Browsing Category

ମୁଖ୍ୟ ଖବର

ଆକ୍ସିସ୍ ବ୍ୟାଙ୍କର ଟିକସ ପରବର୍ତୀ ଲାଭ ତୃତୀୟ ତ୍ରୈମାସିକରେ ୬୨% ବୃଦ୍ଧି ପାଇ ୫,୮୫୩ କୋଟି ଟଙ୍କା

ଭୁବନେଶ୍ୱର: ଭାରତର ତୃତୀୟ ବୃହତମ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଏହି ସମୟରେ ବ୍ୟାଙ୍କ ଟିକସ ପରବର୍ତୀ ଲାଭ ବାର୍ଷିକ ଭିତିରେ ୬୨ ପ୍ରତିଶତ ବୃଦ୍ଧି ପାଇ ୫,୮୫୩ କୋଟି ଟଙ୍କା ହୋଇଛି ଯାହା ୨୦୨୧-୨୨

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ନୂଆ ଆକ୍ଟିଭା ୨୦୨୩ର ଶୁଭ ଉନ୍ମୋଚନ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଉନ୍ନତ ନୂଆ ଆକ୍ଟିଭା ୨୦୨୩କୁ ଉନ୍ମୋଚନ କରାଯାଇଛି । ନିର୍ଧାରିତ ସମୟ ୨୦୨୩ ଏପ୍ରିଲ୍ ପୂର୍ବରୁ କଂପାନି ଏହାକୁ ଉନ୍ମୋଚନ କରିଛି ।ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦେଶକ, ସଭାପତି

ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଶୁଭେନ୍ଦ୍ର ଏବଂ ସାସକିଆ ରାଓ ଫାଉଣ୍ଡେସନ୍ ଏବଂ ଆସ୍‌ପାୟାରର ସହଭାଗିତାରେ ‘ସାରେ…

କଳିଙ୍ଗନଗର: ଛାତ୍ରଛାତ୍ରୀମାନଙ୍କୁ ସଂଗୀତ ଆଧାରିତ ଅଧ୍ୟୟନ ପଦ୍ଧତି ବିଷୟରେ ପରିଚିତ କରାଇବା ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ଶୁଭେନ୍ଦ୍ର ଓ ସାସକିଆ ରାଓ ଫାଉଣ୍ଡେସନ୍ ଓ ଆସ୍‌ପାୟାରର ସହଭାଗିତାରେ ଏକ ସ୍ୱତନ୍ତ୍ର ଶିକ୍ଷା କାର୍ଯ୍ୟକ୍ରମ “ସାରେ ଗାଏଁ” ର

ଟାଟା ଷ୍ଟିଲ୍ ପକ୍ଷରୁ ତୁର୍କୀରୁ ଆମଦାନି ପାଇଁ ସର୍ବପ୍ରଥମ କାର୍ଗୋଡକ୍ସ ଇବି/ଏଲ୍ କାରବାର ସମ୍ପନ୍ନ

ଭୁବନେଶ୍ୱର: ତୁର୍କୀରୁ ଆମଦାନି କରିବା ଲାଗି ଟାଟା ଷ୍ଟିଲ୍ ପକ୍ଷରୁ ନିକଟରେ ସର୍ବପ୍ରଥମ କାର୍ଗୋଡକ୍ସ ଇଲେକ୍ଟ୍ରୋନିକ୍ ବିଲ୍ ଅଫ୍ ଲେଡିଂ (ଇବି/ଏଲ୍‌) କାରବାର ସମ୍ପନ୍ନ କରାଯାଇଛି । ଏଥିରେ ଟାଟା ଷ୍ଟିଲ୍ ଲିମିଟେଡ୍ ଥିଲା ପ୍ରେରଣକାରୀ ଏବଂ ଟାଟାମେଟାଲ ସେଲିକ୍ ସାନାୟି ଭି ଟିକାରେଟ୍

ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତୈମାସିକରେ ମୋଟ ବ୍ୟବସାୟ ୨ ଲକ୍ଷ କୋଟି ଟଙ୍କା ଟପିଲା

ଲୋନ୍ ବୁକ୍ ବର୍ଷକୁ ବର୍ଷ ୧୧%% ବୃଦ୍ଧି ସହ ୯୭,୭୮୭ କୋଟି ଟଙ୍କା ମୋଟ ଜମା ବର୍ଷକୁ ବର୍ଷ ୨୧% ବୃଦ୍ଧି ସହ ୧,୦୨,୨୮୩ କୋଟି ଟଙ୍କା ହାଉସିଂ ଫାଇନାନ୍ସ ବୁକ୍‌ରେ ୨୮% ବୃଦ୍ଧି କାସା ଅନୁପାତ ହେଉଛି ୩୬.୪% ମୋଟ ଜମାରେ ରିଟେଲ୍‌ର ଭାଗ ୬୯%ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ପାଇଁ “ଇଭଲ୍‌ଭ”ର ସପ୍ତମ ସଂସ୍କରଣର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ତୃତୀୟ ସର୍ବବୃହତ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ବାର୍ଷିକ ଜ୍ଞାନ ବଂଟନ ସେମିନାର “ଇଭଲ୍‌ଭ”ର ସପ୍ତମ ସଂସ୍କରଣକୁ ଭୁବନେଶ୍ୱରରେ ଆୟୋଜନ କରାଯାଇଛି । ଚଳିତ ସଂସ୍କରଣର ବିଷୟବସ୍ତୁ ଥିଲା “ଭାରତୀୟ

ମହିନ୍ଦ୍ରା ପକ୍ଷରୁ ନୂଆ ଇଲେକ୍ଟ୍ରିକ୍ ଏସ୍‌ୟୁଭି “ଏକ୍ସୟୁଭି୪୦୦” ଉନ୍ମୋଚିତ; ଦାମ୍ ୧୫.୯୯ ଲକ୍ଷ ଟଙ୍କା

ଭୁବନେଶ୍ୱର: ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ଏହାର ପ୍ରଥମ ଇଲେକ୍ଟ୍ରିକ୍ ଏସ୍‌ୟୁଭି “ଏକ୍ସୟୁଭି୪୦୦”କୁ ବିଶ୍ୱ ଇଭି ଦିବସରେ ଉନ୍ମୋଚନ କରାଯାଇଛି । ଇଲେକ୍ଟ୍ରିକ୍ ଗାଡ଼ି ବିପ୍ଳବରେ ସାମିଲ ହେବାକୁ ଚାହୁଥିବା ଗ୍ରାହକମାନଙ୍କୁ ନଜରରେ ରଖି ଏହାର ଡିଜାଇନ୍ ଓ ଇଞ୍ଜିନୟରିଂ ପ୍ରସ୍ତୁତ

ଆଦାନି ଏଟଂରପ୍ରାଇଜେସ୍ ଲିମିଟେଡ୍‌ର ଏଫ୍‌ପିଓ ୨୦୨୩ ଜାନୁଆରି ୨୭ରେ ଖୋଲିବ

ଭୁବନେଶ୍ୱର: ଆଦାନି ଏଟଂରପ୍ରାଇଜେସ୍ ଲିମିଟେଡ୍‌ର ପ୍ରସ୍ତାବିତ ୨୦,୦୦୦ କୋଟି ଟଙ୍କାର ଫର୍ଦର ପବ୍ଲିକ୍ ଅଫରିଂ (ଏଫ୍‌ପିଓ) ୨୦୨୩ ଜାନୁଆରି ୨୭ ତାରିଖରେ ଖୋଲିବ । ଏହି ଏଫ୍‌ପିଓରେ ସାମିଲ ରହିଛି ଆଂଶିକ ପେଡ୍‌-ଅପ୍ ଇକ୍ୱିଟି ପୁଞ୍ଜି । ଏହି ଅଫରରେ ୫୦ କୋଟି ଟଙ୍କା ମୂଲ୍ୟର ଇକ୍ୱିଟି ସେୟାର

ପୃଥିବୀ ପରି ମଙ୍ଗଳ ଗ୍ରହରେ ରହିଛି ଏ ସହୁ ଜିନିଷ ଦେଖନ୍ତୁ ଭିଡିଓ

ପୃଥିବୀ ପରି ମଙ୍ଗଳ ଗ୍ରହରେ ରହିଛି ମରୁଭୂମି, ସୌରମଣ୍ଡଳର ସବୁଠାରୁ ବଡ ପର୍ବତ, ଆଗ୍ନେୟଗିରି ଏହା ଅକ୍ଷ ଚାରିପଟେ ଘୂର୍ଣ୍ଣନ ସମୟ ମଧ୍ୟ ପୃଥିବୀ ସହ ସମାନ ଦେଖନ୍ତୁ ଏହି ଭିଡିଓରେ https://youtu.be/skNhWRDaW5k https://youtu.be/skNhWRDaW5k

ରୁଙ୍ଗ୍‌ଟା ମାଇନ୍‌ସ ଲିମିଟେଡ୍ ପକ୍ଷରୁ ବର୍ଷର ପ୍ରଥମ ପାର୍ଟନର୍ସ ମିଟ୍ ଓଡ଼ିଶାର ଭୁବନେଶ୍ୱରରେ ଆୟୋଜିତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟିଏମ୍‌ଟି ବାର୍ ନିର୍ମାତା ରୁଙ୍ଗଟା ମାଇନ୍‌ସ ଲିମିଟେଡ୍ ପକ୍ଷରୁ ଓଡ଼ିଶାର ଭୁବନେଶ୍ୱର ସହରରେ ଜାନୁଆରି ୧୨ ତାରିଖ ଦିନ ଏକ ପାର୍ଟନର୍ସ ମିଟ୍ ଆୟୋଜନ କରାଯାଇଛି ।ଏହି ସମ୍ମିଳନୀରେ କଟକ, ଯାଜପୁର, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଅନୁଗୁଳ ଓ ଢେଙ୍କାନାଳର