Browsing Category

ମୁଖ୍ୟ ଖବର

ଚଳିତବର୍ଷ ଫେବୃୟାରୀ ୨୮ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭
ବେରୋଜଗାର

ଚଳିତବର୍ଷ ଫେବୃୟାରୀ ୨୮ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭ବେରୋଜଗାର ଯୁବକ ଯୁବତୀ କର୍ମନିୟୋଜନ କାର୍ଯ୍ୟାଳୟ ଗୁଡ଼ିକରେନାମ ପଞ୍ଜିକରଣ କରିଛନ୍ତି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀପ୍ରୀତିରଂଜନ ଘଡ଼ାଇ ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି । ସେକହିଛନ୍ତି ବେରୋଜଗାର

ତେବେ ଋଣର ସଦୁପଯୋଗ ହେଉନାହିଁ -ଖାଲି ଋଣ ଦେଲେ ମହିଳାମାନେ ସଶକ୍ତ ହେବେ ନାହିଁ

ବିଧାନସଭାରେ ଗତକାଲି ମିଶନଶକ୍ତି ବିଭାଗକୁ ନେଇ ବିରୋଧୀସଦସ୍ୟଙ୍କ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବରେ ଉଭୟ ଶାସକ ଓବିରୋଧୀ ଦଳଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ଭାଗନେଇ ବିରୋଧୀ ଦଳ ପକ୍ଷରୁ ରାଜନୈତିକ ଉଦ୍ଦେଶ୍ୟରେ ସରକାରମିଶନଶକ୍ତିକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା ।

ମେଟ୍ରିକ୍‍ ପରୀକ୍ଷାରେ ଡ୍ରପ୍‍ଆଉଟ୍‍ ପିଲାମାନେ ସପ୍ଳିମେଣ୍ଟାରୀ
ପରୀକ୍ଷା ଦେବେ

ଚଳିତବର୍ଷ ମେଟ୍ରିକ୍‍ ପରୀକ୍ଷାରେ ଡ୍ରପ୍‍ଆଉଟ୍‍ ପିଲାମାନେ ସପ୍ଳିମେଣ୍ଟାରୀପରୀକ୍ଷା ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସସୂଚନା ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି ଗତବର୍ଷ ଅପେକ୍ଷା ଏଥର ବହୁତକମ୍‍ ପିଲା ଡ୍ରପ୍‍ଆଉଟ୍‍ ହୋଇଛନ୍ତି । ସେମାନେ କାହିଁକି

ବନାଗ୍ନି ପ୍ରଶମନ ପାଇଁ ସ୍ୱତନ୍ତ୍ର
ରଣନୀତି ପ୍ରସ୍ତୁତ

ରାଜ୍ୟ ସରକାର ଗୋଷ୍ଠୀ ସହଭାଗିତାରେ ବନାଗ୍ନି ପ୍ରଶମନ ପାଇଁ ସ୍ୱତନ୍ତ୍ରରଣନୀତି ପ୍ରସ୍ତୁତ କରିଛନ୍ତି । ପଞ୍ଚାୟତକୁ ୟୁନିଟ୍‍ ଭାବେ ନେଇ ସରପଞ୍ଚ,ଯୁବକ ସଂଘ, ସ୍ୱୟଂସହାୟକ ଗୋଷ୍ଠୀ ଓ ଏନ୍‍ଜିଓମାନଙ୍କୁ ଜଙ୍ଗଲ ନିଆଁରୋକିବା ପ୍ରକ୍ରିୟାରେ ସାମିଲ କରାଯିବା ସହ ତୃଣମୂଳସ୍ତରରୁଜନସଚେତନତା ଓ

ଅଞ୍ଜଳି ଆରୋରାଙ୍କର ହଟ୍‌ ଭିଡିଓ ଭାଇରାଲ୍‌

ଅଞ୍ଜଳି ଆରୋରା । ଏହାଙ୍କୁ କାଚା ବାଦାମ ଗର୍ଲ କୁହାଯାଏ । ଏବେ ତାଙ୍କର ହଟ୍‌ ଭିଡିଓ ଇଣ୍ଟରନେଟ୍‌ରେ ନିଆଁ ଲଗାଯାଇଛି । ଲକ୍ଷ ଲକ୍ଷ ଲୋକ ଏହାକୁ ଫଲୋ କରିବା ସହ କୋଟି କୋଟି ଭିଉ ହେଉଛି । View this post on Instagram

ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଆଜିର ସାହସୀ ଓ ଦୃଢ଼ ଭାରତୀୟ ମହିଳାଙ୍କ ପାଇଁ ନୂଆ ଅଭିଯାନ

ଭୁବନେଶ୍ୱର: ସବୁ ସମାଜ ଓ ସାମାଜିକ-ଅର୍ଥନୈତିକ ବିକାଶରେ ମହିଳାମାନେ ଅପରିହାର୍ଯ୍ୟ ଭୂମିକା ନିର୍ବାହ କରୁଛନ୍ତି । ଏହା ମଧ୍ୟ ସତ ଯେ ଆମ ସମାଜର ମହିଳାମାନେ ସେମାନଙ୍କ ଜୀବନ ସାରା ପରିବାର, ସହଯୋଗୀ କିମ୍ବା ସୋସିଆଲ ମିଡିଆରେ ବହୁ ପ୍ରକାର ନକାରାତ୍ମକ ଓ ବିଚାର ସମ୍ପର୍କିତ ମତାମତ ଶୁଣି

ଋଣ ବଜାରରେ ମହିଳା ଗ୍ରାହକଙ୍କ ସଂଖ୍ୟା ବଢ଼ୁଛି: ଟ୍ରାନ୍ସୟୁନିୟନ୍ ସିବିଲ୍ ରିପୋର୍ଟ

ଗତ ପାଂଚ ବର୍ଷରେ ସକ୍ରିୟ ମହିଳା ଋଣଗ୍ରହୀତାଙ୍କ ସଂଖ୍ୟାରେ ବାର୍ଷିକ ହାରାହାରି ୧୫% ବୃଦ୍ଧିଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ପ୍ରତିବର୍ଷ ମହିଳା ଋଣଗ୍ରହୀତାଙ୍କୁ ନେଇ ରିପୋର୍ଟ ଜାରି କରାଯାଉଛି । ଚଳିତ ବର୍ଷ ଜାରି ହୋଇଥିବା

ଟିପିଏନ୍‌ଓଡିଏଲ୍ ପକ୍ଷରୁ ୫୨ତମ ଜାତୀୟ ସୁରକ୍ଷା ସପ୍ତାହର ପ୍ରଥମ ଦିନ “ଲାଇନ୍‌ମ୍ୟାନ୍ ଦିବସ’ ଭାବେ ପାଳନ

ଭୁବନେଶ୍ୱର: ଟାଟା ପାୱାର ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ପ୍ରବଳ ଉତ୍ସାସ ଓ ଉଦ୍ଦୀପନା ସହ ଲାଇନ୍‌ମ୍ୟାନ୍ ଦିବସ ଓ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ

ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳର ମଧୁପୁରାରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

୫ ସ୍ୱାସ୍ଥ୍ୟ ଶିବିରରେ ୪୦୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସାବାଲିଆପାଳ: ପ୍ରକଳ୍ପ ପାରିପାଶ୍ୱିର୍କ ଅଂଚଳର ଲୋକମାନଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରିବାର ନିରନ୍ତର ଉଦ୍ୟମକୁ ଆଗକୁ ବଢ଼ାଇ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ (ଏସ୍‌ପିପିଏଲ୍‌) ପକ୍ଷରୁ ଟାଟା ଷ୍ଟିଲ୍

ପ୍ରତିଷ୍ଠାତା ଦିବସ: ଟାଟା ଷ୍ଟିଲ୍ ପକ୍ଷରୁ ଜେଏନ୍ ଟାଟାଙ୍କୁ ୧୮୪ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଚଳିତ ବର୍ଷ ପ୍ରତିଷ୍ଠାତାଙ୍କ ଦିବସର ବିଷୟବସ୍ତୁ “ଗ୍ରିନୋଭେସନ-ମେକ୍ ଟୁମରୋ ଗ୍ରିନ୍‌’ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଏହାର ପ୍ରତିଷ୍ଠାତା ତଥା “ଭାରତୀୟ ଶିଳ୍ପର ଜନକ’ ଭାବେ ପରିଚିତ କିମ୍ବଦନ୍ତୀ ଜାମସେତଜୀ ନୁସେରୱାନଜୀ ଟାଟାଙ୍କୁ ତାଙ୍କ ୧୮୪ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