Sign in
Sign in
Recover your password.
A password will be e-mailed to you.
Browsing Category
ବଜାର
ଏୟାରଟେଲ୍ ପକ୍ଷରୁ “ଏୟାରଟେଲ୍ ଆଇକ୍ୟୁ ରିଚ୍’ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଟେଲିକମ କଂପାନି ଏୟାରଟେଲ୍ ପକ୍ଷରୁ ପ୍ରଥମ ସ୍ୱୟଂ ସେବା (ସେଲ୍ଫ ସର୍ଭ) ମାର୍କେଟିଂ ଯୋଗାଯୋଗ ପ୍ଲାଟଫର୍ମ ଏୟାରଟେଲ୍ ଆଇକ୍ୟୁ ରିଚ୍ର ଶୁଭାରମ୍ଭ କରାଯାଇଛି । ଏହା ବ୍ୟାବସାୟିକ ସଂସ୍ଥା / ବ୍ରାଣ୍ଡ୍ଗୁଡ଼ିକୁ ବ୍ୟକ୍ତିଗତ ଯୋଗାଯୋଗ ଜରିଆରେ ପୂର୍ବ!-->…
ଗୋପାଳପୁର ବେଳାଭୂମି ନିକଟରେ ଜୋନ୍ ବାଏ ଦି ପାର୍କର ଶୁଭାରମ୍ଭ ସହ ଓଡ଼ିଶାରେ ପ୍ରବେଶ କରିଛି ଆପିଜେ ସୁରେନ୍ଦ୍ର ପାର୍କ…
ଗୋପାଳପୁର: ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲ୍ସ ପକ୍ଷରୁ ଗର୍ବର ସହ ପୂର୍ବ ଭାରତର ସବୁଠୁ ସ୍ୱଚ୍ଛ ବେଳାଭୂମି ଓ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଗୋପାଳପୁରରେ ନୂଆ ହୋଟେଲ୍ ଜୋନ୍ ବାଏ ଦି ପାର୍କ ଗୋପାଳପୁରର ଶୁଭାରମ୍ଭ କରାଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ!-->…
ଅଶୋଧିତ ପେଟ୍ରୋଲ ଡିଜେଲ ତୈଳ କମ୍ ଉତ୍ପାଦନ କରିବ ସାଉଦିଆରବ
ସାଉଦୀ ଆରବ ଜୁଲାଇ ମାସରେ ଦୈନିକ ଏକ ନିୟୁତ ବ୍ୟାରେଲ ତୈଳ କମ୍ ଉତ୍ପାଦନ କରିବ ବୋଲି ଘୋଷଣା କରିଛି । ଭିଏନାରରେ ତୈଳ ରପ୍ତାନୀକାରୀ ଦେଶ ସଂଗଠନ ବୈଠକ ପରେ ଏହି ଘୋଷଣା କରାଯାଇଛି । ସାଉଦୀ ଆରବ ଏହାର ତୈଳ ଉତ୍ପାଦନ ହ୍ରାସ କରିବା ବିଷୟ ନିଜ ତରଫରୁ ନିଷ୍ପତ୍ତି ନେଇଛି । ସାଉଦୀ ଆରବ!-->…
ଏନ୍ଆଇଆର୍ଏଫ୍ ରାଙ୍କିଂରେ ଓଡ଼ିଶାର ଏହି ସବୁ ଶିକ୍ଷାନୁଷ୍ଠାନ
ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ର୍ୟାଙ୍କିଙ୍ଗ୍ତାଲିକା ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁପ୍ରକାଶିତ ୧୦୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ରାଜ୍ୟର ୪ଟି ବିଶ୍ୱବିଦ୍ୟାଳୟସ୍ଥାନ ପାଇଛି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ!-->…
ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୮୩ ଟଙ୍କା ୫୦ ପଇସା ହ୍ରାସ
ଦେଶରେ ୧୯ କିଲୋଗ୍ରାମ ବ୍ୟାବସାୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରରମୂଲ୍ୟ ୮୩ ଟଙ୍କା ୫୦ ପଇସା ହ୍ରାସ ପାଇଛି । ଦିଲ୍ଲୀରେ ବର୍ତ୍ତମାନ ୧୯କିଲୋଗ୍ରାମ ବ୍ୟାବସାୟିକ ଏଲ୍.ପି.ଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୭ଶହ ୭୩ଟଙ୍କା ଥିବାବେଳେ କୋଲକାତାରେ ୧୮୭୫, ମୁମ୍ବାଇରେ ୧୭୨୫ ଓଚେନ୍ନାଇରେ ୧୯୩୭!-->…
