ଟିକାକରଣ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ- ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ କୌଣସି ଖର୍ଚ୍ଚ ରାଜ୍ୟସରକାରମାନଙ୍କୁ କରିବାକୁ…

ବିଶ୍ୱବ୍ୟାପୀ ଦେଖାଦେଇଥିବା ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଭାରତୀୟ ବୈଜ୍ଞାନିକମାନେ ୨ଟି ଟିକା ବିକଶିତ କରିଛନ୍ତି। ତେବେ ଏହି ଟିକାର ସୁବ୍ୟବସ୍ଥିତ ଟିକାକରଣ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ…

ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ରହିଥିବା ନିୟମକୁ କୋହଳ-ଜାନୁଆରୀ ୨୧ ତାରିଖରୁ କୋଭିଡ୍‍ ରିପୋର୍ଟ…

ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ରହିଥିବା ନିୟମକୁ କୋହଳ କରାଯାଇଚି। ବଡ ଠାକୁରଙ୍କ ଦର୍ଶନ ନପାଇ କାଳିଆ ଦୁଆରୁ ଭକ୍ତ ଆଉ ମନ ଦୁଃଖରେ ଫେରିବନି। ଆସନ୍ତା ଜାନୁଆରୀ ୨୧ ତାରିଖରୁ କୋଭିଡ୍‍ ରିପୋର୍ଟ କଟକଣା ହଟାଇ ଦିଆଯାଇଛି। ସମୀକ୍ଷା ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ…

୨୦୧୯-୨୦ ଆର୍ଥିକ ବର୍ଷପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ସମସ୍ତ ମନ୍ତ୍ରୀ ସେମାନଙ୍କର ସମ୍ପତ୍ତି…

୨୦୧୯-୨୦ ଆର୍ଥିକ ବର୍ଷପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ସମସ୍ତ ମନ୍ତ୍ରୀ ସେମାନଙ୍କର ସମ୍ପତ୍ତି ତାଲିକା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ମିଶି ପ୍ରାୟ ୬୪ କୋଟି ୯୮ ଲକ୍ଷ ୧୯ ହଜାର ୭୬୪ ଟଙ୍କା । ସି.ଏମ୍‍.ଓ. ୱେବ୍‌ ସାଇଟ୍‌ରେ…

୧୨ ତାରିଖ ପରଠାରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଦୁଇରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା କମିବ

ପାଣିପାଗରେ ପରିବର୍ତ୍ତନ ଘଟି ଗତ କିଛିଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇବାରେ ଲାଗିଛି । ତେବେ ଭୁବନେଶ୍ୱରସ୍ଥିତ ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦାରିଙ୍ଗିବାଡ଼ି ଏବଂ ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୧୧ ଦଶମିକ ୫ ଡିଗ୍ରୀ ସେଲ୍‍ସିୟସ୍‍…

ଭୁବନେଶ୍ୱର-ବାଙ୍ଗିରିପୋଶି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ

ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଭୁବନେଶ୍ୱର-ବାଙ୍ଗିରିପୋଶି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୨ ତାରିଖରୁ ଅପ୍‍ ଏବଂ ଡାଉନ୍‍ ଟ୍ରେନ୍‍ ଚଳାଚଳ କରିବ । ଭୁବନେଶ୍ୱରରୁ ସନ୍ଧ୍ୟା ୭ଟା ୩୦ମିନିଟ୍‍ରେ ଏହି ଟେନ୍‍ଟି…

ଜିନ୍ଦଲ ଷ୍ଟିଲ୍‍ ଆଣ୍ଡ ପାୱାଲ୍‍ ଲିମିଟେଡ୍‍ର ଇସ୍ପାତ୍‍ କାରଖାନାର କ୍ଷମତାକୁ ୪ଗୁଣରୁ ଅଧିକ ବୃଦ୍ଧି କରିବାକୁ କେନ୍ଦ୍ର…

ରାଜ୍ୟର ଅନୁଗୁଳରେ ଜିନ୍ଦଲ ଷ୍ଟିଲ୍‍ ଆଣ୍ଡ ପାୱାଲ୍‍ ଲିମିଟେଡ୍‍ର ଇସ୍ପାତ୍‍ କାରଖାନାର କ୍ଷମତାକୁ ୪ଗୁଣରୁ ଅଧିକ ବୃଦ୍ଧି କରିବା ସହ ଏହାକୁ ବିଶ୍ୱର ଏକ ବୃହତ ଇସ୍ପାତ୍‍ କାରଖାନାରେ ପରିଣତ କରିବାକୁ କେନ୍ଦ୍ର ଇସ୍ପାତ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଶୁଣାଣି

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋର୍ଟ ତଥା ଅନ୍ୟାନ୍ୟ ଆନୁଷଙ୍ଗୀକ କାର୍ଯ୍ୟ ପାଇଁ ହାଇକୋର୍ଟ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଚଳିତ ମାସ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବଭଳି ଭିଡ଼ିଓ କନ୍‍ଫରେନ୍ସିଂ…

ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ସେଠାରେ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍‍ବୋଧନ ଦେଇ ଏହି ଜଳାଶୟର ଐତିହ୍ୟ ଉପରେ ଆଲୋକପାତ କରିଥିଲେ ।…

ଚଳିତବର୍ଷ ଶେଷ ସୁଦ୍ଧା ୫ ହଜାର ୬୫୪ କୋଟି ପୁଞ୍ଜି ନିବେଶରେ ପାରାଦ୍ୱୀପ ରିଫାଇନାରୀରେ ମନୋ ଏଥିଲିନ୍‍ ଗ୍ଲାଇକୋଲ…

ଚଳିତବର୍ଷ ଶେଷ ସୁଦ୍ଧା ୫ ହଜାର ୬୫୪ କୋଟି ପୁଞ୍ଜି ନିବେଶରେ ପାରାଦ୍ୱୀପ ରିଫାଇନାରୀରେ ମନୋ ଏଥିଲିନ୍‍ ଗ୍ଲାଇକୋଲ (ଏମ୍‍.ଇ.ଜି) ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗୁଜୁରାଟର ହାଜରା ଠାରୁ…

ଡାବର ପକ୍ଷରୁ “ଡାବର୍‌ ରେଡ୍‌ ପୁଲିଂ ଅଏଲ୍‌” ଆୟୁର୍ବେଦିକ ମାଉଥ୍‌ୱାସ୍‌ ଉନ୍ମୋଚିତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ବିଜ୍ଞାନ ଭିତିକ ଆୟୁର୍ବେଦିକ କଂପାନି ଡାବର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଡାବର୍‌ ରେଡ୍‌ ପୁଲିଂ ଅଏଲ୍‌ର ଉନ୍ମୋଚନ ସହିତ ମାଉଥ୍‌ୱାସ୍‌ ବର୍ଗରେ ପ୍ରବେଶ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହା ହେଉଛି ଏକ ଆୟୁର୍ବେଦିକ ମାଉଥ୍‌ୱାସ୍‌ ଯାହା…