Browsing Category

ଆଶାର ଆଲୋକ

ଦେଶ ମାତୃକାର ବନ୍ଦନା

ଅଗଷ୍ଟ ୧୫ ତାରିଖ । ଆମ ଦେଶର ସ୍ୱାଧୀନତା ଦିବସ । ଏହି ଦିନରେ ଦେଶରେ ପରିବେଶ ପବିତ୍ରମୟ ହୋଇଯାଇ ଥାଏ ।  ଚାରିଆଡ଼େ ଶୁଭେ ବିଜୟର ଧ୍ୱନି ଓ ଦେଶ ମାତୃକାର ବନ୍ଦନା। ସ୍କୁଲ, କଲେଜ ଓ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ସହ ସମ୍ପୂର୍ଣ୍ଣ ଦେଶରେ ଭାରତର ଜାତୀୟ ପତାକା ଉତ୍ତୋଳନ କରାଯାଇଥାଏ। ବିଭିନ୍ନ…

ଭାରତର ନବଜନ୍ମ : ୧୫ ଅଗଷ୍ଟ

ଭାରତୀୟ ଇତିହାସରେ ୧୫ ଅଗଷ୍ଟର ଅନେକ ମହତ୍ତ୍ୱ ରହିଛି। ଦୀର୍ଘ ଦିନ ଧରି ଇଂରେଜ ଅତ୍ୟାଚାରରେ ନିଷ୍ପେସିତ ଥିବା ଆମ ଦେଶ ୧୯୪୭ ମସିହାର ଏହି ଦିନରେ ସ୍ୱାଧୀନ ହୋଇ ବିଜୟର ଧ୍ୱଜା ଉଡ଼ାଇଥିଲା। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ୧୫ ଅଗଷ୍ଟକୁ ଦେଶର ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଉଛି। ଏହି…

ପୁରାଣରେ ରାକ୍ଷୀର ବିଶିଷ୍ଟତା

ରେଶମୀ ସୂତାରେ ପ୍ରସ୍ତୁତ ହୋଇଥାଏ ରାକ୍ଷୀ। ହିନ୍ଦୁ ପରମ୍ପରାର ଏହା ଏକ ପବିତ୍ର ପର୍ବ। ଯାହାକୁ ପ୍ରତି ଘରେ ଖୁବ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ। ଭାଇ- ଭଣଣୀର ପବିତ୍ର ସଂପର୍କର ଏହା ଏକ ମଜବୁତ ସ୍ତମ୍ଭ। ଲୁହା ଠାରୁ ମଧ୍ୟ ଏହି ସଂପର୍କ ଅଧିକ ଶକ୍ତ। ଏଥିରେ ଭରି ରହିଥାଏ ଭଉଣୀର ପ୍ରଗାଢ…

ଭଲ ପାଇବାର ସାକ୍ଷୀ ପବିତ୍ର ‘ରାକ୍ଷୀ’

ପର୍ବ ଏହା ସ୍ନେହ ଓ ଶ୍ରଦ୍ଧାର। ଏହି ପବିତ୍ର ପର୍ବଟିକୁ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଇଥାଏ। ଭାଇ, ଭଉଣୀର ସ୍ନେହ ଏହି ପର୍ବ। ଯାହାକୁ କୁହାଯାଏ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଥାଏ, ମୁଣ୍ଡରେ ଲାଲ ରଙ୍ଗର ଟିକା ଲଗାଇଥାଏ ଓ ମିଠା…

ପବିତ୍ର ପୂର୍ଣ୍ଣିମା ‘ରାକ୍ଷୀ ପୂର୍ଣ୍ଣିମା’

ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନେକ ତାତ୍ପର୍ଯ୍ୟ ରହିଛି । ବହୁ ଆନନ୍ଦ, ଉଲ୍ଲାସର ସହ ଏଠାରେ ୧୨ ମାସରେ ୧୩ ଯାତ୍ରା ସହ ଅନେକ ପର୍ବପର୍ବାଣିକୁ ପାଳନ କରାଯାଇଥାଏ। ଏହାର ଶୁଭ ସଂଯୋଗ ଏପରି ଯେ ମନରେ ଏକ ବିଶ୍ୱାସ ଓ ସମ୍ମାନ ଆପେ ଆପେ ସୃଷ୍ଟି ହୋଇଥାଏ। ଏଭଳି କିଛି ପର୍ବ ମଧ୍ୟରୁ ଏକ…

କାଶ୍ମୀରର ଏବେ ଅଲଗା ରାଜ୍ୟ ନୁହଁ, ହଟିବ ଧାରା (ଅନୁଛେଦ)୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହ ରଖିଲେ…

