Sign in
Sign in
Recover your password.
A password will be e-mailed to you.
Browsing Category
ବଜାର
ସିଆଇଆଇ ପକ୍ଷରୁ ଭୁବନେଶ୍ୱରରେ ଲଜିଷ୍ଟିକ୍ସ ସମ୍ମିଳନୀ ଆୟୋଜିତ
ଲଜିଷ୍ଟିକ୍ରେ ମହିଳାଙ୍କ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି: ବାଣିଜ୍ୟ ସଚିବ
୨୦୨୫ ସୁଦ୍ଧା ଲଜିଷ୍ଟିକ କ୍ଷେତ୍ରରେ ୧.୨ ନିୟୁତ ନିଯୁକ୍ତି ସୃଷ୍ଟି ହେବ
ପିଏମ୍ ଗତି ଶକ୍ତି ଓ ସାଗରମାଳା ପ୍ରକଳ୍ପ ବନ୍ଦର କ୍ଷେତ୍ରର ଜୀବନ୍ୟାସ କରିଛି
ଭୁବନେଶ୍ୱର: ଲଜିଷ୍ଟିକ୍ କ୍ଷେତ୍ରରେ!-->!-->!-->!-->!-->!-->!-->!-->!-->…
ଏଚ୍ଟେକ୍ ପକ୍ଷରୁ ଓଡ଼ିଶାରେ ଅନର୍୯୦ ୫ଜିର ଶୁଭାରମ୍ଭ
ଭୁବନେଶ୍ୱର : ଏକ ବିସ୍ତୃତ ସମାଧାନ ପ୍ରଦାନକାରୀ ଏଚ୍ଟେକ୍ ପକ୍ଷରୁ ଓଡ଼ିଶାରେ ଅନର୍୯୦ ୫ଜିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏଆଇ ବ୍ଲଗ୍ ମାଷ୍ଟର୍ ଥିବା ଏକ ଆକର୍ଷଣୀୟ ୨୦୦ ଏମ୍ପି ମେନ୍ କ୍ୟାମେରା ଓ ୩୮୪୦ ଏଚ୍ଜେଡ୍ ପିଡବ୍ଲ୍ୟୁଏମ୍ ଡିମିଙ୍ଗ୍ ଟେକ୍ନୋଲୋଜି ସହ ଶିଳ୍ପ ଅଗ୍ରଣୀ!-->…
ଛାତ୍ରଛାତ୍ରୀଙ୍କ ଠାରୁ ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସଙ୍କୁ ମିଳୁଛି ଉତ୍ସାହ ଜନକ ସମର୍ଥନ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଆଜି ଉପକୁଳ ଓଡିଶାର ୩ଟି ଜିଲ୍ଲା ପୁରୀ, କେନ୍ଦ୍ରାପଡା ଏବଂ ଜଗତ୍ସିଂହପୁରରେ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୭ଟି କଲେଜ ଏବଂ ୨ଟି!-->…
ମାତ୍ର ୫ ଦିନରେ ୫୦୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ କଲା ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ
କଟକ: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଆଜି କଟକର ୮ଟି କଲେଜ ଏବଂ ୨ଟି ସ୍କୁଲରେ ପହଁଚି ୭୨ଟି ଆଇଡିଆ ସଂଗ୍ରହ କରିଛନ୍ତି, ଯେଉଁଥିରେ ୮୫୮ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଉଭୟ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୩୦ଟି!-->…
ଓଡ଼ିଶା ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଖୋର୍ଦ୍ଧାର ବିଭିନ୍ନ ସ୍କୁଲ୍ ଭ୍ରମଣ କରିବା ସହ ଏହାର ଯାତ୍ରା ଆରମ୍ଭ କରିଛି
ସମୁଦାୟ୧୦ଟି ସ୍କୁଲରୁ ୧୧୧ଟି ଆଇଡ଼ିଆ ସଂଗ୍ରହ
୧୦ଟି ସ୍କୁଲର ୮୭୬ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଏକ ଉଲ୍ଲେଖନୀୟ ପଦକ୍ଷେପ, ଓଡ଼ିଶା ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଆଜିଠାରୁ ଖୋର୍ଦ୍ଧାର ବିଭିନ୍ନ ସ୍କୁଲ୍ ଭ୍ରମଣ କରିବା ସହ ଏହାର ଯାତ୍ରା ଆରମ୍ଭ କରିଛି ।!-->!-->!-->!-->!-->!-->!-->…
