Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାରେ ୪୧ଟି ପ୍ରକଳ୍ପର ଉଦ୍ଘାଟନ କରିବା ସହ ୧୦୨ ପ୍ରକଳ୍ପର ଶିଳାନ୍ୟାସ…
ସୁନ୍ଦରଗଡ --- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାରେ ୪୧ଟି ପ୍ରକଳ୍ପର ଉଦ୍ଘାଟନ କରିବା ସହ ୧୦୨ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
ଉଦ୍ଘାଟିତ ହୋଇଥିବା ପ୍ରକଳ୍ପର ମୂଲ୍ୟ ୪୯୪ କୋଟି ୪୩ଲକ୍ଷ ଟଙ୍କା ବୋଲି ଜଣାପଡିଛି। ଏହା ମଧ୍ୟରେ ସୁନ୍ଦରଗଡର ଇବ୍ ନଦୀ କୂଳରେ ୮୫କୋଟି…
ଶିକ୍ଷାର ପ୍ରତିଟି ସ୍ତରରେ ବାଳକମାନଙ୍କ ତୁଳନାରେ ବାଳିକାମାନଙ୍କ ଉପସ୍ଥାନ ଆଶାତୀତ ଭାବେ ବୃଦ୍ଧି ପାଇଛି
ନୂଆଦିଲ୍ଲୀ -- ଶିକ୍ଷା ଜରିଆରେ କନ୍ୟା ଓ ମହିଳାମାନଙ୍କ ସଶକ୍ତିକରଣର ଗତିଶୀତଳତାକୁ ଆହୁରି ଆଗେଇ ନେବା ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ରଅଭିଯାନର ଶୁଭାରମ୍ଭ କରିଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି, ତାଙ୍କ ମନ୍ତ୍ରଣାଳୟ ସମଗ୍ର ଦେଶର ସ୍କୁଲ…
ରାଜ୍ୟର କେତକ ସ୍ଥାନରେ ବର୍ଷା ପରେ ବଢିବ ଗରମ
ଭୁବନେଶ୍ୱର --- ରାଜ୍ୟରେ ଧୀରେ ଧୀରେ ଗ୍ରୀଷ୍ମପ୍ରବାହ ବଢ଼ିଚାଲିଥିଲେ ମଧ୍ୟ ଆସନ୍ତା ଦୁଇ ଦିନ ପରେ କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ତେବେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲ୍ଲାର ଗୋଟିଏ…
ଯୁକ୍ତ ଦୁଇ ପରୀକ୍ଷା ପାଇଁ ହୋଇଛି ଏହି ପ୍ରସ୍ତୁତି
ଭୁବନେଶ୍ୱର - ଚଳିତ ବର୍ଷ ୩ ଲକ୍ଷ ୫୦ ହଜାର ୮୦୦ ଛାତ୍ରଛାତ୍ରୀ ୧ ହଜାର ୧୪୩ଟି କେନ୍ଦ୍ରରେ ପରୀକ୍ଷା
ଦେବେ । ଏଥିପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ପରିଷଦର ନିର୍ଦ୍ଦେଶ ଅନୁସାରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ସି.ସି.ଟି.ଭି.…
ପୃଥିବୀ କକ୍ଷ ପଥରେ ରହସ୍ୟମୟ ବସ୍ତୁର ଫଟୋ ମୁକ୍ତ କଲେ ବୈଜ୍ଞାନିକ
ନ୍ୟୁୟର୍କ - ପୃଥିବୀର କକ୍ଷ ପଛରେ ରହସ୍ୟମୟ ବସ୍ତୁ । ଏବେ ଏହା ପୃଥିବୀର କକ୍ଷ ପଥରେ ବୁଲୁଛି ।
