Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ପାଟ୍ନାରେ ନିଜର ପ୍ରଥମ ଫ୍ଲାଗ୍ସିପ୍ ଷ୍ଟୋର୍ ଉନ୍ମୋଚନ କରିଛି ତସଭା
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଫ୍ୟାଶନ ଆଣ୍ଡ ରିଟେଲ୍ ଲିମିଟେଡ୍, ଲୋକପ୍ରିୟ ଡିଜାଇନର୍ ତରୁଣ ତାହିଲିଆନିଙ୍କ ସହ ସହଭାଗିତାରେ ଐତିହାସିକ ସହର ପାଟ୍ନାଠାରେ ନିଜର ମେନ୍ସ ଇଣ୍ଡିଆନ୍ ୱେୟାର ବ୍ରାଣ୍ଡ, ତସଭାର ଶୁଭାରମ୍ଭ ଘୋଷଣା କରିଛି । ଏହି ଷ୍ଟୋର୍କୁ ପ୍ରଖ୍ୟାତ ଡିଜାଇନର୍ ତରୁଣ!-->…
ଓଡିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବୁଟକ୍ୟାମ୍ପ ଆୟୋଜିତ
ଭୁବନେଶ୍ୱର, ୮ ନଭେମ୍ବର ୨୦୨୩: ଓଡିଶା ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ ପକ୍ଷରୁ ଆଜି ରାଜ୍ୟର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବୁଟକ୍ୟାମ୍ପ ଆୟୋଜିତ ହୋଇଯାଇଛି, ଯେଉଁଥିରେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରୀ!-->…
ନେକ୍ସସ୍ ଏସ୍ପ୍ଲାନେଡ୍ରେ ହାଇସ୍ପିଡ୍ ଇଭି ଚାର୍ଜିଙ୍ଗ୍ ଷ୍ଟେଶନ ଉନ୍ମୋଚନ କରିଛି ଷ୍ଟାଟିକ୍
ଭୁବନେଶ୍ୱର : ଭାରତର ଅତ୍ୟାଧୁନିକ ଇଭି ଚାର୍ଜିଙ୍ଗ୍ ନେଟ୍ୱର୍କ ଷ୍ଟାଟିକ୍ ପକ୍ଷରୁ ଆଜି ଭୁବନେଶ୍ୱରର ନେକ୍ସସ୍ ଏସ୍ପ୍ଲାନେଡ୍ଠାରେ ଏହାର ଫାଷ୍ଟ୍ ଇଭି ଚାର୍ଜିଙ୍ଗ୍ ଷ୍ଟେଶନର ଶୁଭାରମ୍ଭ କରାଯାଇଛି । ଏହି ରଣନୈତିକ ପଦକ୍ଷେପ ଭାରତରେ ଇଭି ଚାର୍ଜିଙ୍ଗ୍ ପରିଦୃଶ୍ୟକୁ ବୈପ୍ଳବିକ କରିବା ଏବଂ!-->…
୨୪କେ ଡିଜିଟାଲ ସୁନା ଉପରେ ଫୋନପେ ପକ୍ଷରୁ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର୍ର ଘୋଷଣା
ଭୁବନେଶ୍ୱର: ଧନତେରସ ଏବଂ ଦୀପାବଳୀର ପାର୍ବଣ ଋତୁ ପାଇଁ ଫୋନପେ ପକ୍ଷରୁ ୨୪କ୍ୟାରେଟ ସୁନା ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର ଘୋଷଣା କରାଯାଇଛି । ଗ୍ରାହକମାନେ ଫୋନପେ ରୁ ସର୍ବନିମ୍ନ ୧୦୦୦ଟଙ୍କା ମୂଲ୍ୟର ଡିଜିଟାଲ ସୁନା କିଣିଲେ ୩୦୦୦ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ କ୍ୟାଶବ୍ୟାକ ଅଫର୍ର ଲାଭ!-->…
ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ଚଳିତ ସପ୍ତାହରେ ୧୯୦ରୁ ଉର୍ଦ୍ଧ ଆଇଡିଆ ସଂଗ୍ରହ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ପୂଜା ଛୁଟି ପରେ ପୁଣି ଆରମ୍ଭ ହୋଇ ଚଳିତ ସପ୍ତାହରେ ରାଜ୍ୟର ୭ଟି ଜିଲ୍ଲାର ୧୩ଟି ସ୍କୁଲ ଏବଂ କଲେଜରେ ପହଞ୍ଚିଛି । ଗତ ସପ୍ତାହରେ ଯାତ୍ରା ମଧ୍ୟମରେ ୧୩ଟି ବୁଟକ୍ୟାମ୍ପ ଆୟୋଜନ କରାଯାଇ, ୧୨୭୯ ଜଣ!-->…
ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ୭୦ରୁ ଉର୍ଦ୍ଧ ଆଇଡିଆ ସଂଗ୍ରହ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଦ୍ୱାରା ପୂଜା ଛୁଟି ପରେ ପୁଣି ସ୍କୁଲ ଏବଂ କଲେଜ ଗୁଡିକୁ ଯାତ୍ରାର ଆରମ୍ଭ ହୋଇଛି । ଗତ ୩ଦିନ ମଧ୍ୟରେ ଯାତ୍ରା ପକ୍ଷରୁ ୪ଟି ଜିଲ୍ଲାରେ ୬ଟି ବୁଟକ୍ୟାମ୍ପ ଆୟୋଜନ କରାଯାଇଛି। ଏହି ଯାତ୍ରା!-->…
୨୫୦୦୦ ପିନ୍କୋଡ୍ରେ ପହଂଚିଛି ଓପୋ ଇଣ୍ଡିଆର ସେଣ୍ଡ୍-ଇନ୍ ମରାମତି ସେବା
ଭୁବନେଶ୍ୱର : ଓପୋ ଇଣ୍ଡିଆ ଏହାର ସେବା କେନ୍ଦ୍ର ୩.୦ ସହାୟତାରେ ବିକ୍ରୟ-ପରବର୍ତୀ ସେବାରେ ବିପ୍ଳବ ଆଣିଛି ଯାହାକି ପିକ୍ଅପ୍ ଓ ଡ୍ରପ୍ ସେବା ସହିତ ସମଗ୍ର ଭାରତରେ ୨୫୦୦୦ ପିନ୍କୋଡ୍କୁ ବିସ୍ତାର ହୋଇଛି । ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଓପୋ ଇଣ୍ଡିଆ ସଫ୍ଟୱେୟାର ସମସ୍ୟା, ସ୍କ୍ରିନ୍ ଓ!-->…
୩ୟ ତ୍ରୈମାସରେ ୧୧୪୭ ଟନ୍ରେ ପହଂଚିଛି ସୁନା ଚାହିଦା
ଭୁବନେଶ୍ୱର: ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲ୍ର ୩ୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍ସ ରିପୋର୍ଟରୁ ଜଣାପଡ଼ିଛି ଯେ, କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଏକ ଐତିହାସିକ ବେଗରେ କ୍ରୟ ବଜାୟ ରଖିଥିବାରୁ ତ୍ରୈମାସିକ ସୁନା ଚାହିଦା (ଓଟିସି ବ୍ୟତୀତ)୧୧୪୭ ଟନ୍ରେ ପହଂଚିଛି । ଯାହାକି ଏହାର ୫ ବର୍ଷର!-->…
ଡକ୍ଟର ରେଡ୍ଡିସ୍ ପକ୍ଷରୁ ‘ସେଲେବିଡା ୱେଲ୍ନେସ୍’ର ଶୁଭାରମ୍ଭ
ଭୁବନେଶ୍ୱର: ଏକ ଆନ୍ତର୍ଜାତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ ଡକ୍ଟର ରେଡ୍ଡିସ୍ ଲାବୋରୋଟୋରିଜ୍ ଲିମିଟେଡ୍ ପକ୍ଷରୁ ଏହାର ମାଲିକାନାରେ ଥିବା ସହାୟକ କମ୍ପାନୀ ସ୍ୱାସ୍ ୱେଲ୍ନେସ୍ ଲିମିଟେଡ୍ ଦ୍ୱାରା ଏହାର ପ୍ରଥମ ଡାଇରେକ୍ଟ-ଟୁ-କଞ୍ଜ୍ୟୁମର (ଡି୨ସି) ଇକମର୍ସ ୱେବ୍ସାଇଟ୍ ‘ସେଲେବିଡା!-->…
ନୂଆ ଓପୋଏ୭୯ ୫ଜିର ଶୁଭାରମ୍ଭ
ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ ଏହାର ନୂତନ ସ୍ମାର୍ଟଫୋନ୍ ଏ୭୯ ୫ଜିର ଶୁଭାରମ୍ଭ କରାଯାଇଛି, ଯାହାକୁ ଏକ ପ୍ରିମିୟମ ୫ଜି ଡିଭାଇସ୍ର ସନ୍ଧାନ କରୁଥିବା ଗ୍ରାହକଙ୍କ ପାଇଁ ନିର୍ମାଣ କରାଯାଇଛି । ଏହି ଡିଭାଇସ୍ର ମୂଲ୍ୟ ୧୯,୯୯୯ଟଙ୍କା ରହିଛି ଏବଂ ଏହା ଚଳିତ ଅକ୍ଟୋବର ୨୮ ତାରିଖରୁ ଓପୋ!-->…