ମେ ୩ତାରିଖରୁ ରାଜ୍ୟର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ

ଆସନ୍ତା ମେ ୩ତାରିଖରୁ ରାଜ୍ୟର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏହା ୧୫ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ’୧୫ରୁ ଆରମ୍ଭ ହୋଇ ଜୁନ ୧୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଦଶମଶ୍ରେଣୀ ପିଲାମାନଙ୍କର ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୭ରୁ ମେ’ ୨ତାରିଖ…

ସ୍କୁଲ ଖୋଲିବ-ଆସନ୍ତା ୮ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି

ଆସନ୍ତା ୮ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ପାଠପଢ଼ିବାକୁ ଯିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟର ସମସ୍ତ ସରକାରୀ ସାହାଯ୍ୟ ପ୍ରାପ୍ତ ଓ ଘରୋଇ…

ଓଡିଶାରୁ ଜାନୁଆରୀ ୧୦ରୁ ବିଶେଷ ଟ୍ରେନ୍‍

। ଜାନୁଆରୀ ୧୦ରୁ ବିଶେଷ ଟ୍ରେନ୍‍ ପୂର୍ବତଟ ରେଳପଥ ମଧ୍ୟରୁ ୬ ଯୋଡା ଅତିରିକ୍ତ ବିଶେଷ ଟ୍ରେନ୍‍ ଚଳିତମାସ ୧୦ ତାରିଖରୁ ଚଳାଚଳ କରିବ । ଭୁବନେଶ୍ୱରରୁ ପୁଣେ ଏବଂ ତିରୁପତି ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ କରିବାକୁ ଥିବାବେଳେ ବିଶାଖାପାଟନମରୁ ସାଇନଗର ସିରିଡି, କୋଲାମ ଏବଂ ଚେନ୍ନାଇ ଏହି…

ହେଲମେଟ ଏବଂ ଫାସ୍‌ଟ୍ୟାଗ ବାଧ୍ୟତାମୂଳକ

ଜାତୀୟ ରାଜପଥ ଗୁଡ଼ିକରୁ ଫାସ୍‍ଟାଗ୍‍ ମାଧ୍ୟମରେ ଶତପ୍ରତିଶତ ଟୋଲ ସଂଗ୍ରହ ଲାଗି ଧାର୍ଯ୍ୟ ସମୟସୀମାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଫେବୃୟାରୀ ୧୫ ଯାଏଁ ବୃଦ୍ଧି କରିଛନ୍ତି । ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ମନ୍ତ୍ରଣାଳୟ ଜଣାଇଛି । ତେବେ ଡିସେମ୍ବର ୨୫ରେ ଆଜିଠାରୁ…

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟବାସୀଙ୍କର ବିଶ୍ୱାସ ଓ ଭରସାର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର…

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟବାସୀଙ୍କର ବିଶ୍ୱାସ ଓ ଭରସାର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନବକଳେବର ହେବ । ୩୫ଶହ କୋଟି ଟଙ୍କା ବ୍ୟୟରେ ଏହାକୁ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଚିକିତ୍ସା ପ୍ରତିଷ୍ଠାନରେ ପରିଣତ କରାଯିବ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ…

ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ଦ୍ୱାରା ପ୍ରସାରିତ ପନିପରିବା ଚାଷ ଜରିଆରେ ବିଗତ ଦୁଇ ବର୍ଷରେ କଟାମାଟି ପାରିପାଶ୍ୱିର୍କ…

ଭୁବନେଶ୍ୱର: ଓଡ଼ିଶାର କେନ୍ଦୁଝର ଜିଲ୍ଲାର କଟାମାଟି ଲୁହାପଥର ଖଣି ଆଖପାଖରେ ଥିବା ଗ୍ରାମଗୁଡ଼ିକର ଅନେକ ସ୍ଥାନୀୟ ବାସିନ୍ଦାଙ୍କ ଅନ୍ୟତମ ପ୍ରାଥମିକ ବୃତି ହେଉଛି ପନିପରିବା ଚାଷ । ପନିପରିବା ଚାଷର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପଦ୍ଧତି ଏବଂ ବ୍ୟବହାର କରାଯାଉଥିବା ବିହନର ଗୁଣାତ୍ମକ ମାନ ।…

