Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ପାର୍ବଣ ଋତୁରେ ସୂର୍ୟ୍ୟା ରୋଶନୀ ପାର୍ବଣ ଲାଇଟିଂ କଲେକ୍ସନ୍ ଲଞ୍ଚ କରିଛି
ଭୁବନେଶ୍ୱର : ସୂର୍ୟ୍ୟା ରୋଶନୀ ଏହାର କାର୍ଯ୍ୟର 50ତମ ବର୍ଷରେ ଲାଇଟିଂ, ଫ୍ୟାନ୍, ହୋମ୍ ଆପ୍ଲାଏନ୍ସ, ଷ୍ଟିଲ୍ ପାଇପ୍ ଏବଂ ପିଭିସି ପାଇପ୍ ପାଇଁ ଭାରତର ସବୁଠାରୁ ସମ୍ମାନଜନକ ଏବଂ ବିଶ୍ୱସ୍ତ ବ୍ରାଣ୍ଡଗୁଡ଼ିକ ମଧ୍ୟରୁ ଅନ୍ୟତମ।
ଭାରତର ଲାଇଟିଂ ଉତ୍ପାଦର ସର୍ବବୃହତ୍ ବ୍ରାଣ୍ଡେଡ୍ ଉତ୍ପାଦକ!-->!-->!-->…
ସିଆଇଆଇ ଖଣି ଓ ନିର୍ମାଣ ଉପକରଣ ସମ୍ମିଳନୀରେ ଦୀର୍ଘସ୍ଥାୟୀ ଖଣି ଅଭ୍ୟାସ ଉପରେ ଆଲୋଚନା
ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଆସନ୍ତା ଅକ୍ଟୋବର ୧୯ ତାରିଖରେ ଭୁବନେଶ୍ୱରରେ ନ୍ୟାଶନାଲ ମାଇନିଙ୍ଗ ଆଣ୍ଡ କନ୍ଷ୍ଟ୍ରକ୍ଶନ ଇକ୍ୱିପ୍ମେଂଟ୍ ସମିଟ୍ (ଜାତୀୟ ଖଣି ଓ ନିର୍ମାଣ ଉପକରଣ ସମ୍ମିଳନୀ)ର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ମ୍ୟାଟେରିଆଲ!-->…
ସିଟ୍ରୋନ୍ ପକ୍ଷରୁ ଏହାର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ମିଡ୍ ସାଇଜ୍ ଏସ୍ୟୁଭି ସି୩ ଏୟାରକ୍ରସ୍ ଏସ୍ୟୁଭିର ଶୁଭାରମ୍ଭ
ଭୁବନେଶ୍ୱର: ଫ୍ରେଂଚ୍ କାର୍ ନିର୍ମାତା ସିଟ୍ରୋନ୍ର ନୂତନ ଅଫରିଙ୍ଗ୍, ବହୁପ୍ରତିକ୍ଷୀତ ସି୩ ଏୟାରକ୍ରସ୍ ଏସ୍ୟୁଭି ଏବେ ଭାରତରେ ୯.୯୯ ଲକ୍ଷ ଟଙ୍କା (ଏକ୍ସଶୋ’ରୁମ୍-ନୂଆଦିଲ୍ଲୀ)ର ଏକ ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେଉଛି । ନୂଆ ସିଟ୍ରୋନ୍ ସି୩ ଏୟାରକ୍ରସ୍!-->…
ସିଆଇଆଇ ପକ୍ଷରୁ ଭୁବନେଶ୍ୱରରେ ଲଜିଷ୍ଟିକ୍ସ ସମ୍ମିଳନୀ ଆୟୋଜିତ
ଲଜିଷ୍ଟିକ୍ରେ ମହିଳାଙ୍କ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି: ବାଣିଜ୍ୟ ସଚିବ
୨୦୨୫ ସୁଦ୍ଧା ଲଜିଷ୍ଟିକ କ୍ଷେତ୍ରରେ ୧.୨ ନିୟୁତ ନିଯୁକ୍ତି ସୃଷ୍ଟି ହେବ
ପିଏମ୍ ଗତି ଶକ୍ତି ଓ ସାଗରମାଳା ପ୍ରକଳ୍ପ ବନ୍ଦର କ୍ଷେତ୍ରର ଜୀବନ୍ୟାସ କରିଛି
ଭୁବନେଶ୍ୱର: ଲଜିଷ୍ଟିକ୍ କ୍ଷେତ୍ରରେ!-->!-->!-->!-->!-->!-->!-->!-->!-->…
ଛାତ୍ରଛାତ୍ରୀଙ୍କ ଠାରୁ ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସଙ୍କୁ ମିଳୁଛି ଉତ୍ସାହ ଜନକ ସମର୍ଥନ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଆଜି ଉପକୁଳ ଓଡିଶାର ୩ଟି ଜିଲ୍ଲା ପୁରୀ, କେନ୍ଦ୍ରାପଡା ଏବଂ ଜଗତ୍ସିଂହପୁରରେ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୭ଟି କଲେଜ ଏବଂ ୨ଟି!-->…
ଓଡ଼ିଶା ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଖୋର୍ଦ୍ଧାର ବିଭିନ୍ନ ସ୍କୁଲ୍ ଭ୍ରମଣ କରିବା ସହ ଏହାର ଯାତ୍ରା ଆରମ୍ଭ କରିଛି
