Browsing Category

ବିଶ୍ୱାସ

ରବିବାରରେ ଧୁମ୍‌ଧାମରେ ମହାଷ୍ଟମୀ ପାଳିତ

ମହାମାୟୀ, ଜଗତଜନନୀ ମା’ ଦୁର୍ଗାଙ୍କର ମହାଷ୍ଟମୀ ରବିବାରରେ ବିଭିନ୍ନ ପୂଜାମଣ୍ଡପରେ ପାଳିତ ହୋଇଯାଇଛି । ଏଥିପାଇଁ ପୂଜାମଣ୍ଡପଗୁଡ଼ିକରେ ସ୍ୱତନ୍ତ୍ର ପୂଜାମାନ ଅନୁଷ୍ଠିତ ହୋଇଥିଲା । ଭକ୍ତିମୟ ପରିବେଶ ମଧ୍ୟରେ ସକାଳଠାରୁ ବ୍ରତଧାରୀମାନେ ମଣ୍ଡପ ନିକଟରେ ପୂଜାର୍ଚ୍ଚନା କରିଥିଲେ ।ବିଭିନ୍ନ…

ଶାରଦୀୟ ନବରାତ୍ରୀର ଷଷ୍ଠ ଦିନରେ ମା’ କାତ୍ୟାୟିନୀଙ୍କ ଆରାଧନା କରନ୍ତୁ, ଶତ୍ରୁ ଉପରେ ବିଜୟପ୍ରାପ୍ତ ହେବେ

ନବରାତ୍ରର ଷଷ୍ଠ ଦିବସରେ ମାତା କାତ୍ୟାୟିନୀଙ୍କୁ ଆରାଧନା କରାଯାଏ । ମହାଯୁଦ୍ଧର ଅଧିଷ୍ଠାତ୍ରୀ ଦେବୀ ଅଗ୍ନୀ ରୂପା ଏହି ଦେବୀ । ଶତ୍ରୁର ବିନାଶ ପାଇଁ ଏହି ଦେବୀଙ୍କ ଆବାହନ କରାଯାଏ । ତୈତରୀୟ ଆରଣ୍ୟକ, ସ୍କନ୍ଦ ପୁରାଣ, ଦେବୀ ଭାଗବତ,ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଦୂର୍ଗାସପ୍ତସତୀ ଓ କାଳିକା…

କଟକ ଚଣ୍ଡୀ ଓ ଗଡ ଚଣ୍ଡୀ ମନ୍ଦିରରେ ଷୋଳ ପୂଜା ଆରମ୍ଭ

କଟକ - କଟକରେ କଟକ ଚଣ୍ଡୀ ଓ ଗଡ ଚଣ୍ଡୀ ମନ୍ଦିରରେ ଷୋଲ ପୂଜା ଆରମ୍ଭ ହୋଇଛି । ପ୍ରତ୍ୟହ ଷୋଡଶ ଉପଚାରରେ ପୂଜା କରାଯିବା ସହ ମାଆଙ୍କର ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେଉଛି । ଏହି ବେଶ ଦର୍ଶନ ପାଇଁ ପ୍ରତ୍ୟହ ହଜାର ହଜାର ଭକ୍ତଙ୍କର ସମାଗମ ହେଉଛି ।

ଶାରଦୀୟ ପୂଜା ସମୟରେ ମାଆ ବିମଳାଙ୍କର ବେଶ

ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ବିମଳା । ଶାରଦୀୟ ଦୂର୍ଗାପୂଜା ବେଶ୍‌ ଧୂମଧାମରେ ସ୍ୱତନ୍ତ୍ରରୂପେ ଏଠାରେ ପାଳିତ ହୁଏ । ଶାରଦୀୟ ଦୁର୍ଗାପୂଜା ସମୟରେ ମା’ ବିମଳାଙ୍କୁ ନାରାୟଣୀ, ହରଚଣ୍ଡୀ, ବନଦୁର୍ଗା, ବଗଳା, ଭୁବନେଶ୍ୱରୀ, ଉଗ୍ରତାରା, ଜୟଦୁର୍ଗା, ରାଜରାଜେଶ୍ୱରୀ,…

ଜଗନ୍ନାଥ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ବିମଳା

ପୁରୀରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ବିମଳା । ଶାରଦୀୟ ଦୂର୍ଗା ପୂଜା ବା ଷୋଳ ପୂଜାରେ ମାଆଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା  ହୋଇଥାଏ ।   ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ  ମୂଳାଷ୍ଟମୀରେ ବ୍ରାହ୍ମଣ ବରଣ କରଥାଆନ୍ତି ।ଏହି ସମୟରେ ସେଠାରେ ଦୁର୍ଗାମାଧବ ଉପାସନା…

