Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ହଳଦିଆ ନମ୍ବର ପ୍ଲେଟ୍କୁ ସର୍ତମୂଳକ ଭାବେ ବଦଳାଇବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଇକ୍ ଟ୍ୟାକ୍ସି ଚାଳକ
ଭୁବନେଶ୍ୱର: ଭୁବନେଶ୍ୱରରେ ଧଳା ନମ୍ବର ପ୍ଲେଟ୍ ବାଇକ୍ ଟ୍ୟାକ୍ସିକୁ ପର୍ଯ୍ୟାୟକ୍ରମେ ପରିବର୍ତନ କରିବାକୁ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଅଲ୍ ଓଡ଼ିଶା ଅନଲାଇନ୍ ବାଇକ୍ ଆସୋସିଏସନ୍ (ଅଖିଳ ଓଡ଼ିଶା ଅନଲାଇନ୍ ବାଇକ୍ ସଂଘ) । ନିକଟରେ ଭୁବନେଶ୍ୱରରେ ଧଳା ନମ୍ବର!-->…
ଓୟୋ ପକ୍ଷରୁ ଓଡିଶାରେ ପ୍ରଥମ ହୋମ୍ଷ୍ଟେ’ ଉନ୍ମୋଚିତ
ଭୁବନେଶ୍ୱର: ଗ୍ଲୋବାଲ ହସ୍ପିଟାଲିଟି ଟେକ୍ନୋଲୋଜି କମ୍ପାନୀ ଓୟୋ ଓଡିଶାର ତୀର୍ଥଯାତ୍ରା ସହର ପୁରୀରେ ନିଜର ପ୍ରଥମ ହୋମ୍ଷ୍ଟେ’ର ଶୁଭାରମ୍ଭ କରିବା ପାଇଁ ଓଡିଶା ଦକ୍ଷତା ବିକାଶ ନିଗମ (ଓଏସ୍ଡିଏ) ସହ ହାତ ମିଳାଇଛି । ଏହି ହୋମ୍ଷ୍ଟେକୁ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ!-->…
ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ୨୦୨୪-୨୫ ପାଇଁ ନୂତନ କର୍ମକର୍ତା ନିଯୁକ୍ତ
ଭୁବନେଶ୍ୱର: ଏସଏନଏମ ଗ୍ରୁପ ଅଧ୍ୟକ୍ଷ ଡା. ପ୍ରଦୀପ ମହାନ୍ତି ୨୦୨୪-୨୫ ପାଇଁ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବାବେଳେ ଆଲୁମିନିୟମ ସେକ୍ଟର ସିଓଓ ତଥା ବେଦାନ୍ତ ଆଲୁମିନିୟମ ଆଣ୍ଡ ପାୱାର ଲିମିଟେଡର ସିଇଓ ଶ୍ରୀ ସୁନୀଲ ଗୁପ୍ତାଙ୍କୁ ଉପାଧ୍ୟକ୍ଷ ଭାବେ ନାମିତ!-->…
ଭୁବନେଶ୍ୱରର ଗ୍ଲାମର ବଢାଇଛି ବ୍ଲେଣ୍ଡର୍ସ ପ୍ରାଇଡ ଫ୍ୟାଶନ ନେକ୍ସଟ୍ ଫେଷ୍ଟିଭାଲ
ଭାରତର ପ୍ରଥମ ଫ୍ୟାଶନ ଫେଷ୍ଟିଭାଲରେ ସାନ୍ୟା ମଲ୍ହୋତ୍ରାଙ୍କ ସହ ଗ୍ଲାମରସ ଫ୍ୟାଶନ ଶୋ’ଡିଜାଇନର ନଚିକେତ ବାର୍ଭେଙ୍କ ଏକ ଆକର୍ଷଣୀୟ କଲେକ୍ସନ, ରିତ୍ଭିଜ ଓ ପ୍ରୋଗ୍ରେସିଭ୍ ବ୍ରଦର୍ସଙ୍କ ରୋମାଂଚକର ସଙ୍ଗୀତ, ଉଦୀୟମାନ ଲାଇଫ୍ଷ୍ଟାଇଲ ବ୍ରାଣ୍ଡଗୁଡିକରୁ ହାଇ-ଅନ୍-ଷ୍ଟାଇଲ ଏକ୍ସପେରିଏନ୍ସ!-->…
ଯନ୍ତ୍ରପାତିଓଟୁଲ୍କିଟ୍ସହାୟତାମାଧ୍ୟମରେଦକ୍ଷତାରେଉନ୍ନତିଆଣିବାହେଉଛିକେଭିଆଇସିରମୂଳଲକ୍ଷ୍ୟ: କେଭିଆଇସିଅଧ୍ୟକ୍ଷ
୩୦୦୦ ବିବକ୍ସର ବିତରଣ
୨୭ଟି ଇଲେକ୍ଟ୍ରିକ ପୋଟର୍ସ ହ୍ୱିଲ, ୧୦ଟି ପେପର ମେଶିନ ଓ ୪ଟି ସବାଇ ଗ୍ରାସ ବ୍ୟାନ୍ ନିର୍ମାଣକାରୀ ଟୁଲ୍ର ବିତରଣ ।
ଭୁବନେଶ୍ୱର, ୪ ମାର୍ଚ୍ଚ ୨୦୨୪: ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଆଜି ଭୁବନେଶ୍ୱରରେ !-->!-->!-->!-->!-->!-->!-->…
