Browsing Category

ଖବର

ରାଷ୍ଟ୍ରପତି ଭାବେ ନିର୍ବାଚିତ ଶ୍ରୀମତୀ ମୁର୍ମୁଙ୍କୁ ମିଳିଛି ଏତିକି ଭୋଟ୍‌

ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ନିର୍ବାଚନର ରିଟର୍ଣ୍ଣିଂ ଅଧିକାରୀ ଓ ରାଜ୍ୟସଭା ମହାସଚିବ ପି.ସି. ମୋଡ଼ି ଭୋଟ ଗଣତି ପରେ ସେ ନିର୍ବାଚିତ ହୋଇଥିବା କଥା ଗତକାଲି ସନ୍ଧ୍ୟାରେ ଘୋଷଣା କରିଥିଲେ । ଶ୍ରୀମତୀ ମୁର୍ମୁ ଶତକଡ଼ା ୬୪ ଭାଗ ଭୋଟ

ଓଡ଼ିଶାରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ଆରମ୍ଭ

ଗଣଶିକ୍ଷା ବିଭାଗ ଅଧିନସ୍ଥ ବିଭିନ୍ନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ନାମଲେଖା ପାଇଁ ଗତକାଲିଠାରୁ ଆବେଦନ ଆରମ୍ଭ ହୋଇଛି । ସାମ୍‍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏହି ପ୍ରକ୍ରିୟା ଅଗଷ୍ଟ ୧୦ତାରିଖ ଯାଏଁ ଜାରି ରହିବ । ସୂଚନା ଅନୁସାରେ ପ୍ରଥମ ଦିନରେ ରାତି

ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍‍- ଏବେ ଭୋଟିଂରେ ଶୀର୍ଷରେ

ବ୍ରିଟେନ୍‍ର ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଋଷି ସୁନକ୍‍ ଗତକାଲି ହୋଇଥିବା ଚତୁର୍ଥ ପର୍ଯ୍ୟାୟ ମତଦାନରେ ୧୧୮ ଜଣ ସାଂସଦଙ୍କର ସମର୍ଥନ ହାସଲ କରି କଞ୍ଜର୍‍ଭେଟିଭ୍‍ ପାର୍ଟିର ଆଗାମୀ ନେତା ହେବାପାଇଁ ପୁଣି ଥରେ ଶୀର୍ଷ ସ୍ଥାନରେ ରହିଛନ୍ତି । ଏବେ ଶେଷ ପର୍ଯ୍ୟାୟରେ

ଏମ୍‍.ଆର୍‍. ଅର୍ଜୁନ ଓ ଧ୍ରୁବ୍‍ କପିଳାଙ୍କ ଯୋଡ଼ି ତାଇପେଇ ଓପନ୍‍ ସୁପର ଟୁର୍ଣ୍ଣାମେଣ୍ଟ୍‍ର ପୁରୁଷ ଡବଲ୍‍ସ୍‍ର…

ଭାରତୀୟ ବ୍ୟାଡ୍‍ମିଣ୍ଟନ ତାରକା ଏମ୍‍.ଆର୍‍. ଅର୍ଜୁନ ଓ ଧ୍ରୁବ୍‍ କପିଳାଙ୍କ ଯୋଡ଼ି ତାଇପେଇ ଓପନ୍‍ ସୁପର ଟୁର୍ଣ୍ଣାମେଣ୍ଟ୍‍ର ପୁରୁଷ ଡବଲ୍‍ସ୍‍ର ପରବର୍ତ୍ତୀ ରାଉଣ୍ଡ୍‍କୁ ଉନ୍ନୀତ ହୋଇଛନ୍ତି । ଏହି ଯୋଡ଼ି ତାଇୱାନ୍‍ର ଲିନ୍ୟୁଚେ ଓ ସୁ ଲି ୱି ଙ୍କ ଯୋଡ଼ିକୁ ୨୧-୧୯, ୧୧-୨୧ ଓ ୨୧-୧୨ ସେଟ୍‍ରେ

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ନାମଲେଖା ଲାଗି ଏକକ ୟୁଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେଉଛି

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ନାମଲେଖା ଲାଗି ଏକକ ୟୁଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେଉଛି । ଜାତୀୟ ପରୀକ୍ଷଣ ସଂସ୍ଥାନ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ରାଜ୍ୟର ୨୮ଟି ସହରରେ କରାଯିବ । ଦେଶରେ ୫୦୦ଟି ଓ ବିଦେଶର ୧୦ଟି ସହରରେ ଏଥିଲାଗି ପରୀକ୍ଷାକେନ୍ଦ୍ର କରାଯାଇଛି । ଆଜିଠାରୁ

ସବୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ରୁ ୫୯ ବର୍ଷ ବୟସ ମଧ୍ୟରେ ଯୋଗ୍ୟ ନାଗରିକମାନଙ୍କୁ ମାଗଣାରେ କୋଭିଡ୍‍ ବୁଷ୍ଟର…

କୋଭିଡ ଟିକାକରଣ ଅମୃତ ମହୋତ୍ସବ ଆରମ୍ଭ ହୋଇଛି ।ଏହି ଅଭିଯାନ ମଧ୍ୟରେ ସବୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ରୁ୫୯ ବର୍ଷ ବୟସ ମଧ୍ୟରେ ଯୋଗ୍ୟ ନାଗରିକମାନଙ୍କୁ ବିନାଦେୟରେ କୋଭିଡ୍‍ ବୁଷ୍ଟର ଡୋଜ୍‍ ପ୍ରଦାନ କରାଯିବ । ଆଜାଦି କା ଅମୃତ ମହୋତ୍ସବ ସମାରୋହ ପାଳନର ଅଂଶ ସ୍ୱରୂପ ଏହି ସ୍ୱତନ୍ତ୍ର

ରାଜପଥର କୃଷ୍ଣା ଛକଠାରେ ଟ୍ରକ୍‍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା
ଫଳରେ ୪ ଜଣଙ୍କର ମୃତ୍ୟୁ

ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‍ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥର କୃଷ୍ଣା ଛକଠାରେ ଟ୍ରକ୍‍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବାର ଜଣାପଡ଼ିଛି । ଅନ୍ୟପକ୍ଷରେ ଭଦ୍ରକ ଗ୍ରାମାଚଂଳ ଥାନା ଅନ୍ତର୍ଗତ ରାହାଞ୍ଜ

ଉତ୍ତର ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି

ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଉତ୍ତର ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୫ ଦଶମିକ ୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ।

ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି -୧୨ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା

ସାରା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିଛି । ଆଗାମୀ ୨୪ଘଂଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ

ପ୍ରାଣୀସେବା ଅନ୍‍ଲାଇନ୍‍ – ସହାୟତା ଦେବା ଲାଗି ଟୋଲ୍‍ ଫ୍ରି ନମ୍ବର-୧୯୬୨ର ପ୍ରଚଳନ

ଅନ୍‍ଲାଇନ ମାଧ୍ୟମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ରାଜ୍ୟସ୍ତରୀୟ ପ୍ରାଣୀସେବା ଅନ୍‍ଲାଇନ୍‍ ଏବଂ ଅନ୍ୟ ଦୁଇ ବ୍ୟବସ୍ଥାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ସର୍ବଦା ପ୍ରାଣୀଙ୍କ ପ୍ରତି ସମ୍ବେଦନଶୀଳ ରହିବା ଆବଶ୍ୟକ । ସେମାନଙ୍କୁ ସହାୟତା ଦେବା ଲାଗି