Browsing Category

ଖବର

ମଣିଷ-ହାତୀ ସହବସ୍ଥାନ ପାଇଁ ବିଜ୍ଞାନ ଓ ସମୁଦାୟର ସହଭାଗିତା ଜରୁରୀ

ଭୁବନେଶ୍ୱର/ ଢେଙ୍କାନାଳ: ମଣିଷ-ହାତୀ ସହବସ୍ଥାନ ପ୍ରସଙ୍ଗ ଉପରେ କେନ୍ଦ୍ରକରି ‘ଓଡ଼ିଶା ଲ୍ୟାଣ୍ଡସ୍କେପ୍ ସିମ୍ପୋଜିୟମ୍‌' ଆୟୋଜିତ ହୋଇଯାଇଛି, ଯେଉଁଠାରେ ବିଶେଷଜ୍ଞମାନେ ମଣିଷ ଏବଂ ହାତୀ କିଭଳି ନିରାପଦ ଭାବରେ ସହବସ୍ଥାନ କରିପାରିବେ, ସେଥିପାଇଁ ବ୍ୟବହାରିକ ମାର୍ଗ ପରୀକ୍ଷା କରିବାକୁ

ଓଡ଼ିଶାର ସ୍ୱାସ୍ଥ୍ୟଭିତିକ ଷ୍ଟାର୍ଟଅପକୁ ଛୁଂଚି ଯନ୍ତ୍ରଣା-ମୁକ୍ତ ଡିଭାଇସ ପାଇଁ ମିଳିଲା ପେଟେଂଟ

ଭୁବନେଶ୍ୱର : ଏବେ ଛୁଂଚି ଯନ୍ତ୍ରଣାର ଭୟ ବିନା ଚିକିତ୍ସା ଏବଂ ଇଞ୍ଜେକ୍ସନ ନେବା ସମ୍ଭବ ହେବ । ଓଡ଼ିଶା-ଭିତିକ ଏକ ଷ୍ଟାର୍ଟଅପ ଜେଡଟପ ଆଇଓଟି ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ, ଏହାର ଅଗ୍ରଣୀ ଟପିକାଲ ଆନାସ୍ଥେଟିକ ଇଣ୍ଡ୍ୟୁସର (ଟିଏଆଇ) ଉପକରଣ ପାଇଁ ଏକ ପେଟେଂଟ ହାସଲ କରିଛି । ଏହା ଏକ ପ୍ରଥମ

ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ସ୍ୱଚ୍ଛ ସବୁଜ ଶକ୍ତି ଆବଶ୍ୟକ -ଏମଏସଏମଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର : ଭୁବନେଶ୍ୱରର ଇଡ୍‌କୋ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଗ୍ଲୋବାଲ କ୍ଲିନଟେକ ଏକ୍ସପୋ ଓଡିଶା ଉଦ୍‌ଘାଟିତ ହେବା ସହିତ ସବୁଜ ଶକ୍ତି ପାୱାରହାଉସ ଭାବେ ବିକଶିତ ହେବା ପାଇଁ ଓଡିଶାର ଲକ୍ଷ୍ୟକୁ ଏକ ମଜବୁତ ପ୍ରୋତ୍ସାହନ ମିଳିଛି । ଏହି ଦୁଇଦିନିଆ ସମ୍ମିଳନୀ ମୁଖ୍ୟ ଅତିଥି ଭାବେ

ବିଶିଷ୍ଟ ସାହିତ୍ୟିକଙ୍କ ସହ ଆରମ୍ଭ ହୋଇଛି ଦ୍ୱାଦଶ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୨୬

ଭୁବନେଶ୍ୱର: କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ (କେଏଲ୍‌ଏଫ) ବା କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ୱାଦଶ ସଂସ୍କରଣ ଆଜି ଭୁବନେଶ୍ୱରର ମେଫେୟାର କନ୍‌ଭେନ୍‌ଶନଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି, ଯାହା ସାହିତ୍ୟ, ବିଚାରଧାରା, କଳା ଓ ଦ୍ୱିପାକ୍ଷିକ ସାଂସ୍କୃତିକ ଆଲୋଚନାର ଏକ ଚାରି ଦିବସୀୟ

ଜାନୁଆରୀ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଦ୍ୱାଦଶ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୨୬

ଭୁବନେଶ୍ୱର : କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ (କେଏଲ୍‌ଏଫ) ବା କଳିଙ୍ଗ ସାହିତ୍ୟ ମହୋତ୍ସବ ଏହାର ଦ୍ୱାଦଶ ସଂସ୍କରଣର ଘୋଷଣା କରିଛି ଯାହା ଆସନ୍ତା ଜାନୁଆରୀ ୮ରୁ ୧୧ ତାରିଖ ୨୦୨୬ ପର୍ଯ୍ୟନ୍ତ ମେ’ଫେୟାର, ଭୁବନେଶ୍ୱରଠାରେ ଆୟୋଜିତ ହେବ । ଓଡିଶାର ଐତିହାସିକ ମନ୍ଦିରମାଳିନୀ ସହରରେ

