Browsing Category

ବାଣିଜ୍ୟ

ଋଣ ବଜାରରେ ମହିଳା ଗ୍ରାହକଙ୍କ ସଂଖ୍ୟା ବଢ଼ୁଛି: ଟ୍ରାନ୍ସୟୁନିୟନ୍ ସିବିଲ୍ ରିପୋର୍ଟ

ଗତ ପାଂଚ ବର୍ଷରେ ସକ୍ରିୟ ମହିଳା ଋଣଗ୍ରହୀତାଙ୍କ ସଂଖ୍ୟାରେ ବାର୍ଷିକ ହାରାହାରି ୧୫% ବୃଦ୍ଧିଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ପ୍ରତିବର୍ଷ ମହିଳା ଋଣଗ୍ରହୀତାଙ୍କୁ ନେଇ ରିପୋର୍ଟ ଜାରି କରାଯାଉଛି । ଚଳିତ ବର୍ଷ ଜାରି ହୋଇଥିବା

ଟିପିଏନ୍‌ଓଡିଏଲ୍ ପକ୍ଷରୁ ୫୨ତମ ଜାତୀୟ ସୁରକ୍ଷା ସପ୍ତାହର ପ୍ରଥମ ଦିନ “ଲାଇନ୍‌ମ୍ୟାନ୍ ଦିବସ’ ଭାବେ ପାଳନ

ଭୁବନେଶ୍ୱର: ଟାଟା ପାୱାର ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ପ୍ରବଳ ଉତ୍ସାସ ଓ ଉଦ୍ଦୀପନା ସହ ଲାଇନ୍‌ମ୍ୟାନ୍ ଦିବସ ଓ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ

ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳର ମଧୁପୁରାରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

୫ ସ୍ୱାସ୍ଥ୍ୟ ଶିବିରରେ ୪୦୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସାବାଲିଆପାଳ: ପ୍ରକଳ୍ପ ପାରିପାଶ୍ୱିର୍କ ଅଂଚଳର ଲୋକମାନଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରିବାର ନିରନ୍ତର ଉଦ୍ୟମକୁ ଆଗକୁ ବଢ଼ାଇ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ (ଏସ୍‌ପିପିଏଲ୍‌) ପକ୍ଷରୁ ଟାଟା ଷ୍ଟିଲ୍

ପ୍ରତିଷ୍ଠାତା ଦିବସ: ଟାଟା ଷ୍ଟିଲ୍ ପକ୍ଷରୁ ଜେଏନ୍ ଟାଟାଙ୍କୁ ୧୮୪ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଚଳିତ ବର୍ଷ ପ୍ରତିଷ୍ଠାତାଙ୍କ ଦିବସର ବିଷୟବସ୍ତୁ “ଗ୍ରିନୋଭେସନ-ମେକ୍ ଟୁମରୋ ଗ୍ରିନ୍‌’ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଏହାର ପ୍ରତିଷ୍ଠାତା ତଥା “ଭାରତୀୟ ଶିଳ୍ପର ଜନକ’ ଭାବେ ପରିଚିତ କିମ୍ବଦନ୍ତୀ ଜାମସେତଜୀ ନୁସେରୱାନଜୀ ଟାଟାଙ୍କୁ ତାଙ୍କ ୧୮୪ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ସୋନମ କପୁର ଆହୁଜାଙ୍କୁ ନେଇ ହଗିସ୍‌ର ନୂଆ “ହଗିସ୍ ଫ୍ଲିପ୍ ଆଣ୍ଡ୍ ଡିପ୍ ଚ୍ୟାଲେଞ୍ଜ’ ଅଭିଯାନ

ଭୁବନେଶ୍ୱର: କିମ୍ବର୍ଲି କ୍ଲାର୍କର ଲୋକପ୍ରିୟ ବ୍ରାଣ୍ଡ୍ ହଗିସ୍ ପକ୍ଷରୁ ଏହାର “ୱି ଗଟ୍ ୟୁ, ବେବି’ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଲାଗି ବଲିଉଡ୍ ଅଭିନେତ୍ରୀ ତଥା ନିକଟରେ ମା’ ହୋଇଥିବା ସୋନମ କପୁର ଆହୁଜାଙ୍କ ସହ ସହଯୋଗିତା ସ୍ଥାପନ କରାଯିବା ସହ ହଗିସ୍ କମ୍ପ୍ଲିଟ୍ କମ୍ଫର୍ଟ ବର୍ଗମାଳାର

ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ୧୮୪ତମ ପ୍ରତିଷ୍ଠାତା ଦିବସ ପାଳିତ

କଳିଙ୍ଗନଗର: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ) ପକ୍ଷରୁ ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନାରେ ଜାମସେଟ୍‌ଜୀ ନସରୱାନଜୀ ଟାଟାଙ୍କ ୧୮୪ତମ ଜୟନ୍ତୀକୁ ପ୍ରତିଷ୍ଠାତା ଦିବସ ଭାବେ ଶୁକ୍ରବାର ପାଳନ କରାଯାଇଛି । ଭେଣ୍ଡର ପାର୍ଟନର କର୍ମଚାରୀମାନଙ୍କ ପାଇଁ ଇଞ୍ଜିନିୟରିଂ ଆଣ୍ଡ୍