ରାଜ୍ୟରେ ବିଜୁଳି କାଟ୍ ହେଉନାହିଁ ବରଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ସମସ୍ୟା – ବିଭାଗୀୟ ମନ୍ତ୍ରୀ ପ୍ରତାପ…
ରାଜ୍ୟରେ ବିଦ୍ୟୁତ୍କାଟ୍କୁ ନେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀଦେବ କହିଛନ୍ତି, ରାଜ୍ୟରେ ବିଜୁଳି କାଟ୍ ହେଉନାହିଁ ବରଂ ଯାନ୍ତ୍ରିକ ତ୍ରୁଟିଯୋଗୁଁ ଏହି ସମସ୍ୟା ଉପୁଜୁଛି । ସେ କହିଛନ୍ତି, କାଳବୈଶାଖୀର ପ୍ରଭାବରେଓଭରଲୋଡିଂ ଏବଂ କେତେକ ସ୍ଥାନରେ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବା!-->!-->!-->…
‘ବିକଶିତ ଭାରତ ଆଟ୍ ୨୦୪୭ : ଟିମ୍ ଇଣ୍ଡିଆର ଭୂମିକା’
ନୀତି ଆୟୋଗ ଗଭର୍ଣ୍ଣିଙ୍ଗ୍ କାଉନ୍ସିଲ୍ର ଅଷ୍ଟମ ବୈଠକ ପ୍ରଗତି ମଇଦାନର କନ୍ଭେନ୍ସନ ସେଣ୍ଟରରେ ଚାଲିଛି । ଏହି ବୈଠକରେ ‘ବିକଶିତ ଭାରତ ଆଟ୍ ୨୦୪୭ : ଟିମ୍ ଇଣ୍ଡିଆର ଭୂମିକା’ ଉପରେ ଆଲୋକପାତ କରାଯାଉଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’ ନୀତି ଆୟୋଗ ଚେୟାରମ୍ୟାନ୍ ଭାବେ!-->…
ଆସନ୍ତା ଶୁକ୍ରବାରଠାରୁ ନୟାଗଡ଼ ଟାଉନ୍ ଏବଂ ଭଦ୍ରକ ମଧ୍ୟରେ ଏକ
ନୂଆ ପାସେଞ୍ଜର ମେମୁ ଟ୍ରେନ୍ ନିୟମିତ ଚଳାଚଳ କରିବ
ଆସନ୍ତା ଶୁକ୍ରବାରଠାରୁ ନୟାଗଡ଼ ଟାଉନ୍ ଏବଂ ଭଦ୍ରକ ମଧ୍ୟରେ ଏକନୂଆ ପାସେଞ୍ଜର ମେମୁ ଟ୍ରେନ୍ ନିୟମିତ ଚଳାଚଳ କରିବ । ଏନେଇପୂର୍ବତଟ ରେଳବାଇ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିଅନୁଯାୟୀ ଆସନ୍ତାକାଲି ଅପରାହ୍ଣରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାରଉଦ୍ଘାଟନ!-->…
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପର୍ଯ୍ୟଟନ ବିଭାଗ ଓ ଯୋଜନା
ଏବଂ ସଂଯୋଜନ ବିଭାଗର ଖର୍ଚ୍ଚ ଦାବି ଆଗତ କରାଯାଇଛି
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପର୍ଯ୍ୟଟନ ବିଭାଗ ଓ ଯୋଜନାଏବଂ ସଂଯୋଜନ ବିଭାଗର ଖର୍ଚ୍ଚ ଦାବି ଆଗତ କରାଯାଇଛି । ପର୍ଯ୍ୟଟନମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏବଂ ଯୋଜନା ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ରଢୋଲକିଆ ନିଜ ନିଜ ବିଭାଗର ଖର୍ଚ୍ଚ ଦାବି ଆଗତ କରିବା ପରେ ଦୀର୍ଘସମୟ ଧରି ଗୃହରେ ଏହା ଉପରେ!-->…
ଚଳିତବର୍ଷ ଫେବୃୟାରୀ ୨୮ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭
ବେରୋଜଗାର
ଚଳିତବର୍ଷ ଫେବୃୟାରୀ ୨୮ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭ବେରୋଜଗାର ଯୁବକ ଯୁବତୀ କର୍ମନିୟୋଜନ କାର୍ଯ୍ୟାଳୟ ଗୁଡ଼ିକରେନାମ ପଞ୍ଜିକରଣ କରିଛନ୍ତି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀପ୍ରୀତିରଂଜନ ଘଡ଼ାଇ ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି । ସେକହିଛନ୍ତି ବେରୋଜଗାର!-->…