Sign in
Sign in
Recover your password.
A password will be e-mailed to you.
Browsing Category
business
ଚଳିତବର୍ଷ ବଜେଟ୍ରେ ରେଳବାଇରେ ଓଡ଼ିଶା ପାଇଁ ୧୦ହଜାର୫୯୯ କୋଟି ଟଙ୍କାର ବ୍ୟୟବରାଦ
ଚଳିତବର୍ଷ ବଜେଟ୍ରେ ରେଳବାଇରେ ଓଡ଼ିଶା ପାଇଁ ୧୦ହଜାର୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ନୂଆଦିଲ୍ଲୀରେ ଆଭାସୀଜରିଆରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଏହି ସୂଚନା ଦେଇଛନ୍ତି ।
ରାଜ୍ୟରେ ଗତ ୧୦ବର୍ଷରେ ୨ହଜାର ୪୬ କିଲୋମିଟର ନୂଆରେଲୱେ ଟ୍ରାକ୍!-->!-->!-->…
ଆଗାମୀ ଦିନରେ ଶିଳ୍ପାୟନ ଦୃଷ୍ଟିକୋଣରୁ ଶୀର୍ଷ ୫ ସ୍ଥାନରେ ରହିବ ରାଜ୍ୟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଟାଇମ୍ସ ଗ୍ରୁପ ପକ୍ଷରୁ ଅନୁଷ୍ଠିତ ଟାଇମ୍ସ ବିଜନେସ ଆୱାର୍ଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଏହାକୁ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ୧୫ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି ।!-->…
ଫୋନ୍ପେ ପକ୍ଷରୁ ନୂତନବୀମା କଭରେଜ ଫାୟାରକ୍ରାକର୍
ଭୁବନେଶ୍ୱର: ଫୋନ୍ପେ ପକ୍ଷରୁ ଆଜି ଏହାର ଏକ ନୂଆ ବୀମା ଯୋଜନାର ଶୁଭାରମ୍ଭ କରାଯାଇଛି । ଯାହାକି ବାଣ ସମ୍ବନ୍ଧିତ କୌଣସି ପ୍ରକାରର ଦୁର୍ଘଟଣା ବିରୋଧରେ ବ୍ୟାପକ ସୁରକ୍ଷା ପ୍ରଦାନ କରିବା ସହ ଉପଭୋକ୍ତାଙ୍କୁ ଦୀପାବଳିର ଆଗାମୀ ପାର୍ବଣ ଋତୁ ସମୟରେ ସୁଲଭ ବୀମା କଭରେଜ ଦେଉଛି । କେବଳ ୯ ଟଙ୍କା!-->…
ଓପୋ ଇଣ୍ଡିଆର ନୂଆ ବ୍ରାଣ୍ଡ କ୍ୟାମ୍ପେନ ହାସ୍ଟ୍ୟାଗ ବିଶ୍ୱାସକାଦୀପ
ଭୁବନେଶ୍ୱର: ଚଳିତ ଦୀପାବଳିରେ ଓପୋ ଇଣ୍ଡିଆ ଏହାର ନୂଆ କ୍ୟାମ୍ପେନ ହାସ୍ଟ୍ୟାଗ ବିଶ୍ୱାସକାଦୀପ ସହିତ ପାର୍ବଣ ଉତ୍ସାହକୁ ବୃଦ୍ଧି କରିଛି । ଏକ ଚିତାକର୍ଷକ ଫିଲ୍ମ ଓ ନିୟୋଜିତ ଡିଜିଟାଲ ଅନୁଭୂତିଗୁଡିକର ଏକ ସିରିଜ ମାଧ୍ୟମରେ ଏହି କ୍ୟାମ୍ପେନ ଭାରତରେ ସ୍ୱତନ୍ତ୍ର ଦୀପାବଳି ଉତ୍ସବକୁ ଅନ୍ୱେଷଣ!-->…
ଆମାଜନ ପକ୍ଷରୁ ୩ଟି ନୂଆ ଫୁଲ୍ଫିଲମେଂଟ୍ ସେଂଟର୍ର ଶୁଭାରମ୍ଭ
ଭୁବନେଶ୍ୱର : ଆଗାମୀ ପାର୍ବଣ ଋତୁ ପାଇଁ ପ୍ରସ୍ତୁତିରେ ଆମାଜନ ଇଣ୍ଡିଆ ପକ୍ଷରୁ ଦିଲ୍ଲୀ ଏନ୍ସିଆର୍, ଗୌହାଟୀ ଓ ପାଟ୍ନାଠାରେ ୩ଟି ନୂଆ ଫୁଲ୍ଫିଲମେଂଟ୍ ସେଂଟର୍ର ଶୁଭାରମ୍ଭ ଘୋଷଣା କରାଯାଇଛି । ଆମାଜନର ବିଦ୍ୟମାନ ଫୁଲ୍ଫିଲମେଂଟ୍ ନେଟ୍ୱର୍କର ସମ୍ପ୍ରସାରଣ ସମେତ ଏହି ନୂଆ!-->…
