Browsing Category

ବଜାର

ଇଣ୍ଡସ ଆପଷ୍ଟୋରରେ ଯୋଗଦେଲେ ପ୍ରମୁଖ ଗେମ ଡେଭଲପର

ଭୁବନେଶ୍ୱର: ଭାରତର ନିଜସ୍ୱ ଆଣ୍ଡ୍ରଏଡ୍ ଭିତିକ ମୋବାଇଲ୍ ଆପ୍ ଷ୍ଟୋର୍ ଇଣ୍ଡସ୍ ଆପ୍‌ଷ୍ଟୋର ଅଗ୍ରଣୀ ଗେମ୍ ଡେଭଲପର୍ସଙ୍କ ଯୋଗଦାନ ଘୋଷଣା କରିଛି, ଯାହା ସାରା ଦେଶରେ ଉପଭୋକ୍ତାଙ୍କ ପାଇଁ ଗେମିଂ ଅନୁଭୂତିରେ ବୈପ୍ଳବିକ ପରିବର୍ତନ ଆଣିଛି । ଡ୍ରିମ୍ ୧୧, ନାଜାରା ଟେକ୍ନୋଲୋଜି, ଏ୨୩, ଏମପିଏଲ,

ଓଡ଼ିଶା ମିଲେଟସ୍‌ ମିଶନକୁ ‘ମିଲେଟସ୍‌ର ପ୍ରୋତ୍ସାହନ ପାଇଁ ଗ୍ଲୋବାଲ ମଡେଲ୍‌’ ପୁରସ୍କାର

ହାଇଦ୍ରାବାଦ/ଭୁବନେଶ୍ୱର, ୨୮/୧୧/୨୦୨୩ -ଓଡ଼ିଶା ମିଲେଟସ୍‌ ମିଶନକୁ ‘ମିଲେଟସ୍‌ର ପ୍ରୋତ୍ସାହନ ପାଇଁ ଗ୍ଲୋବାଲ ମଡେଲ୍‌’ ପୁରସ୍କାର ମିଳିଛି । ଇଣ୍ଡିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ମିଲେଟସ୍‌ ରିସର୍ଚ୍ଚ ଦ୍ୱାରା ହାଇଦ୍ରାବାଦଠାରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ୫.୦ ଅବସରରେ

ଭୁବନେଶ୍ୱରରେ ଲିପ୍ ଆହେଡ୍ ଷ୍ଟାର୍ଟଅପ୍ ସମିଟ୍ ଆୟୋଜିତ

ଭୁବନେଶ୍ୱର: ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ଓ ଦି ଇଣ୍ଡସ୍ ଏଂଟ୍ରପ୍ରେନ୍ୟୋର୍ସ (ଟାଇ ଦିଲ୍ଲୀ-ଏନ୍‌ସିଆର୍‌) ଏକ ବିସ୍ତୃତ ସହଭାଗିତାରେ ଲିପ୍ ଆହେଡ୍ ଅଭିଯାନକୁ ଭୁବନେଶ୍ୱର ଆଣିଛନ୍ତି । ଟାଇ ଦିଲ୍ଲୀ-ଏନ୍‌ସିଆର୍ ଭୁବନେଶ୍ୱରରେ ଲିପ୍ ଆହେଡ୍ ଷ୍ଟାର୍ଟଅପ୍

ଭାରତରେ ଗେମିଙ୍ଗ୍‌ରୁ କ୍ୟାରିୟର ସୁଯୋଗ ଓ ଆୟରେ ବୃଦ୍ଧି ଘଟିଛି:ଏଚପି ଅଧ୍ୟୟନ

ଭୁବନେଶ୍ୱର: ଏଚ୍‌ପି ଇଣ୍ଡିଆ ଗେମିଙ୍ଗ ଲ୍ୟାଣ୍ଡସ୍କେପ୍ ଷ୍ଟଡି ୨୦୨୩ ଅନୁଯାୟୀ, ଇସ୍ପୋର୍ଟସ୍ ଶିଳ୍ପର ଅଭିବୃଦ୍ଧି ବିବିଧ କ୍ୟାରିୟର ସୁଯୋଗ ଓ ବର୍ଦ୍ଧିତ ଆୟ ସହିତ ଭାରତୀୟ ଗେମର୍ ସମୁଦାୟକୁ ଲାଭାନ୍ୱିତ କରୁଛି । ଭାରତର ୧୫ଟି ସହରରେ ୩୦୦୦ ଗେମରଙ୍କୁ ସାମିଲ କରିଥିବା ଏହି ଅଧ୍ୟୟନ ଆଲୋକପାତ

ଆଇଟିସି ଭିଭେଲ୍‌ର ନୂଆ କ୍ୟାମ୍ପେନରେ ସୋନମ୍ କପୁର

ଭୁବନେଶ୍ୱର: ସୋନମ୍ କପୁର ଆଇଟିସି ଭିଭେଲ୍ ପାଇଁ ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ଏହାର ବ୍ରାଣ୍ଡ୍ ଦୁନିଆରେ ପ୍ରବେଶ କରିଛନ୍ତି, ଯିଏକି ଆଇଟିସି ଭିଭେଲ୍ ର ନୂଆ ଟିଭିସିରେ ଅଭିନୟ କରିଛନ୍ତି । ବ୍ରାଣ୍ଡ ଡେଭିଡ୍ ଦ୍ୱାରା ପରିକଳ୍ପିତ ଏହି କ୍ୟାମ୍ପେନକୁ ଏଭଳି ଏକ ପୃଷ୍ଠଭୂମି ଉପରେ ପ୍ରସ୍ତୁତ

