Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ପ୍ରାକୃତିକ ବିପର୍ଯ୍ୟୟ ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁନାହାନ୍ତି, ଭୋଟ୍ ମାଗିବା ପାଇଁ ବାରମ୍ବାର ଆସୁଛନ୍ତି :…
ବାଲେଶ୍ୱର .- ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି । ବାଲଶ୍ୱର ଭୋଗରାଇ ଅଞ୍ଚଳରେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସୁ ନ ଥିବା ବେଳେ ଭୋଟ୍ ମାଗିବା ପାଇଁ ବାରମ୍ବାର ଓଡ଼ିଶା…
ମୋଦୀ ଓ ଶାହଙ୍କ ପରେ ପ୍ରଚାର ପାଇଁ ଓଡ଼ିଶାରେ ପ୍ରଚାର କଲେ ରାଜନାଥ ସିଂ
ଭୁବନେଶ୍ୱର .- ରାଜ୍ୟରେ ନିର୍ବାଚନ ପ୍ରଚାର ଜୋର ସୋରରେ ଚାଲିଛି । ଏଥର ଓଡ଼ିଶା ଉପରେ ବିଶେଷ, ଭାବେ ଗୁରୁତ୍ୱ ଦେଇଛି ବିଜେପି । ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପରେ ଓଡ଼ିଶା୍ର୍ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ପ୍ରଚାର କରିଛନ୍ତି । ଶୁକ୍ରବାରରେ…
ହାତୀ ଆକ୍ରମଣରେ ୫ ମୃତ
ତାଳଚେର - ହାତୀ ଦଳି ଦେବାରୁ ଅନୁଗୁଳ ଜିଲା ତାଳଚେରରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଗୋଟିଏ ପରିବାରର ୪ ଜଣ ରହିଛନ୍ତି । ଷଣ୍ଢ ଗାଁରେ ଗରମ ଯୋଗୁଁ ବାରଣ୍ଡାରେ ଶୋଇଥିବା ୪ ଜଣଙ୍କୁ ହାତୀ ଦଳି ମାରି ଦେଇଛି । ବାପା, ଝିଅ ଓ ପିଉସୀ ବାରଣ୍ଡାରେ ଗରମ ଯୋଗୁଁ ଶୋଇଥିବା ବେଳେ ହାତୀ…
ଯାତ୍ରୀବାହୀ ବସ ଓଲଟି ଜଣେ ମୃତ , ୬ ଆହତ
ବଲାଙ୍ଗୀର - ଶୁକ୍ରବାର ଭୋର ସମୟରେ ଏକ ଯାତ୍ରୀ ବାହୀ ବସ୍ ଓଲଟି ପଡିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ।ବଲାଙ୍ଗୀର -ସୋନପୁର ରାସ୍ତାର ପୁଇଁତଳା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ବସ୍ଟିର ନାମ ଶ୍ରୀରାମ । ମୃତ ବ୍ୟକ୍ତିଙ୍କର ନାମ ଅରୁଣ…
ଫୁଡ ଷ୍ଟଲ ଧୋଇବା ପରେ ଠେଲୁଥିବା ବେଳେ ବିଦ୍ୟୁତ ଆଘାତ ଲାଗି ୩ ମୃତ, ସିସିଟିଭିରେ କେଏଦ ହେଲା ଦୃଶ୍ୟ
https://www.youtube.com/watch?v=lU8-86ItVF8
video courtesy news24
ବିଜେଡି ଏବଂ କଳିଙ୍ଗ ଟିଭି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି
ଭୁବନେଶ୍ୱର: ଆର୍ଦଶ ନିର୍ବାଚନ ଆଚରଣ ବିଧି ଲାଗୁ ଅନୁଯାୟି ମତଦାନର ୪୮ ଘଂଟା ପୂର୍ବରୁ କୌଣସି ଟିଭି ଚ୍ୟାନେଲମାନେ ରାଜନୀତିକ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ କରିପାରବେନି। କିନ୍ତୁ ଆଜି ରାଜ୍ୟରେ ପ୍ରଥମ ପ୍ରକିୟା ମତଦାନ ଚାଲୁଥିବା ବେଳେ କଳିଙ୍ଗ ଟିଭି ମୁଖ୍ୟମନ୍ତ୍ରୀ ବୌଦ୍ଧ, ସୋନପୁର ଏବଂ…
୧୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର .- ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ଗୁରୁବାରରେ ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ତାଳଚେରରେ ସର୍ବାଧିକ ୪୧.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ମାଳକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି,…
ବିଜେପିର ଏହି ଘୋଷଣା କଂଗ୍ରେସର ଚିନ୍ତା ବଢାଇଦେଇଛି, ଖସିଯ଼ାଇପାରେ ମଧ୍ୟବିତ୍ତ ଶ୍ରେଣୀ ଭୋଟବ୍ୟାଙ୍କ
ନୂଆଦିଲ୍ଲୀ : ଆଜି ବିଜେପି ପକ୍ଷରୁ ଜାରି ନିର୍ବାଚନୀ ଘୋଷଣାପତ୍ରରେ କୁହାଯ଼ାଇଛି ଯ଼େ ଦଳ ପୁଣି କ୍ଷମତାକୁ ଆସିଲେ ଆୟକର ଛାଡ ସୀମାକୁ ଆହୁରି ବଢାଇବ । ଲୋକଙ୍କ ଉପରେ ଟିକସ ବୋଝକୁ କମାଇବା ସହ ଅଧିକରୁ ଅଧିକ ଲୋକଙ୍କୁ ଟିକସ ପରିସରରେ ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଛି ।
ଏପରି ଘୋଷଣା କରି…
ଟାଇମ୍ସ ନାଓ-ଭିଏମଆର ସର୍ଭେ : ଏନଡିଏକୁ ମିିଳିବ ବହୁମତ, ଓଡ଼ିଶାରେ ବିଜେପି ୧୨ଟି ଆସନ ଜିତିବ
ନୂଆଦିଲ୍ଲୀ : ଆସନ୍ତା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରିବ । ଏହି ପୂର୍ବାନୁମାନ କରିଛି ଟାଇମ୍ସ ନାଓ-ଭିଏମଆର ସର୍ଭେ । ଏହି ସର୍ଭେରେ କୁହାଯାଇଛି ଯେ ଏନଡିଏ ୨୭୯ଟି ଆସନ ଜିତିବ ଓ ବିରୋଧୀ ୟୁପିଏ ମୋଟ ପ୍ରାୟ ୧୪୯ଟି ଆସନ ଜିଣିବ । ଅନ୍ୟମାନେ ପ୍ରାୟ…
କିପରି ଜାଣିବେ ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ସଂପତ୍ତି ସଂପର୍କରେ ? ଏହି ଉପାୟ ଅବଲମ୍ବନ…
ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଏବେ ଚରମ ସୀମାରେ ପହଞ୍ଚିଛି । ଆଉ ଦିନ କେଇଟା ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳ ଓ ନେତାମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏ ପରିସ୍ଥିତିରେ ଭୋଟରମାନଙ୍କ ଦାୟିତ୍ୱ…