ଏବେ ଆରମ୍ଭ ହୋଇଛି ଶକ୍ତିର ନୂତନ ଯୁଗ: ଶ୍ରୀପଦ ୱାଇ. ନାୟକ
ନୂଆଦିଲ୍ଲୀ : ଗ୍ରୀନ ହାଇଡ୍ରୋଜେନ (ଆଇସିଜିଏଚ୍-୨୦୨୪) ଉପରେ ତିନିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ସମାପ୍ତି ହୋଇଯାଇଛି । ଏହି ସମ୍ମିଳନୀର ବିଦାୟକାଳିନ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ୱାଇ ନାୟକ ସୂଚିତ କରିଛନ୍ତି ଯେ,!-->…
ରୟାଲ ଏନ୍ଫିଲ୍ଡ ପକ୍ଷରୁ ୨୦୨୪ କ୍ଲାସିକ ୩୫୦ର ଶୁଭାରମ୍ଭ
ଭୁବନେଶ୍ୱର : ରୟାଲ ଏନ୍ଫିଲ୍ଡ ପକ୍ଷରୁ ୨୦୨୪ କ୍ଲାସିକ ୩୫୦ର ଶୁଭାରମ୍ଭ କରାଯାଇଛି । ରୟାଲ ଏନ୍ଫିଲ୍ଡ କ୍ଲାସିକ ୩୫୦ ୨୦୦୮ରେ ପ୍ରଥମ ଶୁଭାରମ୍ଭ ପରଠାରୁ କ୍ଲାସିକ ଅଟୋମୋଟିଭ ଡିଜାଇନ, ସୌନ୍ଦର୍ଯ୍ୟ ଓ ନିର୍ମାଣ ସଂସ୍କୃତି ଏବଂ ରୟାଲ ଏନ୍ଫିଲ୍ଡର ଡିଏନ୍ଏର ମହତ୍ୱକୁ ଉପସ୍ଥାପନ!-->!-->!-->…
ଭାରତରେ ମାତ୍ର ୧୯,୯୯୯ଟଙ୍କାରେ ପୋକୋ ପ୍ୟାଡ୍ ୫ଜିର ବଜାର ପ୍ରବେଶ
ଭୁବନେଶ୍ୱର: ଭାରତର ଉପଭୋକ୍ତା ଟେକ୍ନୋଲୋଜି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ରାଣ୍ଡ ପୋକୋ ପକ୍ଷରୁ ଭାରତରେ ପୋକୋ ପ୍ୟାଡ ୫ଜି ର ସେଲ ଆରମ୍ଭ ହୋଇଥିବା ସମ୍ପର୍କରେ ଘୋଷଣା କରାଯାଇଛି ଯାହା ଅଗଷ୍ଟ ୨୮ ତାରିଖ ୨୦୨୪, ଦିନ ୧୨ଟାରୁ ଫ୍ଲିପ୍କାର୍ଟରେ ଉପଲବ୍ଧ ହେଉଛି । ଏହି ଡିଭାଇସ ସହିତ!-->…
ଭଲ ଭାବରେ ରନ୍ଧା ହୋଇଥିବା ଚିକେନ ଖାଇବା ପାଇଁ ହୋଇଥାଏ ସୁରକ୍ଷିତ
ରନ୍ଧା ଯାଇଥିବା ଖାଦ୍ୟ ମାଧ୍ୟମରେ ସଂକ୍ରମିତ ହୋଇପାରିବ ନାହିଁ ଫ୍ଲୁ ଭାଇରସ୍: ଅନୁସନ୍ଧାନଭୁବନେଶ୍ୱର : କେଏଫ୍ସି ଇଣ୍ଡିଆ ଗ୍ରାହକଙ୍କୁ ଖାଦ୍ୟ ସୁରକ୍ଷାର ସର୍ବୋଚ୍ଚ ସ୍ତର ପ୍ରଦାନ କରିବା ପାଇଁ ଦୃଢ ଭାବେ ପ୍ରତିବଦ୍ଧ ରହିଛି । ଭାରତର ସବୁଠାରୁ ବିଶ୍ୱସନୀୟ ରେଷ୍ଟୁରାଂଟ ବ୍ରାଣ୍ଡ ଭାବେ!-->…
ଏସବିଆଇ ଫୋନପେ ଜାଲିଆତି ମାମଲାରେ କୌଣସି କର୍ମଚାରୀଙ୍କ ସଂପୃକ୍ତି ନଥିବା ସ୍ପଷ୍ଟ କରିଛି ଫୋନପେ
ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲ୍ ପେମେଂଟ ଏବଂ ଆର୍ôଥକ ସେବା କମ୍ପାନୀ ଫୋନପେ\'ର ଅଧିକାରୀ ରୂପେ ପରିଚୟ ଦେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ରୁ ୧୬.୭୧ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପକ୍ଷରୁ ଜଣେ ମହିଳାଙ୍କ ସମେତ ୬ ଜଣକୁ ଗିରଫ!-->…