Sign in
Sign in
Recover your password.
A password will be e-mailed to you.
ଯୁକ୍ତ ଦୁଇ ପରୀକ୍ଷା ଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ । ଏନେଇ ପରିଷଦ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ଦୂର ନିରନ୍ତର ଶିକ୍ଷା ପାଠ୍ୟକ୍ରମର!-->…
କରୋନାର ତୃତୀୟ ଲହର ଏପର୍ଯ୍ୟନ୍ତ ଅନେକ ଦେଶରେ ଆସି ନାହିଁ
କରୋନାର ତୃତୀୟ ଲହର ଏପର୍ଯ୍ୟନ୍ତ ଅନେକ ଦେଶରେ ଆସି ନାହିଁ । ତେଣୁ ଏହାକୁ ନେଇ ଲୋକମାନେ ଆତଙ୍କିତ ହେବାର କୌଣସି କାରଣ ନାହିଁ । କରୋନାର ସମ୍ଭାବ୍ୟ ତୃତୀୟ ଲହର ଆସିଲେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଡି.ଏମ୍.ଇ.ଟି. ଡାକ୍ତର ସି.ବି.କେ. ମହାନ୍ତି କହିଛନ୍ତି ।!-->…
ଦେଶରେ କମିଲା ଅମ୍ଳଜାନ ଦର
ନୂଆଦିଲ୍ଲୀ - ଜାତୀୟ ଫର୍ମାସ୍ୟୁଟିକାଲ ପ୍ରାଇସିଂ କର୍ତ୍ତୃପକ୍ଷ (ଏନପିପିଏ) ଏହାର ଜୁନ ୩ତାରିଖ ବିଜ୍ଞପ୍ତି ଅନୁସାରେ ଅମ୍ଳଜାନ ସାନ୍ଦ୍ରକର ଟ୍ରେଡ ମାର୍ଜିନ ଆବଣ୍ଟନ ସ୍ତରରେ ଶତକଡା ୭୦ଭାଗ ହ୍ରାସ କରିଛନ୍ତି । ତଦନୁସାରେ ୧୦୪ଜଣ ଅମ୍ଳଜାନ ସାନ୍ଦ୍ରକ ପ୍ରସ୍ତୁତକାରୀ/ ଆମଦାନୀକାରୀ ୨୫୨ଟି…
ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ହୋଇଥିବା ଟ୍ରିବ୍ୟୁନାଲ୍ର ସମୟସୀମାକୁ ଆଉ ଦୁଇ ବର୍ଷ ପାଇଁ ବୃଦ୍ଧି
ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ହୋଇଥିବା ଟ୍ରିବ୍ୟୁନାଲ୍ର ସମୟସୀମାକୁ ଆଉ ଦୁଇ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଏହି ଟ୍ରିବ୍ୟୁନାଲ୍ ଗଠନ କରିଥିଲେ । ଏଥିପାଇଁ ତିନି ବର୍ଷ ସମୟ ଧାର୍ଯ୍ୟ…
ଲୋକମାନେ ସଚେତନ ନ ହେଲେ ପୁଣି ବିପଦ ଫେରିବ ବୋଲି କଡ଼ା ଚେତାବନୀ
ଡି.ଏମ୍.ଇ.ଟି. ଡକ୍ଟର ସି.ବି.କେ. ମହାନ୍ତି କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ତେବେ ଦୈନିକ ସଂକ୍ରମଣ ହ୍ରାସ
ପାଉଥିବାରୁ ମୃତ୍ୟୁସଂଖ୍ୟା ମଧ୍ୟ ଆଗକୁ କମିବ । ସେ କହିଛନ୍ତି, ପୂର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି
ପାଉଥିଲା ।…
ରାଜ୍ୟରେ କ୍ରମାଗତ କିଛିଦିନ ହେବ କରୋନା ସଂକ୍ରମଣ ହ୍ରାସ
