Sign in
Sign in
Recover your password.
A password will be e-mailed to you.
ମାଟ୍ରିକ୍ ପରୀକ୍ଷା ଦେବାପାଇଁ ଚଳିତ ବର୍ଷ-ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିବାକୁ ବୋର୍ଡ଼ ପକ୍ଷରୁ ପ୍ରସ୍ତୁତି
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼)ଦ୍ୱାରା ପରିଚାଳିତ ମେ ୩ରୁ ୧୫ ପର୍ଯ୍ୟନ୍ତ ହେବାକୁ ଥିବା ବାର୍ଷିକ
ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିବାକୁ ବୋର୍ଡ଼ ପକ୍ଷରୁ ପ୍ରସ୍ତୁତି ଚାଲିଛି । ମାଟ୍ରିକ୍ ପରୀକ୍ଷା ଦେବାପାଇଁ…
ମେଡ୍ ଇନ୍ ଇଣ୍ଡିଆ କଣ୍ଢେଇ ମେଳା
ମୋଡ୍ ଇନ୍ ଇଣ୍ଡିଆ କଣ୍ଢେଇ ମେଳା
ପ୍ରଥମ ଭାରତୀୟ ଖେଳନା ମେଳା ବା ଇଣ୍ଡିଆ ଟଏ ଫେୟାର - ୨୦୨୧ ଆସନ୍ତା ଶନିବାରଠାରୁ ମାର୍ଚ୍ଚ ଦୁଇ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ
ମାଧ୍ୟମରେ ଅନୁଷ୍ଠିତ ହେବ । ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଜରିଆରେ ଦେଶର ନିର୍ମାଣ କ୍ଷେତ୍ରର ପରିସରକୁ ବୃଦ୍ଧି…
ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମା ବିବାଦକୁ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ପଶ୍ଚିମ ମିଦନାପୁର ଜିଲ୍ଲା ପ୍ରଶାସନ ମଧ୍ୟରେ…
ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମା ବିବାଦକୁ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ପଶ୍ଚିମ ମିଦନାପୁର ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ଉଚ୍ଚ
କ୍ଷମତାସମ୍ପନ୍ନ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସୀମା ସମସ୍ୟା ସମାଧାନ ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବାଲେଶ୍ୱର…
କୋଟିଆ ଗ୍ରାମାଞ୍ଚଳରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଚିହ୍ନଟ ପରୀକ୍ଷା ଆରମ୍ଭ
କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆ ଗ୍ରାମାଞ୍ଚଳରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଚିହ୍ନଟ ପରୀକ୍ଷା ଆରମ୍ଭ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ କୋଟିଆସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକମାନଙ୍କର କରୋନା ପରୀକ୍ଷା ଆରମ୍ଭ କରିବା ସହ ସେମାନଙ୍କର…
ଆସନ୍ତା ୩ ମାସ ମଧ୍ୟରେ ନୂତନ ମାର୍ଗଦର୍ଶିକା ଜାରି – ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ବରଦାସ୍ତ କରାଯିବ…
କେନ୍ଦ୍ର ସରକାର ଓ.ଟି.ଟି. - ଓଭର ଦି ଟପ୍ ପ୍ଲାଟ୍ଫର୍ମ ଓ ସାମାଜିକ ଗଣମାଧ୍ୟମ ପାଇଁ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଆସନ୍ତା ୩ ମାସ ମଧ୍ୟରେ ନୂତନ ମାର୍ଗଦର୍ଶିକା ଜାରି କରାଯିବ । ସାମାଜିକ ଗଣମାଧ୍ୟମର…
ଓଡିଶାରେ ବଢି ଚାଲିଛି ସାଇବର ଅପରାଧ- ତିନି ବର୍ଷରେ ଏତିକି
ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ ସାଇବର ଅପରାଧ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ମୋଟ୍ ୪ହଜାର ୨୭୩ ମାମଲା ପଞ୍ଜିକୃତ ହୋଇଛି ବୋଲି ବିଧାନସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ୨୦୧୮ ମସିହାରେ ୮୬୭ ସାଇବର ଅପରାଧ…
ମାର୍ଚ୍ଚରୁ ଅକ୍ଟୋବର ମାସ ମଧ୍ୟରେ ମୋଟ୍ ୧୦ଲକ୍ଷ ୭ହଜାର ୩୩୦ ଜଣ ପ୍ରବାସୀ ଶ୍ରମିକ ଓଡିଶାକୁ ଫେରିଛନ୍ତି
ମାର୍ଚ୍ଚରୁ ଅକ୍ଟୋବର ମାସ ମଧ୍ୟରେ ମୋଟ୍ ୧୦ଲକ୍ଷ ୭ହଜାର ୩୩୦ ଜଣ ପ୍ରବାସୀ ଶ୍ରମିକ ଓଡିଶାକୁ ଫେରିଛନ୍ତି
ଗତବର୍ଷ ମାର୍ଚ୍ଚରୁ ଅକ୍ଟୋବର ମାସ ମଧ୍ୟରେ ମୋଟ୍ ୧୦ଲକ୍ଷ ୭ହଜାର ୩୩୦ ଜଣ ପ୍ରବାସୀ ଶ୍ରମିକ ଓଡିଶାକୁ ଫେରିଛନ୍ତି ।
ଏମାନଙ୍କ ମଧ୍ୟରୁ ୭ଲକ୍ଷ ୭୩ହଜାର ଶ୍ରମିକଙ୍କୁ ମନରେଗା…
ୟୁଏନ୍ଏକାଡେମି ସହିତ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ସ୍ଥାପନ
ଭୁବନେଶ୍ୱର:ଭାରତର ସର୍ବବୃହତ୍ ଶିକ୍ଷା ପ୍ଲାଟ୍ଫର୍ମ ୟୁଏନ୍ଏକାଡେମି ପକ୍ଷରୁ ଘୋଷଣା କରାଯାଇଛି ଯେଏହା କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ସ୍ଥାପନ କରିଛି । ଏହି ବୁଝାମଣାର ଅଂଶ ସ୍ୱରୂପ ୟୁଏନ୍ଏକାଡେମିରୁ ଶିକ୍ଷା ଗ୍ରହଣ କରୁଥିବା…
ହୋଣ୍ଡା ପକ୍ଷରୁ ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସରେ ୧୬୦ ସହରର ୧.୨ ଲକ୍ଷ ଲୋକଙ୍କୁ ସଚେତନ କରାଯାଇଛି
ଭୁୁବନେଶ୍ୱର / କଟକ: ଚଳିତ ବର୍ଷ ଜାନୁଆରି ୧୮ରୁ ଫେବ୍ରୁଆରି ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଦେଶର ୧୬୦ଟି ସହରର ୧.୨ ଲକ୍ଷ ଲୋକଙ୍କୁ ସଡ଼କ ସୁରକ୍ଷାର…
ରାଜ୍ୟରେ କରୋନା କଟକଣା କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ
ଦେଶର ୫ଟି ରାଜ୍ୟରେ କରୋନାର ନୂଆ ଧାରା ଚିହ୍ନଟ ହେବାପରେ ରାଜ୍ୟରେ କରୋନା କଟକଣା କଡାକଡି ଭାବେ ପାଳନ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କର୍ପୋରେସନ ଏବଂ ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ୍ତ ଜେନା କରୋନା…