Sign in
Sign in
Recover your password.
A password will be e-mailed to you.
Browsing Category
ବଜାର
ଆଦାନି ଏଟଂରପ୍ରାଇଜେସ୍ ଲିମିଟେଡ୍ର ଏଫ୍ପିଓ ୨୦୨୩ ଜାନୁଆରି ୨୭ରେ ଖୋଲିବ
ଭୁବନେଶ୍ୱର: ଆଦାନି ଏଟଂରପ୍ରାଇଜେସ୍ ଲିମିଟେଡ୍ର ପ୍ରସ୍ତାବିତ ୨୦,୦୦୦ କୋଟି ଟଙ୍କାର ଫର୍ଦର ପବ୍ଲିକ୍ ଅଫରିଂ (ଏଫ୍ପିଓ) ୨୦୨୩ ଜାନୁଆରି ୨୭ ତାରିଖରେ ଖୋଲିବ । ଏହି ଏଫ୍ପିଓରେ ସାମିଲ ରହିଛି ଆଂଶିକ ପେଡ୍-ଅପ୍ ଇକ୍ୱିଟି ପୁଞ୍ଜି । ଏହି ଅଫରରେ ୫୦ କୋଟି ଟଙ୍କା ମୂଲ୍ୟର ଇକ୍ୱିଟି ସେୟାର!-->…
ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ଲଜିଷ୍ଟିକ୍ସ ପରିଚାଳନାର ସମ୍ପୁର୍ଣ୍ଣ ଡିଜିଟାଲ ସମାଧାନ ‘ଇ ଲଗ୍’ ଆପ୍ର ଶୁଭାରମ୍ଭ
ସୁକିନ୍ଦା: ଖନନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ମାଧ୍ୟମରେ ଡିଜିଟାଲ ରୂପାନ୍ତରଣକୁ ତ୍ୱରାନ୍ୱିତ କରି ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) ପକ୍ଷରୁ ଖନନ କାର୍ଯ୍ୟକ୍ଷେତ୍ରରେ ସମସ୍ତ ପ୍ରକାର ଲଜିଷ୍ଟିକ୍ ସମ୍ପର୍କିତ ଆବଶ୍ୟକତାର ସମ୍ପୁର୍ଣ୍ଣ ସମାଧାନ ସ୍ୱରୁପ “ଇ-ଲଗ୍”!-->…
ଟାଟା ଷ୍ଟିଲ ମାଇନିଂର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଦୃଷ୍ଟିବାଧିତଙ୍କ ପାଇଁ ଆନ୍ତଃ-ରାଜ୍ୟ କ୍ରିକେଟ୍ ମ୍ୟାଚ୍ ଆୟୋଜିତ
ସୁକିନ୍ଦା: ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ସହଭାଗିତାରେ ବୁଧବାର ଦିନ ଓଡ଼ିଶା ଏକାଦଶ ଓ ଝାଡ଼ଖଣ୍ଡ ଏକାଦଶ ମଧ୍ୟରେ ଦୃଷ୍ଟିବାଧିତଙ୍କ ନିମନ୍ତେ ସବଳ ଆନ୍ତଃ ରାଜ୍ୟ କ୍ରିକେଟ୍ କପ୍ ଆୟୋଜିତ ହୋଇଯାଇଛି ।
ଓଡ଼ିଶାର ଯାଜପୁର!-->!-->!-->…
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ୨୦୨୨ ଡିସେମ୍ବରରେ ୨୫୦,୧୭୧ ଗାଡ଼ି ବିକ୍ରି
ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସକାରାତ୍ମକ ଢଙ୍ଗରେ ୨୦୨୨ ବର୍ଷକୁ ଶେଷ କରିଛି । କଂପାନି ପକ୍ଷରୁ ୨୦୨୨ ଡିସେମ୍ବର ବିକ୍ରି ତଥ୍ୟକୁ ଘୋଷଣା କରାଯାଇଛି । ଏହି ମାସରେ କଂପାନିର ବିକ୍ରି ୨୫୦,୧୭୧ଟି ଗାଡ଼ି ରହିଛି । ସେଥିରେ ଦେଶ ଭିତରେ କଂପାନି!-->…
ଏନ୍ଟିପିସି ପକ୍ଷରୁ ପିଏନ୍ଜି ନେଟ୍ୱର୍କରେ ଭାରତର ପ୍ରଥମ ଗ୍ରିନ୍ ହାଇଡ୍ରୋଜେନ ମିଶ୍ରଣ ପରିଚାଳନାର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ସର୍ବବୃହତ ବିଦ୍ୟୁତ ଉତ୍ପାଦନକାରୀ ଏନ୍ଟିପିସି ଲିମିଟେଡ୍ ପକ୍ଷରୁ ଭାରତର ପ୍ରଥମ ଗ୍ରିନ୍ ହାଇଡ୍ରୋଜେନ୍ ବ୍ଲେଣ୍ଡିଂ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଗୁଜରାଟର ସୁରଟରେ ଥିବା ଏନ୍ଟିପିସି କବାସ୍ ଟାଉନ୍ସିପ୍ର ପାଇପ୍ଡ ନାଚୁରାଲ୍ ଗ୍ୟାସ୍ (ପିଏନ୍ଜି) ନେଟ୍ୱର୍କରେ!-->…
