Sign in
Sign in
Recover your password.
A password will be e-mailed to you.
କାର୍ତ୍ତିକ ପଞ୍ଚୁକ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ଲାଗି ନୂତନ ମାର୍ଗ ଦର୍ଶିକା – କାର୍ତ୍ତିକ…
କାର୍ତ୍ତିକ ପଞ୍ଚୁକ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ଲାଗି ନୂତନ ମାର୍ଗ ଦର୍ଶିକା ପ୍ରକାଶ ପାଇଛି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି । ଏଣୁ ୨ ଦିନ ଲାଗି ସର୍ବସାଧାରଣ!-->!-->!-->…
ଓଡ଼ିଶା ସମେତ ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ ଓ ମହାରାଷ୍ଟ୍ରର ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ 4G ମୋବାଇଲ୍…
ଓଡ଼ିଶା ସମେତ ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ ଓ ମହାରାଷ୍ଟ୍ରର ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ୪ଏ ମୋବାଇଲ୍ ସେବା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ହଜାର ୪୬୬ କୋଟି ଟଙ୍କା ମଞ୍ଜୁର କରିଥିବାରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ!-->!-->!-->…
ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶାରେ ଆଉ ତିନିଦିନ ଧରି ପାଗ ମେଘୁଆ ରହିବ
ରାଜ୍ୟରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶାରେ ଆଉ ତିନିଦିନ ଧରି ପାଗ ମେଘୁଆ ରହିବ । ଆସନ୍ତାକାଲି ଓ ୧୯ତାରିଖ ଦିନ ପାଗ ଶୁଖିଲା ଓ ଖରାଟିଆ ରହିବ । ୨୦ ଓ ୨୧ ତାରିଖରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଏହି ପୂର୍ବାନୁମାନ କରିଛନ୍ତି ।
ଆଣ୍ଡାମାନ ସାଗରରେ!-->!-->!-->…
କରୋନା ଟିକାକରଣ କ୍ଷେତ୍ରରେ ଜାତୀୟ ହାରଠାରୁ ଓଡିଶା ଟପିଯାଇଛି
କରୋନା ଟିକାକରଣ କ୍ଷେତ୍ରରେ ଜାତୀୟ ହାରଠାରୁ ଓଡିଶା ଟପିଯାଇଛି । ଚଳିତମାସ ୧୩ତାରିଖ ସୁଦ୍ଧା ଜାତୀୟସ୍ତରରେ ୧୮ବର୍ଷରୁ ଅଧିକ ଲୋକଙ୍କ ପ୍ରଥମ ଡୋଜ ଟିକାକରଣ ଅଣାଅଶୀ ଦଶମିକ ୮ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୮୨ଦଶମିକ ୪ ପ୍ରତିଶତରେ ପହଞ୍ଚିଛି ।
ସେହିପରି ଦ୍ୱିତୀୟ ଡୋଜ ଟିକାକରଣ!-->!-->!-->…
ମହିଳା ହକି ଜୁନିୟର୍ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଜୁନିୟର୍ ମହିଳା ଟିମ୍ ଘୋଷଣା- ଦୁଇ ଓଡ଼ିଆ ଖେଳାଳି…
ମହିଳା ହକି ଜୁନିୟର୍ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଜୁନିୟର୍ ମହିଳା ଟିମ୍ ଘୋଷଣା
ଆସନ୍ତା ଡିସେମ୍ବର ୫ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଥିବା ଏଫ୍.ଆଇ.ଏଚ୍. ମହିଳା ହକି ଜୁନିୟର୍ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଜୁନିୟର୍ ମହିଳା!-->!-->!-->…
ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନୀ…
ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ୬ ହଜାର ୭୯୪ ପଞ୍ଚାୟତରେ ନିର୍ବାଚନ ହେବ । ୭ଟି ପଞ୍ଚାୟତ ବିଭିନ୍ନ ବିଜ୍ଞପିତ ଅଞ୍ଚଳ ପରିଷଦରେ ବିଲୀନ ହୋଇଥିବାରୁ ସେଠାରେ ନିର୍ବାଚନ!-->…
ଏଣୁ ପୁଣି ସ୍ଥିତି ବିଗିଡ଼ିବା ପୂର୍ବରୁ ସମସ୍ତେ ସଚେତନ ହେବା ସହ ସମାଜରେ କରୋନା ପ୍ରତି ଡର ରହିବା ଆବଶ୍ୟକ ବୋଲି…
ଅନେକ ଦେଶରେ କମ୍ ଟିକାକରଣ ଏବଂ ଲୋକଙ୍କ ଭିଡ଼ ପାଇଁ ସଂକ୍ରମଣ ବଢ଼ୁଛି । ରାଜ୍ୟରେ କରୋନା ସଂକ୍ରମଣ କମ୍ ରହିଥିଲେ ମଧ୍ୟ ବିଦେଶାରେ ସଂକ୍ରମଣ ପୁଣି ବୃଦ୍ଧି ପାଉଛି । କରୋନା ଆରମ୍ଭବେଳେ ଚୀନ ଓ ୟୁରୋପ ଦେଶଗୁଡ଼ିକରେ ସଂକ୍ରମଣ ବ୍ୟାପିବା ପରେ ଭୂତାଣୁ ଭାରତ ଆସିଥିଲା । ଏଣୁ ପୁଣି ସ୍ଥିତି!-->…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟରୁ…
ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭଞ୍ଜନଗରଠାରେ ସର୍ବାଧିକ ୧୪ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ପ୍ରାୟ ଅଧିକାଂଶ!-->…
ଚଳିତ ବର୍ଷ କଟକରେ ଡଙ୍ଗା ଭସାକୁ ବାରଣ
ଚଳିତ ବର୍ଷ କଟକରେ ଡଙ୍ଗା ଭସାକୁ ବାରଣ କରାଯାଇଛି । ଏସଆରସିଙ୍କ ଗାଇଡଲାଇନ୍ ଅନୁସାରେ କୌଣସି ନଦୀ କୂଳରେ ଏକାଠି ହେବା ଉପରେ କଟକଣା ରହିଛି । ଡଙ୍ଗା ଭସାକୁ ବାରଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ ।
ଆଇନ୍ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା!-->!-->!-->…
ପବିତ୍ର କାର୍ତ୍ତିକ ମାସର ବଡ ଏକାଦଶୀ ତିଥି ଠାରୁ ପଞ୍ଚକ ବ୍ରତ ଆରମ୍ଭ
ପବିତ୍ର କାର୍ତ୍ତିକ ମାସର ବଡ ଏକାଦଶୀ ତିଥି ଠାରୁ ପଞ୍ଚକ ବ୍ରତ ଆରମ୍ଭ ହୋଇଛି । ଏଥିସହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଦେବ ଉତ୍ଥାପନ ଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି ।
ପଞ୍ଚକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଲକ୍ଷ୍ମୀ-ନାରାୟଣ ବେଶରେ ସଜ୍ଜିତ କରାଯାଇଛି । କୋଭିଡ୍!-->!-->!-->…