କାଶ୍ମୀରରୁ ହଟିବ ଧାରା ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ କାଶ୍ମୀରର ଏବେ ଅଲଗା ରାଜ୍ୟ ନୁହଁ, ହଟିବ  ଧାରା(ଅନୁଛେଦ) ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ କାଶ୍ମୀରରୁ ହଟିବ ଧାରା ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ…

ବନ୍ଧୁତାର ଦିନ :  ଅଗଷ୍ଟମାସର ପ୍ରଥମ ରବିବାର

ଭଲପାଇବା, ବିଶ୍ୱାସ ଓ ପରସ୍ପର ମଧ୍ୟରେ ବୁଝମଣାର ସମ୍ପର୍କକୁ ବନ୍ଧୁତ୍ୱ କୁହାଯାଏ। ଫ୍ରେଣ୍ଡ୍‍ସିପ୍‍ ଡ଼େ’ ଅର୍ଥାତ୍‍ ବନ୍ଧୁତ୍ୱର ଦିନ। ବନ୍ଧୁତ୍ୱ ଜୀବନର ଏକ ଅଭିନ୍ନ ଅଙ୍ଗ, ବନ୍ଧୁ ବିନା ଜୀବନ ଅଧା ହୋଇଥାଏ। ଭାରତରେ ତ ପ୍ରାଚୀନ ସଭ୍ୟତା ଠାରୁ ହିଁ ବନ୍ଧତ୍ୱର ଅନେକ ଦୃଷ୍ଟାନ୍ତ ଦେଖିବାକୁ…

ଏହି ଗୁଣ ଥିବା ବ୍ୟକ୍ତିଙ୍କୁ ସମସ୍ତେ ବନ୍ଧୁ କରିବାକୁ ଇଚ୍ଛା କରନ୍ତି

ଅନେକ କଥା ରହିଥାଏ ଯାହା ଆମେ ପରିବାରରେ କାହାକୁ କହି ପାରି ନ ଥାଉ। ଏହି କାରଣରୁ ଆମେ ନିଜ  ଜୀବନରେ କିଛି ବନ୍ଧୁ କରିଥାଉ। ଯେଉଁମାନେ ଆମକୁ ବୁଝି ଥାଆନ୍ତି। ସେହି ବନ୍ଧୁଙ୍କ ସହ ଆମେ ସମସ୍ତ କଥା  ବାଣ୍ଟି ଥାଉ, ବୁଲିବାକୁ ଯାଇଥାଉ, ମସ୍ତି କରିଥାଉ। କିନ୍ତୁ ଅନେକ ବ୍ୟକ୍ତିଙ୍କର ନକରାତ୍ମକ…

ବନ୍ଧୁତ୍ୱ , ସବୁ ସମ୍ପର୍କଠାରୁ ଶୀର୍ଷରେ ଥାଏ!

ଦୁନିଆରେ ବନ୍ଧୁତ୍ୱ ସବୁଠାରୁ ମୂଲ୍ୟବାନ ସମ୍ପର୍କ , ତାହା କେବଳ ଏମିତି କୁହାଯାଇ ନାହିଁ। ଏହି ସମ୍ପର୍କ କେବେ ବି  ମଉଳି ଯାଏ ନାହିଁ। ବନ୍ଧୁତ୍ୱ ସବୁ ସମୟରେ ଜୀବନରେ ଏକ ଅଦ୍ଭୁତ ପ୍ରକାର ବାସ୍ନା ଭରି ଦେଇଥାଏ। ବନ୍ଧୁତାରେ  କେବେ ରାଗ ତ କେବେ ଭଲ ପାଇବା ଦେଖା ଦେଇଥାଏ।  ଯେତେ ଯାହା ହେଲେ…

ପ୍ରକୃତ ବନ୍ଧୁ, ଆମ ଜୀବନର ଏକ ନିଆରା ଚରିତ୍ର

ପ୍ରକୃତ ବନ୍ଧୁ ସବୁବେଳେ ନିଜର ବନ୍ଧୁସହ ଛିଡା ହୋଇଥିଏ । ଖୁସୀରେ ସାମିଲ ହେବା ସହ ଦୁଃଖ ସମୟରେ  ସାହାଯ୍ୟ କରିଥାଏ। ଏପରିକି ବନ୍ଧୁ ପାଇଁ ବି ପ୍ରାଣ ବଳି ଦେଇଥାଏ। ଏପରି ଏକ ବନ୍ଧୁତ୍ୱ ମହାଭାରତରେ ଦେଖିବାକୁ ମଳିଥିଲା । କୃଷ୍ଣ ସୁଦାମା, କୃଷ୍ଣ ଅର୍ଜୁନଙ୍କର ବନ୍ଧୁତ୍ୱଙ୍କ କଥା…