Sign in
Sign in
Recover your password.
A password will be e-mailed to you.
Browsing Category
ଖବର
କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା – ୨୦୦ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର ୧୪।୦୩- ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ଼୍-୧୯କୁ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । କରୋନା ସଂକ୍ରମଣର ମୁକାବିଲା ନେଇ ରାଜ୍ୟ କ୍ୟାବିନେଟ୍ର ଏକ…
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତକ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର ୧୪.୦୩ - ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ଉତ୍ତର ଛତିଶଗଡ଼ ଏବଂ ଉତ୍ତର ମଧ୍ୟପ୍ରଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…
କରୋନା ପାଇଁ ରାଜ୍ୟରେ ଏ ସବୁ ଉପରେ କଟକଣା ଜାରି, ସୁରକ୍ଷା ପାଇଁ ମାର୍ଗଦର୍ଶିକା ଜାରି କଲେ ସରକାର
ଭୁବନେଶ୍ୱର ୧୩।୦୩-ବର୍ତ୍ତମାନସୁଦ୍ଧା ଓଡ଼ିଶାରେ କୌଣସି ବ୍ୟକ୍ତି କରୋନା ଭୂତାଣୁଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ି ନ ଥିଲେ ମଧ୍ୟ ବିଶ୍ୱବ୍ୟାପୀ ବିଶେଷକରି ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି କୋଭିଡ଼୍-୧୯କୁ ବିପର୍ଯ୍ୟୟ…
୨୦୨୫ ଫେବୃୟାରୀ ସୁଦ୍ଧା ତାଳଚେର-ବିମଳାଗଡ଼ ରେଳପ୍ରକଳ୍ପ ସମ୍ପୂର୍ଣ୍ଣ ହେବ
ଭୁବନେଶ୍ୱର ୧୩.୦୩.୨୦୨୦- ଆସନ୍ତା ୨୦୨୫ ଫେବୃୟାରୀ ସୁଦ୍ଧା ତାଳଚେର-ବିମଳାଗଡ଼ ରେଳପ୍ରକଳ୍ପ ସମ୍ପୂର୍ଣ୍ଣ ହେବ । ଏଥିପାଇଁ ରେଳବାଇ ପକ୍ଷରୁ ଦରକାର ଅନୁଯାୟୀ ଜମି ଅଧିଗ୍ରହଣ କରାଯାଉଛି । ଗତକାଲି ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି ।
ବିଧାୟକ ମୋହନ ଚରଣ…
ରାଜ୍ୟ ସରକାର କିଣିବେ ୩୦୦ ନୂଆ ବସ୍
ଭୁବନେଶ୍ୱର ୧୩.୦୩.୨୦୨୦- ଆଗାମୀ ତିନି ବର୍ଷରେ ରାଜ୍ୟ ସରକାର ୩୦୦ଟି ବସ କିଣିବେ । ଏଥିପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାରରେ ବିଧାନସଭାରେ କହିଛନ୍ତି ।
ବିଧାୟକ ମୋହନ ଚରଣ ମାଝିଙ୍କ ଏ ସମ୍ପର୍କୀତ ଏକ…
ମହିଳାଙ୍କୁ ବଳି ଉଦ୍ୟମ ୩ ଜଣଙ୍କୁ ଗିରଫ କଲା ପୁଲିସ
ଖଇରା - ଏବେ ବି ସମାଜରୁ ଅନ୍ଧବିଶ୍ୱସ ଦୂର ହୋଇ ନାହିଁ । ଖଇରାରେ ନିଜ ଗର ବୋହୁ ବଳି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଦେଢଶୁରଓ ନଣନ୍ଦ ଏଥିରେ ସାମିଲ ଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି ।
ଚିନ୍ମୟୀ ନାମକ ମହିଳା ଓ ତାଙ୍କ ପୁଅକୁ ଡାକିଥିଲେ ।…
ବାହାଘରରେ ବିଷାକ୍ତ ଚା ପିଇ ୧୫ ଅସୁସ୍ଥ
ବ୍ରହ୍ମପୁର – ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ରଣସିଂହ ପୁରରେ ଏକ ବିବାହ ଭୋଜିରେ ଚା ପିଇ ୧୫ ଜଣ ଅସୁସ୍ଥ ହୋଇଛନ୍ତି ।
ଏହି ଚାରେ କିଛି ପଡିଯାଇଥିବା ସନ୍ଦେହ କରାଯାଉଛି । ପ୍ରଥମେ ଏକ ଦମ୍ପତି ଚାହା ପିଇ ଅସୁସ୍ଥ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ୧୦୮ ଆମ୍ବାଲାନ୍ସ ଯୋଗେ…
ଷଣ୍ଢ ଆକ୍ରମଣରେ ଯୁବକ ମୃତ
ବାଲେଶ୍ୱର - ବାଲେଶ୍ୱର ସୋରରେ ହୋଲି ଅବସରରେ ଏକ ଅଘଟଣ ହୋଇଯାଇଛି । ବାଇକ୍ରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଷଣ୍ଢ ଆକ୍ରମଣ କରିଥିଲା । ତିନୋଟି ଷଣ୍ଢ ଏହି ସ୍ଥାନରେ ଲଢେଇ କରୁଥିଲେ । ଯୁବକ ଜଣଙ୍କ ରାସ୍ତାରେ ପଡିଯିବାରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା ।…
କରୋନା ନ ବ୍ୟାପିବା ପାଇଁ ନିଅନ୍ତୁ ଏହି ପଦକ୍ଷେପ – ସରକାର ଜାରି କଲେ ମାର୍ଗ ଦର୍ଶିକା
ମାସ୍କ ବ୍ୟବହାର କଲେ ଭଲ ମାତ୍ର କରୋନା ଭାଇରସ୍ ବ୍ୟାକ୍ଟେରିଆଠାରୁ ସାନା। ଏହା ମାସ୍କରେ ଥିବା ଛିଦ୍ର ମଧ୍ୟ ଦେଇ ଯିବାର ସମ୍ଭାବନା ଅଛି । ତେଣୁ ମାସ୍କ ବ୍ୟବହାର କରିବା ପରେ ଏହାକୁ ଠିକ୍ ବାବରେ ନଷ୍ଟ କରିବା ଆବଶ୍ୟକ ।
ତେବେ ଥଣ୍ଡା ଓ ଛିଙ୍କ ହେଉଥିବା ବ୍ୟକ୍ତି ମାସ୍କ…
କରୋନାରୁ ସୁରକ୍ଷା – ପୁରୀରେ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ସରକାର ନେଲେ ଏହି ପଦକ୍ଷେପ
କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପୁରୀରେ ବ୍ୟାପକ ପଦକ୍ଷେପ ନିଆଯାଇଛି । ପୁରୀକୁ ପ୍ରତିଦିନ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିସହ ହୋଟେଲମାନଙ୍କୁ ମଧ୍ୟ ମାର୍ଗଦର୍ଶିକା ଜାରି କରାଯାଇଛି । ବିଦେଶୀ…