Browsing Category

ବଜାର

ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ

ଷ୍ଟାର୍ଟଅପ୍‌, ନବସୃଜନକାରୀଙ୍କୁ ନିବେଶକ, ମେଂଟରଙ୍କ ସହ ଯୋଡ଼ିବ ଏହି ୧୪ ଦିନିଆ କାର୍ନିଭାଲ୍‌ରେ ମେଂଟରିଂ, ବୈଠକ ଓ ସମ୍ମିଳନୀ ଆଦି ଆୟୋଜନ କରାଯିବଭୁବନେଶ୍ୱର: ଭାରତ ସରକାରଙ୍କ ନିତି ଆୟୋଗର ଅଟଳ ଇନୋଭେସନ ମିସନ ସମର୍ଥିତ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ…

ସାଭ୍‌ଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନର ନୂଆ ସଙ୍ଗୀତ ‘ହାଥ୍ ଧୋନା କୁଲ୍ ହୈ’

ଭୁବନେଶ୍ୱର : ସାଭ୍‌ଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନ ‘ହାଥ୍ ଧୋନା କୁଲ୍ ହୈ’ ନାମକ ଏକ ସଙ୍ଗୀତ ଉପସ୍ଥାପନ କରିବା ଲାଗି ଦ ଧାରାବି ଡ୍ରିମ୍ ପ୍ରୋଜେକ୍ଟର ପ୍ରତିଭାଶାଳୀ ପିଲାମାନଙ୍କୁ ଓ ଲୋକପ୍ରିୟ ରାପ୍ କଳାକାର ଏମିୱେ ବଂଟାଇଙ୍କୁ ଏକତ୍ରିତ କରିଛି । ଏହା ହେଉଛି ଏକ ସଙ୍ଗୀତ ଯାହା ଭାରତର…

ଇନୋ ପକ୍ଷରୁ ଇନୋ ଚିୱି ବାଇଟ୍‌ସର ଶୁଭାରମ୍ଭ

ଭୁବନେଶ୍ୱର: ହାଲିଅନ୍ (ପୂର୍ବରୁ ଗ୍ଲାକ୍ସୋସ୍ମିଥ୍‌କ୍ଲାଇନ୍ କଞ୍ଜ୍ୟୁମର ହେଲ୍‌ଥକେୟାର ଭାବେ ପରିଚିତ)ର ଏକ ଅଗ୍ରଣୀ ଡାଇଜେଷ୍ଟିଭ୍ ବ୍ରାଣ୍ଡ ଇନୋ ଭାରତରେ ଏହାର ପ୍ରଥମ ଧରଣର ଚିୱେବୁଲ୍ ଆଂଟାସିଡ୍ ‘ଇନୋ ଚିୱି ବାଇଟ୍‌ସ୍‌’ର ଶୁଭାରମ୍ଭ ଘୋଷଣା କରିଛି । ଏହା ଦୁଇଟି ସ୍ୱାଦିଷ୍ଟ ଫ୍ଲେଭର…

ପଟିଆରେ ନୂଆ ସାମସଙ୍ଗ ସ୍ମାର୍ଟ କାଫେ ଉଦଘାଟିତ

ସାମସଙ୍ଗର ସବୁ ଉତ୍ପାଦ ଯଥା ସ୍ମାର୍ଟଫୋନ, ଟାବଲେଟ, ଲାପଟପ, ଘଂଟା, ଆକ୍‌ସେସୋରି ଆଦି ଗୋଟିଏ ସ୍ଥାନରେ ଉପଲବ୍ଧ ଭୁବନେଶ୍ୱର : ସେଲନେଟ ଟେଲିଲିଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ପଟିଆଠାରେ ଶୁକ୍ରବାର ସାମସଙ୍ଗ ସ୍ମାର୍ଟ କାଫେର ଭବ୍ୟ ଉଦଘାଟନ କରାଯାଇଛି, ଯାହା ଗ୍ରାହକଙ୍କୁ…

ପାଟ୍‌ନାରେ ନିଜର ପ୍ରଥମ ଫ୍ଲାଗ୍‌ସିପ୍ ଷ୍ଟୋର୍ ଉନ୍ମୋଚନ କରିଛି ତସଭା

ଭୁବନେଶ୍ୱର: ଆଦିତ୍ୟ ବିର୍‌ଲା ଫ୍ୟାଶନ ଆଣ୍ଡ ରିଟେଲ୍ ଲିମିଟେଡ୍‌, ଲୋକପ୍ରିୟ ଡିଜାଇନର୍ ତରୁଣ ତାହିଲିଆନିଙ୍କ ସହ ସହଭାଗିତାରେ ଐତିହାସିକ ସହର ପାଟ୍‌ନାଠାରେ ନିଜର ମେନ୍‌ସ ଇଣ୍ଡିଆନ୍ ୱେୟାର ବ୍ରାଣ୍ଡ, ତସଭାର ଶୁଭାରମ୍ଭ ଘୋଷଣା କରିଛି । ଏହି ଷ୍ଟୋର୍‌କୁ ପ୍ରଖ୍ୟାତ ଡିଜାଇନର୍ ତରୁଣ…

ଓଡିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବୁଟକ୍ୟାମ୍ପ ଆୟୋଜିତ

ଭୁବନେଶ୍ୱର, ୮ ନଭେମ୍ବର ୨୦୨୩: ଓଡିଶା ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ ପକ୍ଷରୁ ଆଜି ରାଜ୍ୟର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବୁଟକ୍ୟାମ୍ପ ଆୟୋଜିତ ହୋଇଯାଇଛି, ଯେଉଁଥିରେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରୀ…

ନେକ୍ସସ୍ ଏସ୍‌ପ୍ଲାନେଡ୍‌ରେ ହାଇସ୍ପିଡ୍ ଇଭି ଚାର୍ଜିଙ୍ଗ୍ ଷ୍ଟେଶନ ଉନ୍ମୋଚନ କରିଛି ଷ୍ଟାଟିକ୍‌

ଭୁବନେଶ୍ୱର : ଭାରତର ଅତ୍ୟାଧୁନିକ ଇଭି ଚାର୍ଜିଙ୍ଗ୍ ନେଟ୍‌ୱର୍କ ଷ୍ଟାଟିକ୍ ପକ୍ଷରୁ ଆଜି ଭୁବନେଶ୍ୱରର ନେକ୍ସସ୍ ଏସ୍‌ପ୍ଲାନେଡ୍‌ଠାରେ ଏହାର ଫାଷ୍ଟ୍ ଇଭି ଚାର୍ଜିଙ୍ଗ୍ ଷ୍ଟେଶନର ଶୁଭାରମ୍ଭ କରାଯାଇଛି । ଏହି ରଣନୈତିକ ପଦକ୍ଷେପ ଭାରତରେ ଇଭି ଚାର୍ଜିଙ୍ଗ୍ ପରିଦୃଶ୍ୟକୁ ବୈପ୍ଳବିକ କରିବା ଏବଂ…

୨୪କେ ଡିଜିଟାଲ ସୁନା ଉପରେ ଫୋନପେ ପକ୍ଷରୁ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର୍‌ର ଘୋଷଣା

ଭୁବନେଶ୍ୱର: ଧନତେରସ ଏବଂ ଦୀପାବଳୀର ପାର୍ବଣ ଋତୁ ପାଇଁ ଫୋନପେ ପକ୍ଷରୁ ୨୪କ୍ୟାରେଟ ସୁନା ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର ଘୋଷଣା କରାଯାଇଛି । ଗ୍ରାହକମାନେ ଫୋନପେ ରୁ ସର୍ବନିମ୍ନ ୧୦୦୦ଟଙ୍କା ମୂଲ୍ୟର ଡିଜିଟାଲ ସୁନା କିଣିଲେ ୩୦୦୦ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ କ୍ୟାଶବ୍ୟାକ ଅଫର୍‌ର ଲାଭ…

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ଚଳିତ ସପ୍ତାହରେ ୧୯୦ରୁ ଉର୍ଦ୍ଧ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ପୂଜା ଛୁଟି ପରେ ପୁଣି ଆରମ୍ଭ ହୋଇ ଚଳିତ ସପ୍ତାହରେ ରାଜ୍ୟର ୭ଟି ଜିଲ୍ଲାର ୧୩ଟି ସ୍କୁଲ ଏବଂ କଲେଜରେ ପହଞ୍ଚିଛି । ଗତ ସପ୍ତାହରେ ଯାତ୍ରା ମଧ୍ୟମରେ ୧୩ଟି ବୁଟକ୍ୟାମ୍ପ ଆୟୋଜନ କରାଯାଇ, ୧୨୭୯ ଜଣ…

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୭୦ରୁ ଉର୍ଦ୍ଧ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଦ୍ୱାରା ପୂଜା ଛୁଟି ପରେ ପୁଣି ସ୍କୁଲ ଏବଂ କଲେଜ ଗୁଡିକୁ ଯାତ୍ରାର ଆରମ୍ଭ ହୋଇଛି । ଗତ ୩ଦିନ ମଧ୍ୟରେ ଯାତ୍ରା ପକ୍ଷରୁ ୪ଟି ଜିଲ୍ଲାରେ ୬ଟି ବୁଟକ୍ୟାମ୍ପ ଆୟୋଜନ କରାଯାଇଛି। ଏହି ଯାତ୍ରା…