Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ଏୟାରସେବା ୨.୦ ଆରମ୍ଭ
ନୂଆଦିଲ୍ଲୀ . - କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଏବଂ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସୋମବାର ଦିଲ୍ଲୀରେ ଏୟାରସେବା ୨.୦ ୱେବ ପୋର୍ଟାଲର ବିକଶିତ ଭର୍ସନର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ବେସାମରିକ…
ସମସ୍ତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଡିସେମ୍ବର ୨୦୧୮ ସୁଦ୍ଧା ଖୋଲା ଶୌଚମୁକ୍ତ ହେବ
ଆସାମର ଗୌହାଟୀଠାରେ ଉତ୍ତର-ପୂର୍ବାଂଚଳ ରାଜ୍ୟଗୁଡ଼ିକର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଖୋଲାରେ ଶୌଚରୁ ମୁକ୍ତି, କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଗ୍ରାମୀଣ ଜଳଯୋଗାଣର ସ୍ଥିତି ନେଇ ଆଲୋଚନା କରାଯାଇଥିଲା । ହିମାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ,…
ଦୀପିକା ଓ ରଣବୀର ପୋଷ୍ଟ କେଲ ବିବାହର ପ୍ରଥମ ଅଫିସିଆଲ ଫଟୋ
ମୁମ୍ବାଇ .- ଦୀପିକା ପାଦୁକନ ଓ ରଣବୀର ସିଂ ବିବାହ କରିବା ପରେ ସେମାନଙ୍କ ବିବାହ ଫଟୋକୁ ନିଜର ଅଫିସିଆଲ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ବୁଧବାରରେ କୋଙ୍କଣୀ ରୀତି ନୀତି ଅନୁସାରେ ଦୁଇ ଜଣଙ୍କର ବିବାହ ହୋଇଥିଲା । ଏଥିରେ ଦୀପିକା ପାଦୁକନ ଲାଲ ରଙ୍ଗର ପାଟ ଓ ରଣବୀର ସିଂ ଧଲା କୁର୍ତ୍ତାରେ ନଜର…
ଥରେ ପାକିସ୍ତାନ ପାଇଁ ଖେଳିଥିଲେ ସଚୀନ୍ ତେନ୍ଦୁଲକର, ଜାଣନ୍ତୁ କେମିତି
ମୁମ୍ବାଇ .- ଜୀବନରେ ଥରେ ପାକିସ୍ତାନ କ୍ରିକେଟ ଟିମ୍ ପାଇଁ ମାଷ୍ଟର ବ୍ଲାଷ୍ଟର ସଚୀନ୍ ତେନ୍ଦୁଲକର ଫିଲ୍ଡିଂ କରିଥିଲେ । ସେ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ପୂର୍ବରୁ ମୁମ୍ବାଇରେ ପାକିସ୍ତାନ ଓ ଭାରତ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ହୋଇଥିଲା । ଏହା ମ୍ୟାଚରେ ପାକିସ୍ତାନ ଟିମ୍…
ପାକିସ୍ତାନ ପାଇଁ କାଶ୍ମୀର ଦରକାର ନାହିଁ , ସହିଦ ଆଫ୍ରିଦ
ଲଣ୍ଡନ .- ପାକିସ୍ତାନ ପାଇଁ କାଶ୍ମୀର ଦରକାର ନାହିଁ ବୋଲି ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପ୍ରସିଦ୍ଧ ବ୍ୟାଟସ୍ମ୍ୟାନ ସହିଦ ଆଫ୍ରିଦ କହିଛନ୍ତି । ଲଣ୍ଡନରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ପାକିସ୍ତାନ ନିଜର ୪ଟି ପ୍ରଦେଶକୁ ସମ୍ଭାଳି ପାରୁନାହିଁ…