ଭୁବନେଶ୍ୱରରେ ଏଚସିଏଲଟେକ୍‌ର ଫ୍ଲାଗସିପ ଟେକ୍‌ବି ପ୍ରୋଗ୍ରାମ

ହାଇସ୍କୁଲ ଗ୍ରାଜୁଏଟଙ୍କୁ ଟେକ୍ନୋଲୋଜି କ୍ଷେତ୍ରରେ କ୍ୟାରିୟର ପାଇଁ ସଶକ୍ତ କରୁଛି ଭୁବନେଶ୍ୱର : ଏକ ଅଗ୍ରଣୀ ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନୀ ଏଚସିଏଲଟେକ୍ ଭୁବନେଶ୍ୱରରେ ଗ୍ରାଜୁଏଟମାନଙ୍କୁ ଏହାର ଟେକ୍‌ବି ୟର୍ଲି କ୍ୟାରିୟର ପ୍ରୋଗ୍ରାମ ପ୍ରଦାନ କରିବା ଏବଂ ଟେକ୍ନୋଲୋଜି ଶିଳ୍ପରେ

କ୍ରେଡାଇ ପକ୍ଷରୁ ଭୁବନେଶ୍ୱରରେ ସାଧାରଣ ପରିଷଦ ବୈଠକ ୨୦୨୫ ଆୟୋଜିତ

ସନ୍ତୁଳିତ ସହରାଂଚଳ ବିକାଶ ପାଇଁ ଟିୟର ୨ ଓ ଟିୟର ୩ ସହରଗୁଡିକରେ ନିବେଶ ପାଇଁ ଡେଭ୍‌ଲପରଙ୍କୁ ଓଡିଶା ସରକାରଙ୍କ ନିବେଦନ -ସ୍ୱଦେଶ କୁମାର ରାଉତରାୟ କ୍ରେଡାଇର ପୂର୍ବାଂଚଳ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ଭୁବନେଶ୍ୱର: ଓଡିଶାର ରିଅଲ ଇଷ୍ଟେଟ କ୍ଷେତ୍ର ପାଇଁ ଏକ ବଡ ସଫଳତାକୁ

ସିଆଇଆଇ ଆଇଡବ୍ଲ୍ୟୁଏନ ଓଡିଶା ପକ୍ଷରୁ ଶକ୍ତି ସମ୍ମାନ ୨୦୨୫-ଶକ୍ତିରୁ ସମୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ

-ମହିଳା ଲିଡରମାନଙ୍କୁ ସେମାନଙ୍କର ଅସାଧାରଣ ଯୋଗଦାନ ପାଇଁ କରାଯାଇଛି ସମ୍ମାନିତ ଭୁବନେଶ୍ୱର : ଭାରତୀୟ ଶିଳ୍ପ ମହାସଂଘର ଇଣ୍ଡିଆନ ୱମେନ ନେଟ୍‌ୱର୍କ (ସିଆଇଆଇ ଆଇଡବ୍ଲ୍ୟୁଏନ) ଓଡିଶା ପକ୍ଷରୁ ‘ଶକ୍ତି ସମ୍ମାନ’ ଶୀର୍ଷକ ଏକ ପ୍ରେରଣାଦାୟକ ସନ୍ଧ୍ୟାର ଆୟୋଜନ କରାଯାଇଛି, ଯାହା ଓଡିଶାର ମହିଳା

ଦୂରଦର୍ଶିନୀ ଡିଜିଟାଲ ପକ୍ଷରୁ ‘ରାଧାରାଣୀ’ ଉନ୍ମୋଚିତ

ଭୁବନେଶ୍ୱର: ନୀଳାଦ୍ରି ବିଜେ ପାଳନ ଅବସରରେ ଦୂରଦର୍ଶିନୀ ଡିଜିଟାଲ ଏହାର ନୂତନ ସଙ୍ଗୀତ ପ୍ରଯୋଜନା ‘ରାଧାରାଣୀ’ର ଗ୍ରାଣ୍ଡ ପ୍ରେମିୟର ଘୋଷଣା କରିଛି । ‘ରାଧାରାଣୀ’ ହେଉଛି ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ଦିବ୍ୟ ପ୍ରେମ ପ୍ରତି ଏକ ଦୃଶ୍ୟାତ୍ମକ ଓ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି । ଏହି

ପୁରୀ ଧାମର ଅକୁହା କାହାଣୀଗୁଡ଼ିକ ଉପରେ ଏଆଇ ଜେନେରେଟେଡ ମ୍ୟୁଜିକ ଭିଡିଓ ‘ଜଗା କଥା’ ଉନ୍ମୋଚିତ

ଭୁବନେଶ୍ୱର : ଟେକ୍ନୋଲୋଜି ଓ ପରମ୍ପରାର ଏକ ଉଲ୍ଲେଖନୀୟ ମିଶ୍ରଣରେ ଓଡିଶା-ଭିତିକ ଡିପ୍‌-ଟେକ ଷ୍ଟାର୍ଟଅପ ଜେଡଟପ ଆଇଓଟି ସଲ୍ୟୁଶନ୍ସ ପ୍ରାଇଭେଟ ଲିମିଟେଡ ଏହାର ନୂତନ ସାଂସ୍କୃତିକ ପଦକ୍ଷେପ ଜଗା କଥା’ର ଉନ୍ମୋଚନ କରିଛି । ଏହା ହେଉଛି ଏକ ଏଆଇ-ଜେନେରେଟେଡ ମ୍ୟୁଜିକ ଭିଡିଓ ଯାହା ପୁରୀ ଧାମ ଓ