Sign in
Sign in
Recover your password.
A password will be e-mailed to you.
ରାଜ୍ୟ ସରକାର କ୍ୟାବିନେଟ୍ରେ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ୧୯୪୫ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି
ରାଜ୍ୟ ସରକାର କ୍ୟାବିନେଟ୍ରେ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ୧୯୪୫ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତ୍ତିକୁ ବିକ୍ରି, ଲିଜ୍ ଓ ବନ୍ଧକ ଆକାରରେ ହସ୍ତାନ୍ତର କରିବାପାଇଁ ଏଣିକି ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡ଼ିବ ନାହିଁ ।
!-->!-->!-->…
ରାଜ୍ୟରେ ୨୪ ଜଣ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ -ବି.ଏମ୍.ସି. ର ୫ଟି ସ୍ଥାନକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍…
ରାଜ୍ୟରେ ୨୪ ଜଣ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଇ.ଏଲ୍.ଏସ୍. ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏହି ସୂଚନା ଦିଆଯାଇଛି । ନୂଆକରି ଚିହ୍ନଟ ହୋଇଥିବା ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣଙ୍କର ଅନ୍ତର୍ଜାତୀୟ ଟ୍ରାଭେଲ୍ ହିଷ୍ଟ୍ରି ଥିବାବେଳେ!-->…
ରାତି ୯ଟାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ
କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ବୃଦ୍ଧି କରିଛନ୍ତି । ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର - ଏସ୍.ଆର୍.ସି. ପ୍ରଦୀପ ଜେନା କହିଛନ୍ତି, ଏହି ଦୁଇ ତିନି ଦିନ ମଧ୍ୟରେ ଆମ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେ କହିଛନ୍ତି, ଆମ ଦେଶରେ!-->…
ରାଜ୍ୟରେ ଥିବା ଜଳଭଣ୍ଡାରଗୁଡ଼ିକରେ ଭାସମାନ ସୋଲାର୍ ଶକ୍ତି ପ୍ଲାଣ୍ଟ୍ ସ୍ଥାପନ
ରାଜ୍ୟରେ ଥିବା ଜଳଭଣ୍ଡାରଗୁଡ଼ିକରେ ଭାସମାନ ସୋଲାର୍ ଶକ୍ତି ପ୍ଲାଣ୍ଟ୍ ସ୍ଥାପନ ପାଇଁ ଓଡ଼ିଶା ସବୁଜ ଶକ୍ତି ବିକାଶ ନିଗମ ଏବଂ ଜାତୀୟ ଜଳବିଦ୍ୟୁତ୍ ନିଗମ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଏହା ହୋଇଥିବା ଜଣାପଡ଼ିଛି ।
!-->!-->!-->…
ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି
ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୮ ଦଶମିକ ୬ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଛି । ଏହାସହ ଅନୁଗୁଳ, କଳାହାଣ୍ଡି, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ଅଞ୍ଚଳରେ ଘନକୁହୁଡ଼ି ଅନୁଭୂତ ହୋଇଛି ।
ଆଞ୍ଚଳିକ!-->!-->!-->…
ଚିଲିକାରେ ପକ୍ଷୀଗଣନା ଶେଷ
ଚିଲିକାରେ ପକ୍ଷୀଗଣନା ଶେଷ ହୋଇଛି । ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ ବିଭାଗର ମିଳିତ ନେତୃତ୍ୱରେ ହୋଇଥିବା ଏହି ଗଣନାରେ ମୋଟ୍ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ଟି ପକ୍ଷୀ ଥିବା ଜଣାପଡ଼ିଛି । କେବଳ ନଳବଣରେ ୩ ଲକ୍ଷ ୫୮ ହଜାର ୮୮୯ଟି ପକ୍ଷୀ ରହିଥିବା ଗଣନାରୁ!-->…
ଆକ୍ରାନ୍ତ ବ୍ୟକ୍ତିଙ୍କ ଗୃହ ସଙ୍ଗରୋଧ ସଂକ୍ରାନ୍ତ ନିୟମାବଳିରେ ସଂଶୋଧନ – କୌଣସି ଲକ୍ଷଣ ନ ଥିଲେ ସେମାନେ ଘରେ…
ଦେଶରେ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆକ୍ରାନ୍ତ ବ୍ୟକ୍ତିଙ୍କ ଗୃହ ସଙ୍ଗରୋଧ ସଂକ୍ରାନ୍ତ ନିୟମାବଳିରେ ସଂଶୋଧନ କରିଛନ୍ତି । ଅଧିକାଂଶ ଆକ୍ରାନ୍ତଙ୍କର କୌଣସି ଲକ୍ଷଣ ନ ଥିଲେ ସେମାନେ ଘରେ ରହିପାରିବେ । ୬୦!-->!-->!-->…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏକାମ୍ର ଅଞ୍ଚଳରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏକାମ୍ର ଅଞ୍ଚଳରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିପାଇଁ ୧୦୩ କୋଟି ଟଙ୍କା ବିନିଯୋଗ ହୋଇଛି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ୱରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତି ସ୍ତୂପର!-->…
ଆସନ୍ତା ଜାନୁୟାରୀ ୧୦ ତାରିଖରୁ କଟକରେ ସ୍ୱାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡିତ ବ୍ୟକ୍ତିଙ୍କୁ…
ଆସନ୍ତା ଜାନୁୟାରୀ ୧୦ ତାରିଖରୁ କଟକରେ ସ୍ୱାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡିତ ବ୍ୟକ୍ତିଙ୍କୁ କରୋନା ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ । ଏ ନେଇ କଟକ ମହାନଗର ନିଗମର ଡେପୁଟୀ କମିଶନର କହିଛନ୍ତି କେଉଁ ସମୟରେ କିଏ ଏହି ଟିକା ନେଇପାରିବେ ଖୁବ୍ ଶୀଘ୍ର ତାହାର ସବିଶେଷ!-->…
କୋର୍ବେଭାକ୍ସ ଓ କୋଭାଭାକ୍ସ ଟିକା ଏବଂ ଆଣ୍ଟିଭାଇରାଲ୍ ମୋଲ୍ନୁପିରାଭିର୍ ବଟିକାକୁ ଜରୁରୀକାଳିନ ସ୍ଥିତିରେ…
ଜରୁରୀକାଳିନ ସ୍ଥିତିରେ ନିୟନ୍ତ୍ରିତ ବ୍ୟବହାର ପାଇଁ ଆଉ ଦୁଇଟି ଟିକାକୁଅନୁମତି ଦେଲେ କେନ୍ଦ୍ର ସରକାର
କୋର୍ବେଭାକ୍ସ ଓ କୋଭାଭାକ୍ସ ଟିକା ଏବଂ ଆଣ୍ଟିଭାଇରାଲ୍ ମୋଲ୍ନୁପିରାଭିର୍ ବଟିକାକୁ ଜରୁରୀକାଳିନ ସ୍ଥିତିରେ ନିୟନ୍ତ୍ରିତ ବ୍ୟବହାର ପାଇଁ କେନ୍ଦ୍ରୀୟ ଔଷଧ ମାନକ!-->!-->!-->!-->!-->!-->!-->…