କରୋନା ପାଇଁ ବାବା ରାମଦେବଙ୍କ ପରାମର୍ଶ- ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କରନ୍ତୁ ଏହି କାମ

ଭୁବନେଶ୍ୱର - ଏବେ ସାରା ବିଶ୍ୱରେ କରୋନା ଭାଇରସ୍‌ ବା କୋଭିଡ୍‌୧୯ ଆତଙ୍କ ସୃଷ୍ଟି କରିଛି । ରୋଗ ପ୍ରତିରୋଧକ ଶକ୍ତି ନଥିବା, ଓ ବୟସ୍କ ବ୍ୟକ୍ତିଙ୍କୁ ଏହା ବେଶୀ ଆକ୍ରାନ୍ତ କରୁଛି । ହୃଦରୋଗ, ମଧୁମେହ ବା ଡାଇବେଟିସ୍ , ଶ୍ୱାସ ବା ଆସ୍‌ଥମା ଥିବା ବ୍ୟକ୍ତିଙ୍କ ପାଇଁ ଏହି ବେଶୀ ବିପଦଜନକ ।…

ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ – ଇଟାଲୀ ଫେରନ୍ତା ଓଡ଼ିଆ ଯୁବକ ଚିହ୍ନଟ

ଭୁବନେଶ୍ୱର -ଇଟାଲୀରୁ ଫେରିଥିବା ଜଣେ ଓଡିଆ ଯୁବକଙ୍କ ସ୍ୱାବରେ କରୋନା ଭୁତାଣୁ ଚିହ୍ନଟ ହୋଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲସନ୍‌ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି । ସେ ଇଟାଲୀରୁ ଫେରିବା ପରେ ତାଙ୍କୁ ବିମାନ ବନ୍ଦରରେ ପରୀକ୍ଷା କରାଯାଇଥିଲା ମାତ୍ର ତାଙ୍କ ଶରୀରରେ କୌଣସି ଲକ୍ଷଣ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କର ମହଙ୍ଗାଭତ୍ତା ବୃଦ୍ଧି

ନୂଆଦିଲ୍ଲୀ ୧୪.୦୩ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଲାଗି ୪ପ୍ରତିଶତ ଅତିରିକ୍ତ ମହଙ୍ଗା ଭତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। କର୍ମଚାରୀଙ୍କ ପାଇଁ ଡିଏ ଏବଂ ପେନସନଭୋଗୀଙ୍କ…

କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା – ୨୦୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର ୧୪।୦୩- ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ଼୍‍-୧୯କୁ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । କରୋନା ସଂକ୍ରମଣର ମୁକାବିଲା ନେଇ ରାଜ୍ୟ କ୍ୟାବିନେଟ୍‍ର ଏକ…

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତକ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର ୧୪.୦୩ - ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ଉତ୍ତର ଛତିଶଗଡ଼ ଏବଂ ଉତ୍ତର ମଧ୍ୟପ୍ରଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

କରୋନା ପାଇଁ ରାଜ୍ୟରେ ଏ ସବୁ ଉପରେ କଟକଣା ଜାରି, ସୁରକ୍ଷା ପାଇଁ ମାର୍ଗଦର୍ଶିକା ଜାରି କଲେ ସରକାର

ଭୁବନେଶ୍ୱର ୧୩।୦୩-ବର୍ତ୍ତମାନସୁଦ୍ଧା ଓଡ଼ିଶାରେ କୌଣସି ବ୍ୟକ୍ତି କରୋନା ଭୂତାଣୁଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ି ନ ଥିଲେ ମଧ୍ୟ ବିଶ୍ୱବ୍ୟାପୀ ବିଶେଷକରି ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ  ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି କୋଭିଡ଼୍‍-୧୯କୁ ବିପର୍ଯ୍ୟୟ…

ଘରୋଇ ବ୍ୟାଙ୍କ୍‍ଗୁଡ଼ିକରେ ଜମା ଟଙ୍କା ସୁରକ୍ଷିତ ରହିଛି -ଆର୍‍.ବି.ଆଇ

ମୁମ୍ବାଇ ୧୩.୦୩.୨୦୨୦- ଘରୋଇ ବ୍ୟାଙ୍କ୍‍ଗୁଡ଼ିକରେ ଜମା ଟଙ୍କା ସୁରକ୍ଷିତ ରହିଛି ଏବଂ ଏହି ବ୍ୟାଙ୍କଗୁଡ଼ିକରୁ ରାଜ୍ୟଗୁଡ଼ିକ ଜମା ଅର୍ଥ ନ ଉଠାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍.ବି.ଆଇ.) ପକ୍ଷରୁ ପରାମର୍ଶ ଦିଆଯାଇଛି । ଘରୋଇ ବ୍ୟାଙ୍କରେ ଜମା ଅର୍ଥ ସୁରକ୍ଷିତ ନ ଥିବା ନେଇ…

୨୦୨୫ ଫେବୃୟାରୀ ସୁଦ୍ଧା ତାଳଚେର-ବିମଳାଗଡ଼ ରେଳପ୍ରକଳ୍ପ ସମ୍ପୂର୍ଣ୍ଣ ହେବ

ଭୁବନେଶ୍ୱର ୧୩.୦୩.୨୦୨୦- ଆସନ୍ତା ୨୦୨୫ ଫେବୃୟାରୀ ସୁଦ୍ଧା ତାଳଚେର-ବିମଳାଗଡ଼ ରେଳପ୍ରକଳ୍ପ ସମ୍ପୂର୍ଣ୍ଣ ହେବ । ଏଥିପାଇଁ ରେଳବାଇ ପକ୍ଷରୁ ଦରକାର ଅନୁଯାୟୀ ଜମି ଅଧିଗ୍ରହଣ କରାଯାଉଛି । ଗତକାଲି ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ବିଧାୟକ ମୋହନ ଚରଣ…

ରାଜ୍ୟ ସରକାର କିଣିବେ ୩୦୦ ନୂଆ ବସ୍‌

ଭୁବନେଶ୍ୱର ୧୩.୦୩.୨୦୨୦-  ଆଗାମୀ ତିନି ବର୍ଷରେ ରାଜ୍ୟ ସରକାର ୩୦୦ଟି ବସ କିଣିବେ । ଏଥିପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାରରେ ବିଧାନସଭାରେ କହିଛନ୍ତି । ବିଧାୟକ ମୋହନ ଚରଣ ମାଝିଙ୍କ ଏ ସମ୍ପର୍କୀତ ଏକ…

ମହିଳାଙ୍କୁ ବଳି ଉଦ୍ୟମ ୩ ଜଣଙ୍କୁ ଗିରଫ କଲା ପୁଲିସ

ଖଇରା - ଏବେ ବି ସମାଜରୁ ଅନ୍ଧବିଶ୍ୱସ ଦୂର ହୋଇ ନାହିଁ । ଖଇରାରେ ନିଜ ଗର ବୋହୁ ବଳି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଦେଢଶୁରଓ ନଣନ୍ଦ ଏଥିରେ ସାମିଲ ଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଚିନ୍ମୟୀ ନାମକ ମହିଳା ଓ ତାଙ୍କ ପୁଅକୁ ଡାକିଥିଲେ ।…