Sign in
Sign in
Recover your password.
A password will be e-mailed to you.
ସଟ୍ଡାଉନ୍ ନିୟମକୁ ଚାଲେଞ୍ଜ- ହାଇକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା
କଟକ - ରାଜ୍ୟ ସରକାର ୨୦୨୦, ଜୁନ୍ ୧ ତାରିଖରେ ଜାରି କରିଥିବା ନୂଆ ନିୟମାବଳୀରେ ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ସଟ୍ଡାଉନ୍ ସଂର୍ପକିତ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ‘କ୍ଲାପ୍’ ସଭାପତି ଡକ୍ଟର ବିକାଶ ଦାସଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ…
ଜିଓ ପ୍ଲାଟଫର୍ମସ୍ରେ ୯୦୯୩.୬୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବିର ନିବେଶକାରୀ ସଂସ୍ଥା ମୁବାଦଲା
ଛଅ ସପ୍ତାହରେ ଅଗ୍ରଣୀ ବିଶ୍ୱସ୍ତରୀୟ ନିବେଶକଙ୍କଠାରୁ ୮୭,୬୫୫.୩୫ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି ଜିଓ ପ୍ଲାଟଫର୍ମସ୍
ଶ୍ରୀଯୁକ୍ତ ମୁକେଶ ଅମ୍ବାନି: ଭାରତକୁ ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ରାଷ୍ଟ୍ରରେ ପରିଣତ କରିବା ଲାଗି ଜିଓର ରହିଥିବା ଲକ୍ଷ୍ୟକୁ ଏହି ନିବେଶ ଆହୁରି…
କରୋନା ମହାମାରୀ ଲଢେଇ- ଜୀବନ ସୁରକ୍ଷା ନେଇ ଆମକୁ ପ୍ରାଥମିକତା ଦେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ…
ଭୁବନେଶ୍ୱର - କରୋନା ମହାମାରୀ ଲଢ଼େଇରେ ଜୀବନ ଓ ଜୀବିକା ଉଭୟେ ଜନସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଲୋକେ ସୁସ୍ଥ ରହିଲେ ଜୀବିକା ମଧ୍ୟ ଆଗକୁ ବଢ଼ିବ ।
ତେବେ ଲୋକମାନଙ୍କର ଜୀବିକା ପାଇଁ ଲକ୍ଡାଉନ କଟକଣା କୋହଳ ହୋଇଥିବା ବେଳେ ଜୀବନ…
କୁକୁଡ଼ା ମାଂସ ଏବଂ ଅଣ୍ଡା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ନୁହେଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି
ଭୁବନେଶ୍ୱର - କୁକୁଡ଼ା ମାଂସ ଏବଂ ଅଣ୍ଡା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ନୁହେଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ସଚିବ ରଘୁବୀର ପ୍ରସାଦ କହିଛନ୍ତି, ପ୍ରଚାରିତ ହେଉଥିବା ଏ ସମ୍ପର୍କୀତ ନକାରାତ୍ମକ ଖବରର କୌଣସି ସତ୍ୟତା ନାହିଁ ।
ନିକଟରେ ସାମାଜିକ…
ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ସ୍ନାନଯାତ୍ରା ଅନୁଷ୍ଠିତ
ପୁରୀ - କରୋନା କଟକଣା ଯୋଗୁଁ ଶହ ଶହ ବର୍ଷର ରେକର୍ଡ ଭଙ୍ଗ କରି ବିନାଭକ୍ତରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରସିଦ୍ଧ ସ୍ନାନଯାତ୍ରା ଉତ୍ସବ ପାଳିତ ହେଉଛି । ପୂର୍ବ ପ୍ରସ୍ତୁତ ନୀତି ନିର୍ଘଣ୍ଟ ଅନୁଯାୟୀ ଗତକାଲି ରାତି ପ୍ରାୟ ଗୋଟାଏରୁ ଧାଡ଼ି ପହଣ୍ଡିରେ ଆରମ୍ଭ କରି…
ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ଶୁକ୍ରବାରେ ଶ୍ରୀ କ୍ଷେତ୍ରରେ ଶ୍ରୀଜୀଉଙ୍କର ସ୍ନାନ ମଣ୍ଡପରେ ସ୍ନାନ…
ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ଶୁକ୍ରବାରେ ଶ୍ରୀ କ୍ଷେତ୍ରରେ ଶ୍ରୀଜୀଉଙ୍କର ସ୍ନାନ ମଣ୍ଡପରେ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମେଘନାଦ ପାଚେରୀକୁ ଲାଗିଥିବା ଏବଂ ବଡ଼ ଦାଣ୍ଡକୁ ସଂଯୋଗ କରୁଥିବା…
ଓଡ଼ିଶାର ପ୍ରଥମ ମହିଳା ଆଇ.ପି.ଏସ୍. ଅଧିକାରୀ ଭାବେ ଡକ୍ଟର ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ହୋମ୍ଗାର୍ଡ୍ ଅତିରିକ୍ତ…
ଭୁବନେଶ୍ୱର - ଡକ୍ଟର ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ହୋମ୍ଗାର୍ଡ୍ ଅତିରିକ୍ତ ଡି.ଜି. ଭାବେ ନିଯୁକ୍ତ ହୋଇଛନ୍ତି । ଗୃହ ବିଭାଗ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓଡ଼ିଶାର ପ୍ରଥମ ମହିଳା ଆଇ.ପି.ଏସ୍. ଅଧିକାରୀ ଭାବେ ପରିଚିତ ଡକ୍ଟର ମିଶ୍ର…
ଚଳିତ ବର୍ଷ ଯୁକ୍ତ୩ ଛାତ୍ରଛାତ୍ରୀମାନଙ୍କର ଦ୍ୱିତୀୟ ଏବଂ ଚତୁର୍ଥ ସେମିଷ୍ଟାର୍ ପରୀକ୍ଷା ହେବ ନାହିଁ
ଭୁବନେଶ୍ୱର - ଚଳିତ ବର୍ଷ +୩ ଛାତ୍ରଛାତ୍ରୀମାନଙ୍କର ଦ୍ୱିତୀୟ ଏବଂ ଚତୁର୍ଥ ସେମିଷ୍ଟାର୍ ହେବ ନାହିଁ। ସେହିପରି ସ୍ନାତକୋତର ଛାତ୍ରଛାତ୍ରୀଙ୍କର ଦ୍ୱିତୀୟ ସେମିଷ୍ଟାରକୁ ମଧ୍ୟ ବାତିଲ୍ କରାଯାଇଛି। ଆଜି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟର…
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ମୃତ୍ୟୁହାର ହ୍ରାସ ପାଇଛି – ଯାହାକି ବିଶ୍ୱରେ…
ନୂଆଦିଲ୍ଲୀ - ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ମୃତ୍ୟୁହାର ହ୍ରାସ ପାଇଛି । ଯାହାକି ବିଶ୍ୱରେ ସର୍ବନିମ୍ନ ବୋଲି କୁହାଯାଇଛି ।
ଦେଶରେକରୋନା ମୃତ୍ୟୁ ହାର ୩.୩୦ରୁ ୨. ୮୭ପ୍ରତିଶତକୁ ହ୍ରାସ ପାଉଛି । ଲକ୍ଡାଉନ ଏବଂ କଣ୍ଟେନମେଣ୍ଟ ଭଳି ପଦକ୍ଷେପ…
ଓଡିଶାରେ ଲକ୍ଷେ ଲୋକ ପୂରଣ କରିସାରିଲେଣି କ୍ୱାରେଣ୍ଟାଇନ୍- ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର - କରୋନା ଆକ୍ରାନ୍ତଙ୍କ ମୃତ୍ୟୁହାର ଓଡିଶାରେ ସବୁଠାରୁ କମ୍ । ପଞ୍ଚାୟତ ସ୍ତରରେ ସଙ୍ଗରୋଧ କେନ୍ଦ୍ର ତିଆରି କରାଯିବା ସରକାରଙ୍କର ଏକ ସଫଳ ନିଷ୍ପିତ୍ତି । କରୋନା ବିରୋଧୀ ମୁକାବିଲାରେ ଏହା ବେଶ୍ ସହାୟକ ହୋଇଛି। ଓଡିଶାରେ ଆଗୁଆ କରାଯାଇଥିବା ପ୍ରସ୍ତୁତି ଓ ନିଷ୍ପତିରୁ ସୁଫଳ ମିଳିଛି…