ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ବିଜନେସ ସଲ୍ୟୁଶନ ସୁଇଟ୍ ଉନ୍ମୋଚିତ

ଭୁବନେଶ୍ୱର: ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ଏହାର ବିଜ୍‌ନେସ ସଲ୍ୟୁଶନ ସୁଇଟ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି ଯାହାକୁ ଦେଶବ୍ୟାପୀ ଏହାର ମର୍ଚ୍ଚାଂଟ୍ ପାର୍ଟନର ବା ବ୍ୟବସାୟ ସହଯୋଗୀମାନଙ୍କ ପାଇଁ ବ୍ୟାଙ୍କିଙ୍ଗ୍ ଓ ପେମେଂଟ୍ ଅନଭୂତିକୁ ବୈପ୍ଳବିକ କରିବା ପାଇଁ ଡିଜାଇନ କରାଯାଇଛି ।

ବଲିଉଡ ଷ୍ଟାର ଜାହ୍ନବୀ କପୁରଙ୍କ ଘରେ ସମୟ ବିତାଇବାର ସୁଯୋଗ ଆଣିଛି ଏୟାରବିଏନ୍‌ବି

ଭୁବନେଶ୍ୱର: ଏୟାରବିଏନ୍‌ବି ପକ୍ଷରୁ ଆଇକନ୍ସର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ସଙ୍ଗୀତ, ଚଳଚିତ୍ର, ଟେଲିଭିଜନ, କଳା, କ୍ରୀଡା ଆଦି କ୍ଷେତ୍ରରେ ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଦ୍ୱାରା ଆୟୋଜିତ ଅସାଧାରଣ ଅନୁଭୂତିଗୁଡିକର ଏକ ନୂତନ ବର୍ଗ । କମ୍ପାନୀ ପକ୍ଷରୁ ଏୟାରବିଏନ୍‌ବିରେ

ଅଲ୍ଟିମେଟ୍ ଇଲେକ୍‌ଟ୍ରୋଲାଇଟ ଡ୍ରିଙ୍କ୍ ହିମାଳୟା ରି-ହାଇଡ୍ରେଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ୱେଲ୍‌ନେସ୍ ବ୍ରାଣ୍ଡ ହିମାଳୟା ୱେଲ୍‌ନେସ୍ କମ୍ପାନୀ, ରିହାଇଡ୍ରେଶନ ଓ ଥକ୍କାପଣର ମୁକାବିଲା କରିବା ପାଇଁ ଏହାର ନୂତନ ଉତ୍ପାଦ ହିମାଳୟା ରି-ହାଇଡ୍ରେଟ୍‌ର ଉନ୍ମୋଚନ କରିଛି, ଯାହାକି ଦୁଇଟି ଫ୍ଲେଭର ଯଥା ଆପଲ ଓ ଅରେଞ୍ଜରେ ଉପଲବ୍ଧ ହେଉଛି । ଶରୀର ହରାଇଥିବା

ଜଳ ସଂରକ୍ଷଣ ପାଇଁ ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ୱାକାଥନ ଆୟୋଜିତ

ଭୁବନେଶ୍ୱର: "ଜଳ ସଂଚୟ’ ଏବଂ ପାନୀୟ ଜଳର ସଠିକ ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚଳିତ ମେ ୧ ତାରିଖ ଦିନ ମଦର୍ସ ପବ୍ଲିକ ସ୍କୁଲ ଏକ ୱାକାଥନ ଆୟୋଜନ କରିବାକୁ ଯାଉଛି । ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ଜଡ଼ିତ ରହି ଏକ ସୁସ୍ଥ ତଥା ଅଧିକ ସମାବେଶୀ ପୃଥିବୀ