ଖୋର୍ଦ୍ଧାରେ ସଫଳତା ପରେ କଟକରେ ପହଂଚିଛି ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ
କଟକ: ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ, ଜିଲ୍ଲାସ୍ତରରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଲାଗି ଚଳିତ ସେପ୍ଟେମ୍ବର ୧୬ ତାରିଖ ଶନିବାର ଦିନ କଟକ ଜିଲ୍ଲାରେ ପହଂଚିଛି । ଖୋର୍ଦ୍ଧା ଗସ୍ତର ସଫଳତା ପରେ ଏହି କାର୍ଯ୍ୟକ୍ରମ ବର୍ତମାନ!-->…
ଶୁକ୍ରବାରଠାରୁ ଆରମ୍ଭ ହେବ ଷ୍ଟାର୍ଟଅପ୍ ଏକ୍ସପ୍ରେସ ୨୦୨୩
ତିନି ଦିନରେ ଷ୍ଟାର୍ଟଅପ୍ ଯାତ୍ରା ୩୯ଟି ଶିକ୍ଷାନୁଷ୍ଠାନରରେ ପହଁଚି, ୩୬୦ଟି ନୂତନ ଷ୍ଟାର୍ଟଅପ୍ ଆଇଡ଼ିଆ ସଂଗ୍ରହ କରିଛିଭୁୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଔଦ୍ୟୋଗିକତାର ଭାବନା ଉଦ୍ରେକ ନିମନ୍ତେ ଷ୍ଟାର୍ଟଅପ୍ ଏକ୍ସପ୍ରେସ ୨୦୨୩ ଶୁକ୍ରବାରଠାରୁ ଆରମ୍ଭ ହୋଇ ଖୋର୍ଦ୍ଧା!-->…
ଦ୍ୱିତୀୟ ଦିନରେ ୧୨୭ଟି ନୂତନ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି ଷ୍ଟାର୍ଟଅପ୍ ଓଡ଼ିଶା
ଦ୍ୱିତୀୟ ଦିନରେ ଯାତ୍ରା ୧୧ଟି ଶିକ୍ଷାନୁଷ୍ଠାନର, ୧୦୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ସହ ୧୨୭ଟି ନୂତନ ଷ୍ଟାର୍ଟଅପ୍ ଆଇଡ଼ିଆ ସଂଗ୍ରହ କରିଛି
ଭୁୁବନେଶ୍ୱର: ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨୦୨୩ ଏହାର ଆକର୍ଷଣୀୟ ଯାତ୍ରାର ଶୁଭାରମ୍ଭ ଗତକାଲିଠାରୁ ଆରମ୍ଭ ହୋଇଥିବାବେଳେ ଆଜି!-->!-->!-->…
ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରାର ଆକର୍ଷଣୀୟ ଶୁଭାରମ୍ଭ ସହ ବିପୁଳ ପରିମାଣରେ ଉତ୍ସାହୀ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ପ୍ରଥମ ଦିନରେ ଯାତ୍ରା ୧୫ଟି ଶିକ୍ଷାନୁଷ୍ଠାନର, ୧୫୦୦ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ସହ ୧୦୭ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ
ଭୁୁବନେଶ୍ୱର: ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨୦୨୩ ଏହାର ଆକର୍ଷଣୀୟ ଯାତ୍ରାର ଶୁଭାରମ୍ଭ ଆଜିଠାରୁ ଆରମ୍ଭ କରିଛି ଯେଉଁଥିରେ ଭୁବନେଶ୍ୱରର ବହୁ!-->!-->!-->…
ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗ୍ସିପ୍ ଅଭିଯାନ ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ ୨୦୨୩ର ଶୁଭାରମ୍ଭ
ଏହା ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଔଦ୍ୟୋଗିକତାକୁ ବିକଶିତ କରିବା ଏବଂ ଓଡିଶାର ବିଦ୍ୟାଳୟ, କଲେଜ ଛାତ୍ରଛାତ୍ରୀ, ଓ ଉଦ୍ଭାବକମାନଙ୍କଠାରୁ ନୂଆ ବିଚାରଧାରାଗୁଡିକୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି ।
ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍!-->!-->!-->!-->…