ଡିଭ୍‌ଗି ଟର୍କଟ୍ରାନ୍ସଫର୍ ସିଷ୍ଟମ୍‌ସ ଲିମିଟେଡ୍ ପକ୍ଷରୁ ୧୨ ଆଙ୍କର୍ ନିବେଶକଙ୍କଠାରୁ ଇକ୍ୱିଟି ସେୟାର ପିଛା ୫୯୦…

ଭୁବନେଶ୍ୱର: ଡିଭ୍‌ଗି ଟର୍କଟ୍ରାନ୍ସଫର୍ ସିଷ୍ଟମ୍‌ସ ଲିମିଟେଡ୍ ଇକ୍ୱିଟି ସେୟାର ପିଛା ୫୯୦ ଟଙ୍କା (୫୮୫ ଟଙ୍କିଆ ଇକ୍ୱିଟି ସେୟାର ଉପରେ ପ୍ରିମିୟମ୍ ସହ) ୩୧,୪୩,୨୯୦ ଇକ୍ୱିଟି ସେୟାର ଜାରି କରି ୧୨ ଆଙ୍କର୍ ନିବେଶକଙ୍କଠାରୁ ୧୮୫.୪୫ କୋଟି ଟଙ୍କା ହାସଲ କରିଛି ।ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ସିଟିବ୍ୟାଙ୍କ ଇଣ୍ଡିଆର କଂଜ୍ୟୁମର ବ୍ୟବସାୟର ଅଧିଗ୍ରହଣ ସମାପନ

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ସିଟି ବ୍ୟାଙ୍କ ଇଣ୍ଡିଆର କଂଜ୍ୟୁମର ବ୍ୟବସାୟର ଅଧିଗ୍ରହଣ ପ୍ରକ୍ରିୟା ସମାପନ କରାଯାଇଛି । ସିସିଆଇ ଅନୁମୋଦନ ମିଳିବାର ୭ ମାସ ମଧ୍ୟରେ ଏହି ବୁଝାମଣାକୁ କାର୍ଯ୍ୟକାରୀ କରି ଆକ୍ସିସ୍ ବ୍ୟାଙ୍କ ଏହାର

ସ୍ୱଚ୍ଛ ଇନ୍ଧନ ବ୍ୟବହାର କରିବା ପାଇଁ ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଗେଲ୍ (ଇଣ୍ଡିଆ) ସହ ଏମ୍‌ଓୟୁ ସ୍ୱାକ୍ଷରିତ

ଟିଏସ୍‌ଏମଏଲ୍‌ର କଟକ ସ୍ଥିତ ଫେରୋ ଆଲଏଜ୍ କାରଖାନାକୁ ଗୁଜରାଟରୁ ଆସିବ ନାଚୁରାଲ୍ ଗ୍ୟାସ୍‌ କାର୍ବନ୍ ଫୁଟ୍‌ପ୍ରିଂଟ୍ ହ୍ରାସ ପାଇଁ ଚିରସ୍ଥାୟୀ ଉପକ୍ରମଭୁବନେଶ୍ୱର: ନିଜ ପରିଚାଳନା କ୍ଷେତ୍ରରେ କାର୍ବନ ଫୁଟ୍‌ପ୍ରିଂଟ୍ ହ୍ରାସ କରିବାର ପ୍ରତିବଦ୍ଧତାକୁ ଦୋହରାଇ କଟକର ଆଠଗଡ଼ ସ୍ଥିତ ଫେରୋ ଆଲଏଜ୍

ଜେ ଏନ୍ ଟାଟା: ଏକ ସ୍ୱାବଲମ୍ବୀ ଦେଶ ଗଠନର ଦୂରଦ୍ରଷ୍ଟା

ଜେ ଏନ୍ ଟାଟାଙ୍କ ୧୮୪ତମ ଜୟନ୍ତୀ ଅବସରରେଭୁବନେଶ୍ୱର: ଭାରତୀୟ ଶିଳ୍ପ କ୍ଷେତ୍ରରେ କିଛି ହାତଗଣତି ଦୂରଦ୍ରଷ୍ଟା ରହିଛନ୍ତି ଯେଉଁମାନେ ଭାରତରେ କେବଳ ଶିଳ୍ପ କ୍ଷେତ୍ରର ଶୁଭାରମ୍ଭ କରିନାହାନ୍ତି ବରଂ ସାମାଜିକ ବିକାଶ ଏବଂ ଦାତବ୍ୟ କାର୍ଯ୍ୟ କରିବାର ମୂଳଦୁଆ ମଧ୍ୟ ସ୍ଥାପନ କରିଛନ୍ତି