍ରୀ ଭିଡକୁ ଏଡାଇବା ପାଇଁ ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ
ଭୁବନେଶ୍ୱର - ରେଳମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥ ମଧ୍ୟରୁ ଏବଂ ଏହାର ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଥିବାବେଳେ ଅଧିକ ବର୍ଥ ସୃଷ୍ଟିକରି ଯାତ୍ରୀମାନଙ୍କୁ ଯାତ୍ରା ସହାୟତା ଦିଆଯାଉଛି।
ଏଥର ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ମାର୍ଗଦେଇ…