ରାଜ୍ୟରେ କ୍ରମାଗତ କିଛିଦିନ ହେବ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହେଉଛି । ଗତକାଲି ଗୋଟିଏ ଦିନରେ ଆଉ ୫ ହଜାର ୨୩୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୪୨ ହଜାର ୪୬୧କୁ ବୃଦ୍ଧି ପାଇଛି ।
ରାଜ୍ୟର ୩୦ଟି…
ରଜରେ ଖାଲି ପାଦରେ ଚାଲିବା ମନା
ରଜ ହେଉଛି ଓଡିଶାର ଏକ ଗଣ ପର୍ବ । ଏହାକୁ ୪ ଦିନ ଧରି ପାଳନ କରାଯାଏଥାଏ । ବର୍ଷା ଋତୁକୃର ଆରମ୍ଭରେ ରଜ ପର୍ବ ପାଳିତ ହୋଇଥାଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମି ଦହନ, ଚତୁର୍ଥ ଦିନ ହେଉଛି ବସୁମତୀ ସ୍ନାନ ।
ରଜ ଶବ୍ଦର ଆକ୍ଷରିକ…
ଏହା ଦ୍ୱାରା ଟ୍ରେନ୍ ଚଳାଚଳ ଅଧିକ ନିରାପଦ ଓ ସୁରକ୍ଷିତ ହୋଇପାରିବ -ଭାରତୀୟ ରେଳବାଇକୁ ୭୦୦ ମେଗାହର୍ଜ ବ୍ୟାଣ୍ଡର ୫…
ରେଳବାଇ କାର୍ୟ୍ୟ ଏବଂ ନିରାପତ୍ତାରେ ରଣନୀତିକ ପରିବର୍ତ୍ତନ ଘଟାଇବ
ଲୋକୋ ପାଇଲଟ ଏବଂ ଗାର୍ଡ଼ମାନଙ୍କ ସହିତ ନିରବଚ୍ଛିନ୍ନ ଯୋଗାଯୋଗ ସୁନିଶ୍ଚିତ ହୋଇପାରିବ, ଏହାଦ୍ୱାରା ନିରାପତ୍ତା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ।
ନିରାପଦ ସ୍ୱର, ଭିଡ଼ିଓ ଏବଂ ତଥ୍ୟ ଯୋଗାଯୋଗ ସେବା…
୨୫ କୋଟି ଡୋଜ୍ କୋଭିଶିଲ୍ଡ ଓ ୧୯ କୋଟି ଡୋଜ୍ କୋଭାକ୍ସିନ୍ କିଣାଯିବ -ସାର୍ବଜନୀନ ଟିକାକରଣ ଲକ୍ଷ୍ୟ ହାସଲ ନିମନ୍ତେ ଟିକା…
ଭାରତ ସରକାର ପ୍ରଭାବୀ ଟିକାକରଣ ଅଭିଯାନ ନିମନ୍ତେ ‘ସମ୍ପୂର୍ଣ୍ଣ ସରକାର’ ଦୃଷ୍ଟିକୋଣ ସହିତ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖ ଠାରୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପ୍ରୟାସରେ ସହାୟତା କରି ଆସୁଛନ୍ତି। କେନ୍ଦ୍ର ସରକାରଙ୍କୁ ମିଳିଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ଆଧାରରେ…
ପରବର୍ତ୍ତୀ ପର୍ଯ୍ୟାୟ କୋଭିଡ-୧୯ ସଂକ୍ରମଣରେ ପିଲାମାନେ ଗୁରୁତର ଭାବରେ ସଂକ୍ରମିତ ହେବାନେଇ କୌଣସି ତଥ୍ୟ ନାହିଁ
ଭବିଷ୍ୟତର ସଂକ୍ରମଣକୁ ଏଡାଇବା ପାଇଁ, ଆକ୍ରମଣାତ୍ମକ ଭାବରେ କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରନ୍ତୁ : ଡକ୍ଟର ଗୁଲେରିଆ
“ଏହା ଏକ ଭୁଲ ତଥ୍ୟ ଯେ କୋଭିଡ-୧୯ ମହାମାରୀର ପରବର୍ତ୍ତୀ ପର୍ଯ୍ୟାୟ ପିଲାମାନଙ୍କଠାରେ ଗୁରୁତର ସଂକ୍ରମଣ ସୃଷ୍ଟି କରିବାକୁ ଯାଉଛି । ପରବର୍ତ୍ତୀ…