ଦିଲ୍ଲୀ ଓ ଝାରସୁଗୁଡ଼ା ମଧ୍ୟରେ ଇଣ୍ଡିଗୋର ଦୈନିକ ବିମାନ ସେବାର ଘୋଷଣା
ଭୁବନେଶ୍ୱର/ ଝାରସୁଗୁଡ଼ା: ଭାରତର ଲୋକପ୍ରିୟ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଦିଲ୍ଲୀ ଓ ଓଡିଶାର ଝାରସୁଗୁଡା ମଧ୍ୟରେ ଦୈନିକ ବିମାନ ସେବା ବା ଡାଇରେକ୍ଟ ଫ୍ଲାଇଟ୍ର ଘୋଷଣା କରିଛି, ଯାହାକି ଆସନ୍ତା ମେ ୧୫ ତାରିଖ ୨୦୨୪ରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଆଂଚଳିକ ସଂଯୋଗ ଓ!-->…