ବେଦାନ୍ତ ପକ୍ଷରୁ ସାରା ଗ୍ରୁପ୍‌ରେ ଅଙ୍ଗାରକାମ୍ଳ ନିରପେକ୍ଷତା ଓ ଇଏସ୍‌ଜି ଶ୍ରେଷ୍ଠ ବ୍ୟବସ୍ଥା ଲାଗୁ କରିବାକୁ ସଂକଳ୍ପ

ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ପ୍ରାକୃତିକ ସମ୍ପଦ କଂପାନି ବେଦାନ୍ତ ପକ୍ଷରୁ ପାଣିପାଗ ପରିବର୍ତନ ଉପରେ ଆୟୋଜିତ ଦ୍ୱିତୀୟ ଭାରତ ସିଇଓ ଫୋରମ୍‌ରେ ପାଣିପାଗ ପରିବର୍ତନକୁ ନେଇ ଏକ ଘୋଷଣାନାମାରେ ସ୍ୱାକ୍ଷର କରାଯାଇଛି । ଏହି ଲକ୍ଷ୍ୟ ଦେଶକୁ ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ଆଡ଼କୁ ନେଇଯିବ ।…

ଡାଲ୍‌ମିଆ ସିମେଂଟ୍‌ (ଭାରତ) ଲିମିଟେଡ୍‌ ପକ୍ଷରୁ ବେଙ୍ଗଲ୍‌ ସିମେଂଟ୍‌ ୱାର୍କ୍‌ସ୍‌ ୟୁନିଟ୍‌ରେ ୨.୩ ଏମ୍‌ଟିପିଏ…

ଭୁବନେଶ୍ୱର: ଡାଲ୍‌ମିଆ ସିମେଂଟ୍‌ (ଭାରତ) ଲିମିଟେଡ୍‌ ପକ୍ଷରୁ ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁରରେ ଥିବା ବେଙ୍ଗଲ୍‌ ସିମେଂଟ୍‌ ୱାକ୍‌ର୍ସ୍‌ରେ ୨.୩ ଏମ୍‌ଟିପିଏର କ୍ଷମତା ଯୋଡ଼ିବା ଲାଗି ୩୬୦ କୋଟି ଟଙ୍କାର ପୁଞ୍ଜିନିବେଶ ବିଷୟରେ ଘୋଷଣା କରାଯାଇଛି । କଂପାନିର ବ୍ୟବସାୟ ସ୍ତମ୍ଭ ଭାବେ ଏହି…

ସାରା ରାଜ୍ୟରେ ପ୍ରଚଣ୍ଡ ଶୀତଲହରୀ -୩୧ ତାରିଖ ପରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ

ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ୭ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିବାବେଳେ ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୫ଦଶମିକ୍‍ ୫ ଡିଗ୍ରୀ ରେକର୍ଡ କରାଯାଇଛି । ଅନୁଗୁଳ, ବାରିପଦା, ଝାରସୁଗୁଡ଼ା, ଭବାନୀପାଟଣା, କୋରାପୁଟ, ଦାରିଙ୍ଗବାଡ଼ି ଆଦି ସ୍ଥାନରେ ତାପମାତ୍ରା ୧୦…

ଡିସେମ୍ବର ମାସରେ ରାଜଧାନୀରେ ପ୍ରାୟ ୪୦୦ ଗାଡ଼ି ଚାଳକଙ୍କ ଟ୍ରାଫିକ୍‍ ନିୟମ ଓ ସଡ଼କ ନିରାପତ୍ତା ନିୟମ ଉଲ୍ଲଙ୍ଘନ ଯୋଗୁଁ…

ମୋଟ ଭେଇକିଲ୍‍ ଗାଇଡ୍‍ଲାଇନ୍‍ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁହାରକୁ ଦୃଷ୍ଟିରେ ରଖି ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରା ଗଠିତ କମିଟିର ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ, ପରିବହନ କମିଶନର ଓ ଏସ୍‍.ପି.ଙ୍କୁ ସଡ଼କ ନିରାପତ୍ତା ନିୟମ କଡ଼ାକଡ଼ି ପାଳନ କରିବା ନେଇ କଠୋର ପଦକ୍ଷେପ ନେବାକୁ ଚିଠି…