ବାଲେଶ୍ୱରରେ ବଜାଜ୍ ଆଲିଆଞ୍ଜ ଜେନେରାଲ୍ ଇନ୍ସ୍ୟୁରାନ୍ସର ନୂଆ ଅଫିସ୍ ଉଦଘାଟିତ

ଭୁବନେଶ୍ୱର/ ବାଲେଶ୍ୱର: ଭାରତର ପ୍ରମୁଖ ପ୍ରାଇଭେଟ ଜେନେରାଲ ଇନ୍ସ୍ୟୁରାନ୍ସ ପ୍ରଦାନକାରୀ ବଜାଜ ଆଲିଆଞ୍ଜ ଜେନେରାଲ ଇନ୍ସ୍ୟୁରାନ୍ସ ବାଲେଶ୍ୱର, ଓଡ଼ିଶାରେ ନିଜର ଏକ ନୂଆ ଅଫିସ ଉଦଘାଟନ କରିଛି । ଏହି ରଣନୀତିକ ବିସ୍ତାରର ଲକ୍ଷ ହେଉଛି ଭାରତର ଟିୟର ୨ ଏବଂ ଟିୟର ୩ ସହରଗୁଡ଼ିକରେ ବୀମା

ଇନଲ୍ୟାଣ୍ଡ ୱାଟରୱେଜ ଅଥୋରିଟି ଅଫ୍ ଇଣ୍ଡିଆ ସହ ଏମ୍‌ଓୟୁ ସ୍ୱାକ୍ଷର କରିଛି ଆମାଜନ ଇଣ୍ଡିଆ

ଭୁବନେଶ୍ୱର: ଆମାଜନ ଇଣ୍ଡିଆ ଏବଂ ବନ୍ଦର, ପରିବହନ ଓ ଜଳପଥ ମନ୍ତ୍ରଣାଳୟ ଅଧିନରେ ଥିବା ଇନଲ୍ୟାଣ୍ଡ ୱାଟରୱେଜ ଅଥୋରିଟି ଅଫ୍ ଇଣ୍ଡିଆ (ଆଇଡବ୍ଲ୍ୟୁଏଆଇ) ମଧ୍ୟରେ ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ଗ୍ରାହକଙ୍କ ପ୍ୟାକେଜଗୁଡ଼ିକର ପରିବହନ କ୍ଷେତ୍ରରେ ଏକ ପରିବର୍ତନଶୀଳ ଯାତ୍ରା ଆରମ୍ଭ କରିବା ପାଇଁ ଏକ

ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ

ଷ୍ଟାର୍ଟଅପ୍‌, ନବସୃଜନକାରୀଙ୍କୁ ନିବେଶକ, ମେଂଟରଙ୍କ ସହ ଯୋଡ଼ିବ ଏହି ୧୪ ଦିନିଆ କାର୍ନିଭାଲ୍‌ରେ ମେଂଟରିଂ, ବୈଠକ ଓ ସମ୍ମିଳନୀ ଆଦି ଆୟୋଜନ କରାଯିବଭୁବନେଶ୍ୱର: ଭାରତ ସରକାରଙ୍କ ନିତି ଆୟୋଗର ଅଟଳ ଇନୋଭେସନ ମିସନ ସମର୍ଥିତ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ

ସାଭ୍‌ଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନର ନୂଆ ସଙ୍ଗୀତ ‘ହାଥ୍ ଧୋନା କୁଲ୍ ହୈ’

ଭୁବନେଶ୍ୱର : ସାଭ୍‌ଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନ ‘ହାଥ୍ ଧୋନା କୁଲ୍ ହୈ’ ନାମକ ଏକ ସଙ୍ଗୀତ ଉପସ୍ଥାପନ କରିବା ଲାଗି ଦ ଧାରାବି ଡ୍ରିମ୍ ପ୍ରୋଜେକ୍ଟର ପ୍ରତିଭାଶାଳୀ ପିଲାମାନଙ୍କୁ ଓ ଲୋକପ୍ରିୟ ରାପ୍ କଳାକାର ଏମିୱେ ବଂଟାଇଙ୍କୁ ଏକତ୍ରିତ କରିଛି । ଏହା ହେଉଛି ଏକ ସଙ୍ଗୀତ ଯାହା ଭାରତର

ଇନୋ ପକ୍ଷରୁ ଇନୋ ଚିୱି ବାଇଟ୍‌ସର ଶୁଭାରମ୍ଭ

ଭୁବନେଶ୍ୱର: ହାଲିଅନ୍ (ପୂର୍ବରୁ ଗ୍ଲାକ୍ସୋସ୍ମିଥ୍‌କ୍ଲାଇନ୍ କଞ୍ଜ୍ୟୁମର ହେଲ୍‌ଥକେୟାର ଭାବେ ପରିଚିତ)ର ଏକ ଅଗ୍ରଣୀ ଡାଇଜେଷ୍ଟିଭ୍ ବ୍ରାଣ୍ଡ ଇନୋ ଭାରତରେ ଏହାର ପ୍ରଥମ ଧରଣର ଚିୱେବୁଲ୍ ଆଂଟାସିଡ୍ ‘ଇନୋ ଚିୱି ବାଇଟ୍‌ସ୍‌’ର ଶୁଭାରମ୍ଭ ଘୋଷଣା କରିଛି । ଏହା ଦୁଇଟି ସ୍ୱାଦିଷ୍ଟ ଫ୍ଲେଭର