Browsing Category

ବାଣିଜ୍ୟ

ଏନ୍‌ଟିପିସି ପକ୍ଷରୁ ପିଏନ୍‌ଜି ନେଟ୍‌ୱର୍କରେ ଭାରତର ପ୍ରଥମ ଗ୍ରିନ୍ ହାଇଡ୍ରୋଜେନ ମିଶ୍ରଣ ପରିଚାଳନାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବବୃହତ ବିଦ୍ୟୁତ ଉତ୍ପାଦନକାରୀ ଏନ୍‌ଟିପିସି ଲିମିଟେଡ୍ ପକ୍ଷରୁ ଭାରତର ପ୍ରଥମ ଗ୍ରିନ୍ ହାଇଡ୍ରୋଜେନ୍ ବ୍ଲେଣ୍ଡିଂ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଗୁଜରାଟର ସୁରଟରେ ଥିବା ଏନ୍‌ଟିପିସି କବାସ୍ ଟାଉନ୍‌ସିପ୍‌ର ପାଇପ୍‌ଡ ନାଚୁରାଲ୍ ଗ୍ୟାସ୍ (ପିଏନ୍‌ଜି) ନେଟ୍‌ୱର୍କରେ

ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଚଳନ୍ତୀ ଖାତା ଖୋଲିବା ଲାଗି ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଓପୋନ୍ ସହିତ ସହଯୋଗିତା

ଭୁବନେଶ୍ୱର: ଦେଶର ତୃତୀୟ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହାର ଏମ୍‌ଏସ୍‌ଏମ୍‌ଇ, ଫ୍ରିଲାନ୍‌ସର, ହୋମ୍‌ପ୍ରେନ୍ୟୁଅର, ଇନ୍‌ଫ୍ଲୁଏନ୍‌ସର ଭଳି ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଚଳନ୍ତୀ ଖାତା ଖୋଲିବା ସୁବିଧା ପ୍ରଦାନ କରିବା ପାଇଁ ବିଶ୍ୱର ଦ୍ରୁତ

ଆଦାନି ସିମେଂଟ୍ ପକ୍ଷରୁ ପଶ୍ଚିମବଙ୍ଗ, ଓଡ଼ିଶା ଓ ବିହାରରେ ଉନ୍ନତ ଗ୍ରିନ୍ କଙ୍କ୍ରିଟ୍ ସମାଧାନ “ଏସିସି ଇକୋମ୍ୟାକ୍ସ”ର…

ଭୁବନେଶ୍ୱର: ଆଦାନି ଗ୍ରୁପ୍‌ର ଅଂଶ ତଥା ଆଦାନି ସିମେଂଟ୍‌ର ସିମେଂଟ୍ ଓ କୋଠା ଉପକରଣ କଂପାନି ଏସିସି ଲିିମିଟେଡ୍ ପକ୍ଷରୁ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶା ବଜାରରେ ଉନ୍ନତ ଗ୍ରିନ୍ କଙ୍କ୍ରିଟ୍ ସମାଧାନ “ଏସିସି ଇକୋମ୍ୟାକ୍ସ’ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଗ୍ରିନ୍ କଙ୍କ୍ରିଟ୍ ସମାଧାନର

ବନ୍ଧନ ବ୍ୟାଙ୍କ ପକ୍ଷରୁ ନୂଆ ବ୍ରାଣ୍ଡ୍ ଅଭିଯାନ-ଜହାଁ ବନ୍ଧନ, ୱହାଁ ଟ୍ରଷ୍ଟ୍ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କର ବ୍ରାଣ୍ଡ୍ ଆମ୍ବାସାଡର କ୍ରିକେଟ୍ କିମ୍ବଦନ୍ତୀ ସୌରଭ ଗାଙ୍ଗୁଲିଙ୍କୁ ନେଇ ନୂଆ ସମନ୍ୱିତ ମାର୍କେଟିଂ ଅଭିଯାନର ଶୁଭାରମ୍ଭ କରାଯାଇଛି । “ଜହାଁ ବନ୍ଧନ, ୱହାଁ ଟ୍ରଷ୍ଟ୍‌’ ଅଭିଯାନ ସାତ ବର୍ଷରେ

ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ନୂଆବର୍ଷରେ ସର୍ବଭାରତୀୟ ସ୍ତରରେ ବୃକ୍ଷରୋପଣ ଅଭିଯାନ ଆୟୋଜିତ

ଭୁବନେଶ୍ୱର: ପୂର୍ବ ଭାରତର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ନୂତନ ଆଶା ଓ କୃତଜ୍ଞତା ସହ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଏକ ସର୍ବଭାରତୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେନ୍‌କୋ ଟିମ୍ ତରଫରୁ ଏହାର କୋଲକାତା ଷ୍ଟୋରରେ ୩୦୦ ବୃକ୍ଷ