ହୋନାସା କଂଜ୍ୟୁମର ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ଲୋକପ୍ରିୟ ମାମାଆର୍ଥ ବ୍ରାଣ୍ଡ୍ର ମାଲିକାନା ରଖିଥିବା ସଂସ୍ଥା ହୋନାସା କଂଜ୍ୟୁମର ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି । ହୋନାସା କଂଜ୍ୟୁମର ଲିମିଟେଡ୍ ହେଉଛି!-->…
ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଚଳନ୍ତୀ ଖାତା ଖୋଲିବା ଲାଗି ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଓପୋନ୍ ସହିତ ସହଯୋଗିତା
ଭୁବନେଶ୍ୱର: ଦେଶର ତୃତୀୟ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହାର ଏମ୍ଏସ୍ଏମ୍ଇ, ଫ୍ରିଲାନ୍ସର, ହୋମ୍ପ୍ରେନ୍ୟୁଅର, ଇନ୍ଫ୍ଲୁଏନ୍ସର ଭଳି ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଚଳନ୍ତୀ ଖାତା ଖୋଲିବା ସୁବିଧା ପ୍ରଦାନ କରିବା ପାଇଁ ବିଶ୍ୱର ଦ୍ରୁତ!-->…
ଆଦାନି ସିମେଂଟ୍ ପକ୍ଷରୁ ପଶ୍ଚିମବଙ୍ଗ, ଓଡ଼ିଶା ଓ ବିହାରରେ ଉନ୍ନତ ଗ୍ରିନ୍ କଙ୍କ୍ରିଟ୍ ସମାଧାନ “ଏସିସି ଇକୋମ୍ୟାକ୍ସ”ର…
ଭୁବନେଶ୍ୱର: ଆଦାନି ଗ୍ରୁପ୍ର ଅଂଶ ତଥା ଆଦାନି ସିମେଂଟ୍ର ସିମେଂଟ୍ ଓ କୋଠା ଉପକରଣ କଂପାନି ଏସିସି ଲିିମିଟେଡ୍ ପକ୍ଷରୁ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶା ବଜାରରେ ଉନ୍ନତ ଗ୍ରିନ୍ କଙ୍କ୍ରିଟ୍ ସମାଧାନ “ଏସିସି ଇକୋମ୍ୟାକ୍ସ’ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଗ୍ରିନ୍ କଙ୍କ୍ରିଟ୍ ସମାଧାନର!-->…
ପିପରଫ୍ରାଏ ପକ୍ଷରୁ ଓଡ଼ିଶାର କଟକରେ ଏହାର ନୂତନ ଷ୍ଟୁଡିଓର ଶୁଭାରମ୍ଭ
ପୂର୍ବ ଭାରତରେ ଏହାର ଓମ୍ନିଚ୍ୟାନେଲ୍ ଉପସ୍ଥିତିକୁ ସୁଦୃଢ଼ କରିଛି
ଭୁବନେଶ୍ୱର: ଅଗ୍ରଣୀ ଇ-କମର୍ସ ଆସବାବପତ୍ର ଓ ଗୃହୋପକରଣ ସାମଗ୍ରୀ କଂପାନି ପିପରଫ୍ରାଏ ପକ୍ଷରୁ ଓଡ଼ିଶାର କଟକରେ ଏହାର ପ୍ରଥମ ଷ୍ଟୁଡିଓ ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଭାରତରେ ହୋମ୍ ଓ ଲିଭିଂ!-->!-->!-->…
ବନ୍ଧନ ବ୍ୟାଙ୍କ ପକ୍ଷରୁ ନୂଆ ବ୍ରାଣ୍ଡ୍ ଅଭିଯାନ-ଜହାଁ ବନ୍ଧନ, ୱହାଁ ଟ୍ରଷ୍ଟ୍ ଉନ୍ମୋଚିତ
ଭୁବନେଶ୍ୱର: ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କର ବ୍ରାଣ୍ଡ୍ ଆମ୍ବାସାଡର କ୍ରିକେଟ୍ କିମ୍ବଦନ୍ତୀ ସୌରଭ ଗାଙ୍ଗୁଲିଙ୍କୁ ନେଇ ନୂଆ ସମନ୍ୱିତ ମାର୍କେଟିଂ ଅଭିଯାନର ଶୁଭାରମ୍ଭ କରାଯାଇଛି । “ଜହାଁ ବନ୍ଧନ, ୱହାଁ ଟ୍ରଷ୍ଟ୍’ ଅଭିଯାନ ସାତ ବର୍ଷରେ!-->…