୩୬୧ କୋଟି ଟଙ୍କାରେ ବିକ୍ରି ହେଲା ୧୯ କ୍ୟାରେଟର ହୀରା
ଜିନିଭା . - ସ୍ୱିଜରଲାଣ୍ଡରେ ଜିନିଭାଠାରେ ଅନୁଷ୍ଠିତ ଏକ ହୀରା ନିଲାମୀ ରେ ୧୯ କ୍ୟାରେଟ୍ର ଏକ ହୀରା ୩୬୧ କୋଟି ଟଙ୍କାରେ ବିକ୍ରି ହୋଇଛି । ଏପରି ଦରରେ ହୀରା ବିକ୍ରି ହେବା ଏହା ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ।
ଏହି ହୀରାଟି ଦକ୍ଷିଣ ଆଫ୍ରିକାର ହୀରଖଣିରୁ ମିଳିଥିଲା । ଜିନିଭାର…
ଶିକ୍ଷକଙ୍କ ଚାପୁଡାରେ ଛାତ୍ରକୁ ପକ୍ଷାଘାତ(ପାରାଲିସିସ୍)
ପୁନେ . - ଶିକ୍ଷକ ଚାପୁଡା ମାରିବା ପରେ ଜଣେ ଛାତ୍ରକୁ ପକ୍ଷାଘାତ ବା ପାରାଲିସିସ୍ ହୋଇଛି । ଏପରି ଘଟଣା ମହାରାଷ୍ଟ୍ରର ପୁନେର ଘଟିଛି । ପୁନେର ଶିବାଜୀ ନଗର ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଛି । ପୁଲିସ ଭାରତୀୟ ପିଙ୍ଗଳଧାରା ୩୨୫ ଆଘାତ ଦେଇ ଗୁରୁତର କରିବା ଅଭିଯୋଗରେ ମାମଲା ରୁଜୁ…
ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦୀପିକା ଓ ରଣବୀର, ୨ ପ୍ରକାରର ବିବାହ ଉତ୍ସବ
ନୂଆଦିଲ୍ଲୀ . - ବଲିଉଡ୍ର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ରଣବୀର ସିଂ ଓ ଦୀପିକା ପାଦୁକନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିରାଟ ଓ ଅନୁଷ୍କାଙ୍କ ପରି ତାଙ୍କର ବିବାହ ବିଦେଶରେ ହୋଇଛି । ଇଟାଲୀର ଲେକ୍ କୋମରେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୋଙ୍କଣୀ ରୀତିନୀତି…
୩ ସେନା ଉପପ୍ରମୁଖଙ୍କ ଆର୍ଥିକ ଶକ୍ତି ପାଞ୍ଚଗୁଣ ବୃଦ୍ଧି କଲା ପ୍ରତିରକ୍ଷା ମନ୍ତ୍ରଣାଳୟ
ନୂଆଦିଲ୍ଲୀ . -ପ୍ରତିରକ୍ଷା ମନ୍ତ୍ରଣାଳୟ ତିନି ସେନା ଉପପ୍ରମୁଖଙ୍କ ଆର୍ଥିକ ନିଷ୍ପତ୍ତି ଗ୍ରହଣ କରିବା ଶକ୍ତିରେ ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଗ୍ରହଣ ପରେ ତିନି ସେନାର ଉପ ପ୍ରମୁଖ ନିଜର ବର୍ତ୍ତମାନର ଆର୍ଥିକ ଶକ୍ତିର ପାଞ୍ଚଗୁଣ ଅଧିକ ଅର୍ଥାତ୍ ୫୦୦ କୋଟି ଟଙ୍କା ପର୍ୟ୍ୟନ୍ତ…
ଲୋକ ପ୍ରିୟ କଣ୍ଠଶିଳ୍ପୀ ଚିତ୍ତଜେନାଙ୍କର ପରଲୋକ,
ଭୁବନେଶ୍ୱର . – ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଚିତ୍ତଜେନାଙ୍କର ପରଲୋକ ଘଟିଛି । ସୋମବାର ବିଳମ୍ବିତ ରାତି ପ୍ରାୟ ୨ ସମୟରେ ତାଙ୍କର ପରଲୋକ ହୋଇଛି । ହୃଦ ଯନ୍ତ୍ର ଜନିତ ସମସ୍ୟା ଯୋଗୁଁ ୨ ବର୍ଷ ତଲେ ତାଙ୍କର ଛାତିରେ ଅସ୍ତ୍ରପୋଚାର କରାଯାଇଥିଲା ।
ଚିତ୍ତଜେନାଙ୍କ ମୃତ୍ୟୁ ଶଯ୍ୟା ନିକଟରେ…