ଭୁବନେଶ୍ୱରରେ ଫ୍ଲିପ୍କାର୍ଟର ଭିଆଇପି ସବ୍ସ୍କ୍ରିପଶନ ପ୍ରୋଗ୍ରାମ ଉପଲବ୍ଧ
ଭୁବନେଶ୍ୱର : ଭାରତର ଘରୋଇ ଇ-କମର୍ସ ମାର୍କେଟପ୍ଲେସ୍ ଫ୍ଲିପ୍କାର୍ଟ ଭୁବନେଶ୍ୱରରେ ଗ୍ରାହକଙ୍କ ପାଇଁ ଏହାର ଭିଆଇପି ସବ୍ସ୍କ୍ରିପଶନ ପ୍ରୋଗ୍ରାମର ଶୁଭାରମ୍ଭ କରିଛି । ଫ୍ଲିପ୍କାର୍ଟ ଭିଆଇପି ପ୍ରୋଗ୍ରାମ ଲକ୍ଷ ଲକ୍ଷ ପ୍ରଡକ୍ଟ ଉପରେ ୪୮ ଘଂଟାର ମାଗଣା ଡେଲିଭରି, ୧୦୦% ଉତ୍ପାଦଗୁଡିକର!-->…