ରବିବାରରେ ବିଜେପି ବିଧାୟକ ଦଳର ବୈଠକ
ଭୁବନେଶ୍ୱର ..– ରିବାବରରେ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି । ଏହି ବୈଠକରେ ବିଜେପି ବିଧାୟକ ଦଳର ନେତା ଚୟନ କରାଯିବାର ଅଛି । ଏଥିରେ ପର୍ଯ୍ୟବେକ୍ଷକ ଭାବେ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସରୋଜ ପାଣ୍ଡେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହଙ୍କ ସହ ବହୁ ବରିଷ୍ଠ ନତେ ଉପସ୍ଥିତ ରହିବେ ।