ଷୋଳ ପୂଜା ପାଇଁ କଟକ ଚଣ୍ଡୀ ମନ୍ଦିରରେ ସୁନ୍ଦର ସାଜସଜ୍ଜା

କଟକ - ଷୋଳ ପୂଜା ପାଇଁ କଟକ ଚଣ୍ଡୀ ମନ୍ଦିରକୁ ସୁନ୍ଦର ଭାବେ ସାଜ୍ଜ ସଜ୍ଜା କରାଯାଇଛି। ଏଠାରେ ଷୋଳ ପୂଜା ଅବସରରେ ମାଆଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ବେଶ ଅନୁଷ୍ଠିତ ହେଉଛି । କଟକ ଚଣ୍ଡୀଙ୍କର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଭିଡି ପରିଲକ୍ଷିତ ହେଉଛି…

ଜୁନାଗଡ଼ର ଅଧିଷ୍ଟାତ୍ରି ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ

କଳାହାଣ୍ଡି - କଳାହାଣ୍ଡି ଜିଲ୍ଲାର ପୁରାତନ ରାଜଧାନୀ ଜୁନାଗଡ଼ର ଅଧିଷ୍ଟାତ୍ରି ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ସମ୍ପପନ୍ନ ହୋଇଛି । ଆଶ୍ୱୀନ ମାସ ମୂଳାଷ୍ଟମୀ ସନ୍ଧ୍ୟାରେ ମା’ ଲଙ୍କେଶ୍ୱରୀଙ୍କ ପଟଖଣ୍ଡାକୁ ପୁଝାରୀ ଓ ଅନ୍ୟ ଏକ ଖଣ୍ଡାକୁ ସଂଗୁଆରୀ ଧରି ମୁଖ୍ୟ ମନ୍ଦିରରୁ…

ଶାରଦୀୟ ନବରାତ୍ର ର ପଞ୍ଚମ ଦିନ ରେ ମା ସ୍କନ୍ଦମାତାଙ୍କ ଆରାଧନା କରନ୍ତୁ

ବିଶ୍ୱାସ ନବଦିନାତ୍ମକ ପୂଜାର ପଞ୍ଚମ ଦିନରେ ସ୍କନ୍ଦମାତାଙ୍କ ଉପାସନା କରାଯାଏ । ଦେବସେନାପତି କୁମାର କାର୍ତ୍ତିକେୟଙ୍କୁ ସ୍କନ୍ଦ ବୋଲି କୁହାଯାଏ । ମା ପାର୍ବତୀ କାର୍ତ୍ତିକେୟଙ୍କ ମାତା ହେବାରୁ ତାଙ୍କୁ ସ୍କନ୍ଦମାତା ବୋଲି କୁହାଯାଏ । ଗ୍ରହମଣ୍ଡଳ ମଧ୍ୟରୁ ବୁଧଗ୍ରହ ମା ସ୍କନ୍ଦମାତାଙ୍କ…

ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନରେ ମା କୁଷ୍ମାଣ୍ଡାଙ୍କ ଆରାଧନା କରନ୍ତୁ, ସୁଖ,ସୌଭାଗ୍ୟ, ଐଶ୍ୱର୍ଯ୍ୟ, ଧନସଂପଦ…

ବିଶ୍ୱାସ ନବରାତ୍ରର ଚତୁର୍ଥ ଦିନରେ ସୁଖ,ସୌଭାଗ୍ୟ, ଐଶ୍ୱର୍ଯ୍ୟ, ଧନସଂପଦ ପ୍ରାପ୍ତି ପାଇଁ ମାତା କୁଷ୍ମାଣ୍ଡାଙ୍କ ଉପାସନା କରାଯାଏ । ଏହି ସାଧନାର ଅଦ୍ଭୁତ ଶକ୍ତିବଳରେ ଗୃହସ୍ତକୁ ସମସ୍ତ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ସିଂହ ବାହନା ଭଗବତୀ କୁଷ୍ମାଣ୍ଡା ସମଗ୍ର ସୃଷ୍ଟିର ସୃଷ୍ଟିକର୍ତ୍ତି ।…

ଶାରଦୀୟ ନବରାତ୍ରୀର ତୃତୀୟ ଦିନରେ ମା ଚନ୍ଦ୍ରଘଣ୍ଟାଙ୍କ ଆରାଧନା କରାଯ଼ାଏ

ବିଶ୍ୱାସ ନବରାତ୍ରର ତୃତୀୟ ଦିବସରେ ମାତା ଚନ୍ଦ୍ରଘଣ୍ଟାଙ୍କର ଆରାଧନା କରାଯାଏ । ମାତାଙ୍କର ମସ୍ତକରେ ଅର୍ଦ୍ଧଚନ୍ଦ୍ର ଶୋଭାପାଏ ଓ ସେ ସଂସାରରେ ନ୍ୟାୟ ପ୍ରତିଷ୍ଠା କରନ୍ତି । ମାତାଙ୍କର ଶରୀର ସୁବର୍ଣ୍ଣବର୍ଣ୍ଣା ଓ ପଶୁରାଜ ସିଂହ ତାଙ୍କ ବାହନ । ମାତା ଚନ୍ଦ୍ରଘଣ୍ଟା ଦଶଭୂଜା ଓ ତ୍ରିନୟନା ।…