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଜୟପୁରରେ “ଗ୍ରାହକ ସମ୍ପର୍କ କେନ୍ଦ୍ର’ ଉଦ୍‌ଘାଟିତ

ବ୍ର୍ରହ୍ମପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଜୟପୁରରେ ଏକ ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ମୁଖ୍ୟ

ଗ୍ରାମୀଣ ଓଡ଼ିଶାରେ ନିରନ୍ତର ଜୀବନଜୀବିକା ସୁଯୋଗ ସୃଷ୍ଟି କରୁଛି ଡିସିବି ବ୍ୟାଙ୍କ

ଭୁବନେଶ୍ୱର: ଗ୍ରାମୀଣ ଓଡ଼ିଶାରେ ଲୋକମାନଙ୍କ ପାଇଁ ନିରନ୍ତର ଜୀବନଜୀବିକା ସୃଷ୍ଟି କରିବା ଦିଗରେ ଡିସିବି ବ୍ୟାଙ୍କ କାର୍ଯ୍ୟ କରୁଛି । ଓଡ଼ିଶାର କଟକ ଜିଲ୍ଲାର ବାଙ୍କି ବ୍ଲକ୍‌ର ଗ୍ରାମାଂଚଳରେ ଭୂତଳ ଜଳ ଉପଲବ୍ଧତାରେ ଉନ୍ନତି ଆଣିବା ଉପରେ ବ୍ୟାଙ୍କ ଗୁରୁତ୍ୱାରୋପ କରଛି । ଏହି ଅଭିଯାନରେ ଗତ

ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ସର୍ବଭାରତୀୟ କଳା, ହସ୍ତକଳା ଓ ସାହିତ୍ୟ ପ୍ରତିଯୋଗିତା “ସ୍ପ୍ଲାସ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ତୃତୀୟ ସର୍ବବୃହତ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ୭-୧୪ ବର୍ଷ ବୟସର ପିଲାଙ୍କ ପାଇଁ ଏକ ସର୍ବଭାରତୀୟ କଳା, ହସ୍ତକଳା ଓ ସାହିତ୍ୟ ପ୍ରତିଯୋଗିତା “ସ୍ପ୍ଲାସ୍‌’ର ଶୁଭାରମ୍ଭ କରାଯାଇଛି । ଏହି ସର୍ବଭାରତୀୟ ପ୍ରତିଯୋଗିତାରେ ପ୍ରତି ପିଲା ଯେଭଳି ଅଂଶଗ୍ରହଣ କରିପାରିବେ

ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ପକ୍ଷରୁ ଭୁବନେଶ୍ୱରରେ ନୂତନ କେନ୍ଦ୍ରର ଶୁଭାରମ୍ଭ

ଭୁବନେଶ୍ୱର : ସିକେ ବିର୍ଲା ହେଲ୍‌ଥକେୟାର ପକ୍ଷରୁ ଅନୁଜ ଟାଇମ୍ସ ସ୍କୋୟାର, ଜନପଥ, ସହିଦ ନଗର, ଖୋର୍ଦ୍ଧା, ଭୁବନେଶ୍ୱରରେ ଏହାର ବ୍ୟାପକ ଫର୍ଟିଲିଟି ସେଂଟର ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍‌ର ଶୁଭାରମ୍ଭ କରାଯାଇଛି । ରାଜ୍ୟରେ ଏହା ଗ୍ରୁପ୍‌ର ପ୍ରଥମ କେନ୍ଦ୍ର ଯାହା ଫର୍ଟିଲିଟି ସମସ୍ୟା

ଓଡିଶାରେ ଦୁଇଟି ନୂଆ ରିଟେଲ୍ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରିଛି ଆଥର୍ ଏନର୍ଜି

ଭୁବନେଶ୍ୱର : ଭାରତର ପ୍ରଥମ ଇଂଟେଲିଜେଂଟ୍ ଇଲେକ୍‌ଟ୍ରିକ୍ ସ୍କୁଟର୍ ମାନୁଫ୍ୟାକ୍‌ଚରର୍ ଆଥର୍ ଏନର୍ଜି ପକ୍ଷରୁ ଭୁବନେଶ୍ୱରର ପଟିଆସ୍ଥିତ ମାଗ୍ନେଟିକ୍ ସ୍କୋୟାର୍ ଏବଂ କଟକରେ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଂଟର୍‌ର ଉଦ୍‌ଘାଟନ କରାଯାଇଛି । ଏହି ନୂଆ ଆଉଟ୍‌ଲେଟ୍ ଦୁଇଟିକୁ ଜ୍ୟୋତି ମୋଟର୍ସ ସହ