ସମୁଦାୟ୧୦ଟି ସ୍କୁଲରୁ ୧୧୧ଟି ଆଇଡ଼ିଆ ସଂଗ୍ରହ
୧୦ଟି ସ୍କୁଲର ୮୭୬ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଏକ ଉଲ୍ଲେଖନୀୟ ପଦକ୍ଷେପ, ଓଡ଼ିଶା ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଆଜିଠାରୁ ଖୋର୍ଦ୍ଧାର ବିଭିନ୍ନ ସ୍କୁଲ୍ ଭ୍ରମଣ କରିବା ସହ ଏହାର ଯାତ୍ରା ଆରମ୍ଭ କରିଛି ।!-->!-->!-->!-->!-->!-->!-->…
ଖୋର୍ଦ୍ଧାରେ ସଫଳତା ପରେ କଟକରେ ପହଂଚିଛି ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ
କଟକ: ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ, ଜିଲ୍ଲାସ୍ତରରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଲାଗି ଚଳିତ ସେପ୍ଟେମ୍ବର ୧୬ ତାରିଖ ଶନିବାର ଦିନ କଟକ ଜିଲ୍ଲାରେ ପହଂଚିଛି । ଖୋର୍ଦ୍ଧା ଗସ୍ତର ସଫଳତା ପରେ ଏହି କାର୍ଯ୍ୟକ୍ରମ ବର୍ତମାନ!-->…
ଶୁକ୍ରବାରଠାରୁ ଆରମ୍ଭ ହେବ ଷ୍ଟାର୍ଟଅପ୍ ଏକ୍ସପ୍ରେସ ୨୦୨୩
ତିନି ଦିନରେ ଷ୍ଟାର୍ଟଅପ୍ ଯାତ୍ରା ୩୯ଟି ଶିକ୍ଷାନୁଷ୍ଠାନରରେ ପହଁଚି, ୩୬୦ଟି ନୂତନ ଷ୍ଟାର୍ଟଅପ୍ ଆଇଡ଼ିଆ ସଂଗ୍ରହ କରିଛିଭୁୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଔଦ୍ୟୋଗିକତାର ଭାବନା ଉଦ୍ରେକ ନିମନ୍ତେ ଷ୍ଟାର୍ଟଅପ୍ ଏକ୍ସପ୍ରେସ ୨୦୨୩ ଶୁକ୍ରବାରଠାରୁ ଆରମ୍ଭ ହୋଇ ଖୋର୍ଦ୍ଧା!-->…
ଦ୍ୱିତୀୟ ଦିନରେ ୧୨୭ଟି ନୂତନ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି ଷ୍ଟାର୍ଟଅପ୍ ଓଡ଼ିଶା
ଦ୍ୱିତୀୟ ଦିନରେ ଯାତ୍ରା ୧୧ଟି ଶିକ୍ଷାନୁଷ୍ଠାନର, ୧୦୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ସହ ୧୨୭ଟି ନୂତନ ଷ୍ଟାର୍ଟଅପ୍ ଆଇଡ଼ିଆ ସଂଗ୍ରହ କରିଛି
ଭୁୁବନେଶ୍ୱର: ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨୦୨୩ ଏହାର ଆକର୍ଷଣୀୟ ଯାତ୍ରାର ଶୁଭାରମ୍ଭ ଗତକାଲିଠାରୁ ଆରମ୍ଭ ହୋଇଥିବାବେଳେ ଆଜି!-->!-->!-->…
ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରାର ଆକର୍ଷଣୀୟ ଶୁଭାରମ୍ଭ ସହ ବିପୁଳ ପରିମାଣରେ ଉତ୍ସାହୀ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ପ୍ରଥମ ଦିନରେ ଯାତ୍ରା ୧୫ଟି ଶିକ୍ଷାନୁଷ୍ଠାନର, ୧୫୦୦ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ସହ ୧୦୭ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ
ଭୁୁବନେଶ୍ୱର: ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨୦୨୩ ଏହାର ଆକର୍ଷଣୀୟ ଯାତ୍ରାର ଶୁଭାରମ୍ଭ ଆଜିଠାରୁ ଆରମ୍ଭ କରିଛି ଯେଉଁଥିରେ ଭୁବନେଶ୍ୱରର ବହୁ!-->!-->!-->…