ଜ୍ଞାନିକମାନେ' ରହସ୍ୟମୟ ବସ୍ତୁ'ର ନୂତନ ପ୍ରତିଛବି ମୁକ୍ତ କରନ୍ତି ଯାହା ପୃଥିବୀର କକ୍ଷପଥରେ ଯୋଗ ଦେଇଛି | ଏହା ଏକ ଛୋଟ ଜହ୍ନ ବା ମିନିମୁନ୍ ପରି ଦେଖାଯାଉଛି । ଏହି ରହସ୍ୟ ମୟ ବସ୍ତୁରେ ଅନେତ…
ଓଡ଼ିଶାର କାହ୍ନୁଙ୍କ ଇସାରାରେ ନାଚୁଛନ୍ତି ମୟୁର
କଟକ - କଟକ ଜିଲ୍ଲା ନରାଜ ଗାଁର ୨୧ ବର୍ଷର ଯୁବକ କାହ୍ନୁ ବେହେରାଙ୍କୁ ଏବେ ଲୋକେ ପିକକ୍ ମ୍ୟାନ୍ ନାମରେ ଡାକୁଛନ୍ତି । କାହ୍ନୁଙ୍କ ସ୍ୱର ଶୁଣିବା ମାତ୍ରେ ପାହାଡ଼ ଉପରେ ନାଚି ଉଠୁଛନ୍ତି ମୟୂରଦଳ । କାହ୍ନୁ ଓ ମୟୂରଙ୍କ ମଧ୍ୟରେ ଏଭଳି ନିଆରା ସଂପର୍କ ଦେଖିବାକୁ ମିଳିଛି ନରାଜ ମୁଣ୍ଡିଆରେ ।…
ଓଡିଆ ଏବେ ଗୁଗୁଲ ଟ୍ରାନସଲେଟ୍ରେ ଉପଲବ୍ଧ
ଓଡ଼ିଆ ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଖୁସୀ ଖବର । ଏବେ ବିଭିନ୍ନ ଭାଷାରୁ ଗୁଗୁଲ ଟ୍ରାନସଲେଟ୍ ମାଧ୍ୟମରେ ଓଡିଆକୁ ଅନୁବାଦ କରିହେବ । ଗୁଗୁଲ ଟ୍ରାନସ୍ଲେଟ୍ରେ ଏବେ ୫ଟି ନୂଆ ଭାଷାକୁ ଯୋଡା ଯାଇଛି । ସେମାନଙ୍କ ମଧ୍ୟରେ ଓଡିଆ ଅଛି ।
ଓଡ଼ିଆ ବ୍ୟତୀତ ତୁର୍କମେନ, ତାତାର,କିନୟାରଓ୍ୱାଣ୍ଡା…
ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ଆକ୍ରମଣକୁ ବର୍ଷେ
ନୂଆଦିଲ୍ଲୀ ୨୭।୦୨।୨୦୨୦ ଭାରତ ବାୟୁସେନା ଦ୍ୱାରା କରାଯାଇଥିବା ବାଲାକୋଟ ଆକ୍ରମଣର ଫେବ୍ରୁଆରୀ ୨୬ ତାରିଖରେ ପୁରିଛି ପ୍ରଥମ ବାର୍ଷିକ । ଗତବର୍ଷ ଫେବୃୟାରୀ ୨୬ ତାରିଖ ଭୋରୁ ପାକିସ୍ଥାନର ଖେବର ପାକତୁନଖୱା ଅଞ୍ଚଳରେ ବାଲାକୋଟର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରରେ ବିମାନ ଆକ୍ରମଣ ହୋଇଥିଲା ।…
ଓଡ଼ିଶାରେ ମମତା ବାନାର୍ଜୀ
ପୁରୀ ୨୭।୦୨।୨୦୨୦ - ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାର କରିଛନ୍ତି । ୩ ଦିନ ଧରି ସେ ପୁରୀରେ ଅବସ୍ଥାନ କରିବେ ବୋଲି ଜଣାପଡ଼ିଛି ।
ତାଙ୍କ ନିରାପତ୍ତା ଲାଗି କଡ଼ା ପୁଲିସ୍ ବ୍ୟବସ୍ଥା…
ହ୍ରାସ ପାଇଲା ବର୍ଷା ପ୍ରକୋପ – ଏହାପରେ ବଢିବ ଖରା
ଭୁବନେଶ୍ୱର ୨୭।୦୨ - ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ହ୍ରାସ ପାଇଛି । ତେବେ ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ରହିଥିବା ଦେଖାଦେଇଛି ।
ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ…