Browsing Category

ଲାଇଫଷ୍ଟାଇଲ

କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ - କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ପ୍ରତ୍ୟେକ ଦିନ ହାଲୁକା ବ୍ୟାୟାମ କରିବା ସହ ସାମର୍ଥ୍ୟ ଅନୁଯାୟୀ ଯୋଗାସନ, ପ୍ରାଣାୟାମ ତଥା ଧ୍ୟାନ କରିବା, ସକାଳେ ଏବଂ ସନ୍ଧ୍ୟା ସମୟରେ ତଟକା ଖାଦ୍ୟ…

କରୋନା ପାଇଁ ହ୍ୱାଟସ୍‌ଆପ୍‌ ନମ୍ବର ଲଞ୍ଚ୍‌ କଲେ ସରକାର -9013151515

ନୂଆଦିଲ୍ଲୀ - କରୋନା ପାଇଁ କେନ୍ଦ୍ର ସରକାର ଏକ ହ୍ୱାଟ୍‌ସ୍‌ଆପ୍‌ ନମ୍ବର ଲଞ୍ଚ କରିଛନ୍ତି । 9013151515 ନମ୍ବର କରୋନା ପାଇଁ ସରାକାରୀ ହ୍ୱାଟସ୍‌ଆପ୍‌ ନମ୍ବର । ଏଥିରେ କେହି ବି କରୋନା ସମ୍ପର୍କୀତ ବିଭିନ୍ନ ତଥ୍ୟ ଜାଣି ପାରିବେ । MyGov Corona Helpdesk ଏହାକୁ ତିଆରି କରାଯାଇଛି । ଏହା…

ଭଲଖବର- ଔଷଧ, କରୋନାରେ ଜାପାନୀ ଆଣ୍ଟି ଫ୍ଲୁ ଡ୍ରଗ କାମ କରୁଥିବା ଦାବି କଲା ଚୀନ୍‌

ବେଜିଂ - କୋରନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବାବେଳେ ଏବେ ଏହାର ସଫଳ ଚିକିତ୍ସା କରାଯାଉଥିବା ଚୀନ୍‌ ଦାବି କରିଛି । ଜାପାନୀ ଫ୍ଲୁ ମେଡିସିନ୍‌ ଦ୍ୱାରା ଅନେକ କରୋନା ଆକ୍ରାନ୍ତଙ୍କର ସଫଳ ଚିକିତ୍ସା କରାଯାଇଥିବା ଚୀନ୍ ଦାବି କରିଛି । ଜାପାନୀ ଫ୍ଲି ମେଡିସିନ୍‌…

କରୋନା ପାଇଁ ବାବା ରାମଦେବଙ୍କ ପରାମର୍ଶ- ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କରନ୍ତୁ ଏହି କାମ

ଭୁବନେଶ୍ୱର - ଏବେ ସାରା ବିଶ୍ୱରେ କରୋନା ଭାଇରସ୍‌ ବା କୋଭିଡ୍‌୧୯ ଆତଙ୍କ ସୃଷ୍ଟି କରିଛି । ରୋଗ ପ୍ରତିରୋଧକ ଶକ୍ତି ନଥିବା, ଓ ବୟସ୍କ ବ୍ୟକ୍ତିଙ୍କୁ ଏହା ବେଶୀ ଆକ୍ରାନ୍ତ କରୁଛି । ହୃଦରୋଗ, ମଧୁମେହ ବା ଡାଇବେଟିସ୍ , ଶ୍ୱାସ ବା ଆସ୍‌ଥମା ଥିବା ବ୍ୟକ୍ତିଙ୍କ ପାଇଁ ଏହି ବେଶୀ ବିପଦଜନକ ।…

କରୋନା ନ ବ୍ୟାପିବା ପାଇଁ ନିଅନ୍ତୁ ଏହି ପଦକ୍ଷେପ – ସରକାର ଜାରି କଲେ ମାର୍ଗ ଦର୍ଶିକା

ମାସ୍କ ବ୍ୟବହାର କଲେ ଭଲ ମାତ୍ର କରୋନା ଭାଇରସ୍ ବ୍ୟାକ୍ଟେରିଆଠାରୁ ସାନା। ଏହା ମାସ୍କରେ ଥିବା ଛିଦ୍ର ମଧ୍ୟ ଦେଇ ଯିବାର ସମ୍ଭାବନା ଅଛି । ତେଣୁ ମାସ୍କ ବ୍ୟବହାର କରିବା ପରେ ଏହାକୁ ଠିକ୍‌ ବାବରେ ନଷ୍ଟ କରିବା ଆବଶ୍ୟକ । ତେବେ ଥଣ୍ଡା ଓ ଛିଙ୍କ ହେଉଥିବା ବ୍ୟକ୍ତି ମାସ୍କ…

କୋରନା ସତର୍କତା ପାଇଁ ନିହାତି ପଢନ୍ତୁ – ସରକାର ଜାରି କଲେ ଏହି ମାର୍ଗ ଦର୍ଶିକା

ବିଶ୍ୱବ୍ୟାପୀ କାୟା ବିସ୍ତାର କରିଚାଲିଥିବା ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସମସ୍ତ ଦେଶକୁ ପରାମର୍ଶ ଦିଆଯାଇଛି । କରୋନା ଭୂତାଣୁ ସଂକ୍ରମଣରେ ଅଦ୍ୟାବଧି ବିଶ୍ୱର ବିଭିନ୍ନ ଦେଶରେ ପ୍ରାୟ ୩…

ପବଜି ମୋବାଇଲ୍‌ ପ୍ଲେୟାରଙ୍କୁ ଗୁଗୁଲ ପ୍ଲେ ଷ୍ଟୋରରେ ମିଳୁଛି୨୦୦ ଟଙ୍କା କୁପନ , ପ୍ଲେ ଷ୍ଟୋରରୁ କିଣି ପାରିବେ କୌଣସି…

ନୂଆଦିଲ୍ଲୀ ୧୦।୧୧............ ପବଜି ମୋବାଇଲ୍‌ ପ୍ଲେୟାରଙ୍କୁ ଗୁଗୁଲ ପ୍ଲେ ଷ୍ଟୋରରେ ୨୦୦ ଟଙ୍କା ମିଳୁଛି। ଏହି ଟଙ୍କାରେ ପ୍ଲେ ଷ୍ଟୋରରୁ କୌଣସି ଗେମ୍‌ କିଣି ପାରିବେ । ପବଜି ମୋବାଇଲ୍‌ ସିଜିନ୍‌ର ୧୦ରେ ନୂଆ ଦି ରୁଇନସ୍‌ ମ୍ୟାପ ରହିଛି । ଏହି କୁପନର ଲିମିଟେଡ୍‌ ଭ୍ୟାଲିଡିଟି ରହିଛି ।…

ଏହି ମେଡିକାଲ୍‌ ଏଟିଏମ୍‌ରେ ହୋଇପାରିବ ୫୮ ପ୍ରକାରର ସ୍ୱାସ୍ଥ୍ୟ ଓ ରୋଗର ଯାଞ୍ଚ(ପରୀକ୍ଷା)

ନୂଆଦିଲ୍ଲୀ - ଦେଶରେ ଖୁବ ଶୀଘ୍ର ମେଡିକାଲ୍‌ ଏଟିଏମ୍‌ ଆସିବା ପାଇଁ ଯାଉଛି । ଏଥିରେ ୫୮ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ପ୍ରକାର ରୋଗର ଯାଞ୍ଚ କରାଯାଇ ପାରିବ । ଏହାକୁ ସ୍ୱୟଂ ଏଏଚ୍‌ଏମ୍‌ କିୟୋସ୍କୋ କୁହାଯାଉଛି । ଏଥିରେ ୫୮ ପ୍ରକାରର ଉନ୍ନତ ଓ ଠିକ୍‌ ଭାବାରେ ଯାଞ୍ଚ କରାଯାଇ…

କେମିତି କରିବେ ଚକୁଳି ପିଠା

ଓଡିଶାର ଘରେ ଘରେ ଚକୁଳି ପିଠା ହୋଇଥାଏ । ଏବେ ଚକୁଳି ପିଠା କରିବା ଅତି ସହଜ । ଏହି ପ୍ରଣାଳୀରେ କରନ୍ତୁ ଚକୁଳି ପିଠା ଚୋପା ଛଡ଼ା ବିରି – ୨ କପ ଅରୁଆ ଚାଉଳ – ୪ କପ ପାଣି – ଆବଶ୍ୟକ ଅନୁଯାୟୀ ଲୁଣ – ସ୍ୱାଦ ଅନୁସାରେ ତେଲ – ୩ ଚାମଚ ପ୍ରଣାଳୀ- ପ୍ରଥମେ ଚାଉଳ ଓ ବିରିକୁ ପାଣିରେ…

ପୂଜାରେ କରନ୍ତୁ ମାଲପୁଆ

ଆବଶ୍ୟକ ସାମଗ୍ରୀ ଅଟା – ଆବଶ୍ୟକ ପରିମାଣରେ କଦଳୀ – ୨ଟି ଚିନି – ଆବଶ୍ୟକ ପରିମାଣରେ ଗୁଜୁରାତି ଗୁଣ୍ଡ – ୧ଚାମଚ ତେଲ – ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ଅଟା ,ପାଣି , କଦଳୀ, ଚିନି, ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ…