Sign in
Sign in
Recover your password.
A password will be e-mailed to you.
Browsing Category
ବିଶ୍ୱାସ
ଅର୍କକ୍ଷେତ୍ରରେ ଆରମ୍ଭ ହୋଇଛି ୩୨ତମ କୋଣାର୍କ ଉତ୍ସବ
ଅର୍କକ୍ଷେତ୍ରରେ ଆରମ୍ଭ ହୋଇଛି ୩୨ତମ କୋଣାର୍କ ଉତ୍ସବ । ଏହା ସହିତ ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳାଭୂମିରେ ୧୧ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆୟୋଜିତ ହୋଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କୋଭିଡ୍ ନିୟମାବଳୀ ଅନୁଯାୟୀ!-->…
ବ୍ୟବସାୟରେ ଉନ୍ନତି ପାଇଁ ଆପଣାନ୍ତୁ ଏହି ପାଞ୍ଚଟି ଉପାୟ
ସମସ୍ତଙ୍କ ମନରେ ଇଚ୍ଛା ଥାଏ ଯେ, ସେ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେଥିରେ ସଫଳ ହୁଅନ୍ତୁ। ବ୍ୟବସାୟୀଙ୍କ ମନରେ ଥାଏ ଯେ ତାଙ୍କ ଦୋକାନ ଠିକ ଭାବେ ଉନ୍ନତି ଦିଗକୁ ଅଗ୍ରସର ହେଉ। ବେଳେବେଳେ ବ୍ୟବସାୟୀମାନଙ୍କୁ କିଛି କାରଣ ଯୋଗୁଁ ଅନେକ କ୍ଷତି ସହିବାକୁ ପଡିଥାଏ। ତେଣୁ ବ୍ୟବସାୟ!-->!-->!-->…
ଶ୍ରୀମନ୍ଦିର ଐତିହ୍ୟ କରିଡରର ତିନି ଦିନିଆ ଭୂମି ପୂଜନ ଓ ଯଜ୍ଞ ଆରମ୍ଭ
ଶ୍ରୀମନ୍ଦିର ଐତିହ୍ୟ କରିଡରର ତିନି ଦିନିଆ ଭୂମି ପୂଜନ ଓ ଯଜ୍ଞ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଦୋଳବେଦୀ କୋଣ ଉତ୍ତରପାଶ୍ୱର୍ ମଠ ସମ୍ମୁଖରେ ନିମି ର୍ତ ମହାଯଜ୍ଞ ପିଣ୍ଡି ଠାରେ ଗଜପତି ମହାରାଜାଙ୍କ ଦ୍ୱାରାଗତକାଲି ଶ୍ରୀନଅର ଠାରେ ବରଣ ହୋଇଥିବା ୩୨ ଜଣ ବ୍ରାହ୍ମଣଙ୍କ ଦ୍ୱାରା ଏହି ଯଜ୍ଞ!-->…
ପବିତ୍ର କାର୍ତ୍ତିକ ମାସ ହିନ୍ଦୁ ଧର୍ମଧାରାରେ ଶ୍ରେଷ୍ଠ
ପବିତ୍ର କାର୍ତ୍ତିକ ମାସ ହିନ୍ଦୁ ଧର୍ମଧାରାରେ ଶ୍ରେଷ୍ଠ । ପୁରାଣରେ କୁହାଯାଇଛି, କାର୍ତ୍ତିକ ପରି ମାସ, ସତ୍ୟ ପରି ଯୁଗ, ବେଦ ପରି ଶାସ୍ତ୍ର ଓ ଗଙ୍ଗା ପରି ତୀର୍ଥ ସଂସାରରେ ଦୁର୍ଲଭ । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ପାଲଟିଯାଏ ସ୍ୱର୍ଗ । ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର!-->!-->!-->…
କାର୍ତ୍ତିକ ପଞ୍ଚୁକ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ଲାଗି ନୂତନ ମାର୍ଗ ଦର୍ଶିକା – କାର୍ତ୍ତିକ…
କାର୍ତ୍ତିକ ପଞ୍ଚୁକ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ଲାଗି ନୂତନ ମାର୍ଗ ଦର୍ଶିକା ପ୍ରକାଶ ପାଇଛି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି । ଏଣୁ ୨ ଦିନ ଲାଗି ସର୍ବସାଧାରଣ!-->!-->!-->…
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୀବନରେ କେଉଁ ଭୁଲ୍ ପାଇଁ ପଡେ କେଉଁ ଗ୍ରହଙ୍କ ପ୍ରଭାବ ଜାଣନ୍ତୁ
ଜାଣନ୍ତୁ, କେଉଁ ଭୁଲ ପାଇଁ ଜୀବନରେ ପଡେ ଗ୍ରହମାନଙ୍କ କୁପ୍ରଭାବ
କିଛି ଅଭ୍ୟାସ ଏପରି ହୋଇଥାଏ ଯାହା କାରଣରୁ ଗ୍ରହର ଅଶୁଭ ପ୍ରଭାବ ଆମ ଉପରେ ପଡିଥାଏ । ଯେପରି କି ଅଯଥା ପାଣି ନଷ୍ଟ କରିବା । ପାଣି ଅଯଥା ନଷ୍ଟ କରିବା ଦ୍ୱାରା ଚନ୍ଦ୍ରଙ୍କ ଦୋଷ ବଢିଥାଏ । ଚନ୍ଦ୍ରଙ୍କ ଅଶୁଭ ଦୃଷ୍ଟି ପଡିବା!-->!-->!-->…
ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀ ଗୋପୀନାଥଦେବଙ୍କ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଲାଗି ପ୍ରଶାସନ…
କୋଭିଡ୍ କଟକଣା ଲାଗି ଆସନ୍ତା ୧୨ ତାରଖରେ ହେବାକୁ ଥିବା ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀ ଗୋପୀନାଥଦେବଙ୍କ ମନ୍ଦିରରେ ଶ୍ରୀରାଧାଙ୍କ ପାଦଦର୍ଶନ ଲାଗି ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଛି ।
ସେହିପରି ୧୪ ତାରିଖ ବଡ଼ ଏକାଦଶୀ ଅବସରରେ ଶ୍ରଦ୍ଧାଳୁମାନେ ଏହି!-->!-->!-->…
ଚଳିତ ବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ବନ୍ଦ
ଚଳିତ ବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଯଦିଓ ରାଜ୍ୟରେ ସଂକ୍ରମଣର ମାତ୍ରା ହ୍ରାସ ପାଉଛି ତେବେ ଅଧିକ ସଂକ୍ରମଣ ସମ୍ଭାବନାକୁ ଏଡାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି!-->…
ଜନ୍ମ ତାରିଖରୁ ଜାଣନ୍ତୁ କଣ ଘରେ ରଖିଲେ ମିଳିବ ଶୁଭ ଫଳ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷ ଜୀବନରେ ବିଭିନ୍ନ ବସ୍ତୁର ପ୍ରଭାବ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ବସ୍ତୁ ନିଜ ବାସ ଗୃହରେ ରଖିଲେ ଏହାର ସୁଫଳ ମିଳିଥାଏ । ନିଜ ଜନ୍ମ ତାରିଖ ଅନୁସାରେ ବି ବାସ୍ତୁ ଦ୍ରବ୍ୟ ରହିଛି । ତେବେ କିପିର ଜାଣିବେ କେଉଁ ଜିନିଷ ରଖିବେ । ବାସ୍ତୁ ଶାସ୍ତ୍ର!-->…
ପୁରୀ ଶ୍ରୀମନ୍ଦିର ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୧୯୦ କୋଟି ୨୬ ଲକ୍ଷ ଟଙ୍କା ବଜେଟ ଅନୁମୋଦିତ
ପୁରୀ ଶ୍ରୀମନ୍ଦିର ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୧୯୦ କୋଟି ୨୬ ଲକ୍ଷ ଟଙ୍କା ବଜେଟ ଅନୁମୋଦିତ ହୋଇଛି । ମହାରାଜା ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜସ୍ୱ ସୂତ୍ରରୁ ଆୟ ୧୦୬ କୋଟି ଟଙ୍କା ହେବ!-->…