ପୁରୀ ଜିଲ୍ଲାରେ ମକରା, ରାଜୁଆ ଓ କୁଶଭଦ୍ରା ନଦୀର ତିନୋଟି ସ୍ଥାନରେ
ଘାଇ
ପୁରୀ ଜିଲ୍ଲାରେ ମକରା, ରାଜୁଆ ଓ କୁଶଭଦ୍ରା ନଦୀର ତିନୋଟି ସ୍ଥାନରେ ଘାଇ ସୃଷ୍ଟି ହେବା ଫଳରେ ବନ୍ୟା ସ୍ଥିତି ସଙ୍ଗିନ ହେବାରେ ଲାଗିଛି । କଣାସ, ଡେଲାଙ୍ଗ, ପିପିଲି, ନିମାପଡା, ଗୋପ ଓ ପୁରୀ ସଦର ବ୍ଲକର ଲକ୍ଷାଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ୩୮ଟି ପଞ୍ଚାୟତର ୧୩୮ଟି ଗ୍ରାମ ଜଳବନ୍ଦୀ!-->…