ସ୍ପ୍ରିଙ୍ଗ ୨୦୨୪ ପାଇଁ ୫ଟି ଷ୍ଟାଇଲ୍ ପରାମର୍ଶ
ଭୁବନେଶ୍ୱର: ସ୍ପ୍ରିଙ୍ଗ ବା ବସନ୍ତ ଋତୁର ଆଗମନ ହୋଇଛି ଏବଂ ଏହାସହିତ ଫ୍ୟାଶନ ଟ୍ରେଣ୍ଡର ଏକ ନୂତନ ତରଙ୍ଗ ମଧ୍ୟ ସୃଷ୍ଟି ହୋଇଛି । ଗୁଜବ ହେଉଛି ଯେ, ଭ୍ରମଣ-ଅନୁପ୍ରାଣିତ, ଗ୍ଲାମରସ ଓ ଫ୍ୟୁଚର-ଫର୍ୱାର୍ଡ ଲୁକ୍ଗୁଡିକ ଚଳିତ ବର୍ଷର ଟୋନ୍ ସ୍ଥିର କରିବାକୁ ଯାଉଛନ୍ତି । ତେଣୁ ଫ୍ଲୋରାଲରୁ ଆଗକୁ!-->…
ଭୁବନେଶ୍ୱରରେ ଆୟୋଜିତ ହେବ ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ଲାସ୍ୱେୟାର ଫ୍ୟାଶନ ନେକ୍ସଟ୍ ଫେଷ୍ଟିଭାଲ
ଭୁବନେଶ୍ୱର : ଭାରତରେ ଯୁବ ମିଲେନିଆଲଙ୍କ ପାଇଁ ଫ୍ୟାଶନ ଅନୁଭୂତିକୁ ପୁନଃବ୍ୟାଖ୍ୟା କରି ବ୍ଲେଣ୍ଡର୍ସ ପ୍ରାଇଡ ଗ୍ଲାସ୍ୱେୟାର ଫ୍ୟାଶନ ନେକ୍ସଟ୍ ଫେଷ୍ଟିଭାଲ ଭୁବନେଶ୍ୱର ଗସ୍ତ ପାଇଁ ପ୍ରସ୍ତୁତ ରହିଛି । ଏହି ଫେଷ୍ଟିଭାଲରେ ପ୍ରଖ୍ୟାତ ଡିଜାଇନର ନଚିକେତ ବାର୍ଭେ ଏକ ଫ୍ୟାଶନ ପ୍ରଦର୍ଶନୀ!-->…
ବିଏମଡବ୍ଲୁ ମୋଟରାଡ ସଫାରୀର ୨୦୨୪ ସଂସ୍କରଣର ଶୁଭାରମ୍ଭ
ଭୁବନେଶ୍ୱର: ବିଏମଡବ୍ଲୁ ମୋଟରାଡ ପକ୍ଷରୁ ଭାରତରେ ଏହାର ବହୁ ପ୍ରତୀକ୍ଷିତ ରାଇଡିଙ୍ଗ ଏକ୍ସିପିରିଏନ୍ସ ବିଏମଡବ୍ଲୁ ମୋଟରାଡ ସଫାରୀର ଉନ୍ମୋଚନ କରାଯାଇଛି । ବିଏମଡବ୍ଲୁ ମୋଟରସାଇକେଲ ମାଲିକମାନଙ୍କ ପାଇଁ ସ୍ୱତ୍ୱନ୍ତ୍ର ରୂପେ ପରିକଳ୍ପିତ, ବିଏମଡବ୍ଲୁ ମୋଟରାଡ ସଫାରୀ ସମଗ୍ର ବିଶ୍ୱରେ ଅଲଟିମେଟ!-->…
ସୁନ୍ଦରଗଡ଼ ଜିଲ୍ଲାରେ ମହାପ୍ରୟାଣ ଗାଡ଼ି ପରିଚାଳନା ପାଇଁ ନିୟୋଜିତ ହୋଇଛି ଜିକିତ୍ସା ହେଲଥକେୟାର
ମୃତକଙ୍କ ପାଇଁ ନିଶ୍ଚିତ କରୁଛି ସମ୍ମାନଜନକ ପରିବହନ
ସୁନ୍ଦରଗଡ଼, ୨୧ ଫେବୃଆରୀ ୨୦୨୪: ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଜିକିତ୍ସା ହେଲ୍ଥକେୟାର ଲିମିଟେଡ (ଜେଡ୍ଏଚ୍ଏଲ୍) ଜରୁରୀକାଳିନ ସ୍ୱାସ୍ଥ୍ୟସେବା ବାହାରେ ଓଡିଶାରେ ନିଜର ସେବାଗୁଡିକୁ ବିସ୍ତାର କରିଛି । ସୁନ୍ଦରଗଡ ଜିଲ୍ଲା!-->!-->!-->…
ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ସହ ଫ୍ଲିପ୍କାର୍ଟର ସହଭାଗିତା
ଭୁବନେଶ୍ୱର: ଇକମର୍ସ, ରିଟେଲ ଓ ୱାୟାରହାଉସିଂ କ୍ଷେତ୍ରରେ ଏକ କ୍ୟାରିୟର ପାଇଁ ମୂଲ୍ୟବାନ ଦକ୍ଷତା ହାସଲ କରିବା ଲାଗି ଛାତ୍ରଛାତ୍ରୀ ଓ ଆଶାୟୀ ପ୍ରାର୍ଥୀଙ୍କୁ ସଶକ୍ତ କରିବା ପାଇଁ ଭାରତର ଘରୋଇ ଇକମର୍ସ ମାର୍କେଟ୍ପ୍ଲେସ ଫ୍ଲିପକାର୍ଟ ଏବଂ ନ୍ୟାଶନାଲ ସ୍କିଲ୍ସ ଡେଭ୍ଲପମେଂଟ୍ କର୍ପୋରେଶନ(!-->…