ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ବନ୍ଧନ ଇନୋଭେଶନ ଫଣ୍ଡ୍ର ଶୁଭାରମ୍ଭ
ଭୁବନେଶ୍ୱର : ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ବନ୍ଧନ ଇନୋଭେଶନ ଫଣ୍ଡର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହା ହେଉଛି ଏକ ଓପନ୍-ଏଣ୍ଡେଡ ଥିମାଟିକ ଫଣ୍ଡ ଯାହାକି ଉଦ୍ଭାବନର ଆଗଧାଡିରେ ଥିବା କମ୍ପାନୀଗୁଡିକରେ ନିବେଶ କରିବା ପାଇଁ ଉତ୍ସର୍ଗୀକୃତ । ଏହି ଫଣ୍ଡ ଗୁରୁତ୍ୱପୂର୍ଣ୍ଣ ଆର୍ଆଣ୍ଡ୍ଡି!-->…