ଭୁବନେଶ୍ୱରରେ ପହଂଚିଲା ଏମଜିର ସ୍ମାର୍ଟ ଓ ସଷ୍ଟେନେବୁଲ କୋମେଟ ଓ ଜେଡଏସ ଇଭି ଡ୍ରାଇଭ

ଭୁବନେଶ୍ୱର,୨୭ ଏପ୍ରିଲ ୨୦୨୪: ୧୦୦ ବର୍ଷ ପୁରୁଣା ବିରାସତ ସହିତ ଏକ ବ୍ରିଟିଶ ଅଟୋମୋବାଇଲ ଏମ୍‌ଜି (ମୋରିସ୍ ଗ୍ୟାରେଜେସ୍‌) ଏମ୍‌ଜି କୋମେଟ ଇଭି ଓ ଜେଡ୍‌ଏସ୍ ଇଭି ସହିତ ଭାରତରେ ସବୁଜ ଯାତାୟତ ବା ଗ୍ରୀନ ମୋବିଲିଟିର ଦ୍ରୁତ ଗ୍ରହଣୀୟତା ଦିଗରେ ନିଜର ପ୍ରତିଶ୍ରୁତିକୁ ଦୋହରାଇଛି । ୧୭ରୁ ଅଧିକ

୧୦ଟି ଭାରତୀୟ ଭାଷାରେ ଭଏସ ସର୍ଚ୍ଚ ଫିଚର ନେଇଆସିଛି ଇଣ୍ଡସ ଆପଷ୍ଟୋର

ଭୁବନେଶ୍ୱର: ଭାରତରେ ଘରୋଇ ଆପ୍ ମାର୍କେଟପ୍ଲେସ ଫୋନପେର ଇଣ୍ଡସ ଆପଷ୍ଟୋର ପକ୍ଷରୁ ଇଂରାଜୀ ସମେତ ୧୦ ଟି ଭାରତୀୟ ଭାଷାରେ ଭଏସ ସର୍ଚ୍ଚ ଫିଚରର ଶୁଭାରମ୍ଭ କରାଯାଇଛି । ଏହି ଅଭିନବ ଫିଚର ଉପଭୋକ୍ତାମାନଙ୍କୁ ସେମାନଙ୍କ ପସନ୍ଦର ଭାଷାରେ ଭଏସ ସର୍ଚ୍ଚ ମାଧ୍ୟମରେ ଆପଗୁଡ଼ିକୁ ଖୋଜିବାରେ ସାହାଯ୍ୟ

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏବଂ ପରିବାର ସ୍ୱାସ୍ଥ୍ୟ ପାଇଁ ସର୍ବୋତମ ହୋଇଥାଏ ଆଲମଣ୍ଡ

ଭୁବନେଶ୍ୱର: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିମନ୍ତେ ‘ସ୍ନାକ୍ ସ୍ମାର୍ଟ ଫର୍ ଏ ହେଲ୍‌ଦିୟର ଫ୍ୟାମିଲି ଆଣ୍ଡ୍ ଷ୍ଟ୍ରଙ୍ଗର ଇମ୍ୟୁନିଟି’ ପ୍ରସଙ୍ଗ ଉପରେ ଆଧାରିତ ଏକ ଅଧିବେଶନ ଆୟୋଜିତ ହୋଇଯାଇଛି । ଉକ୍ତ ଅଧିବେଶନରେ ବଲିଉଡ ଅଭିନେତ୍ରୀ ସୋହା ଅଲୀ ଖାନ, ସେଲିବ୍ରିଟି ପିଲେଟ୍‌ସ

୧୦୮ ଆମ୍ବୁଲାନ୍ସ କ୍ରିୟୁ ଓ ସେମାନଙ୍କର ମେଧାବୀ ପିଲାମାନେ ସମ୍ମାନିତ

ଭୁବନେଶ୍ୱର, ୧୯  ଏପ୍ରିଲ ୨୦୨୪: ଓଡିଶାର ୧୦୮ ଆମ୍ବୁଲାନ୍ସ ସେବାର ଦକ୍ଷ ପରିଚାଳକ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ (ଜେଡ୍‌ଏଚ୍‌ଏଲ୍‌) ଏହାର ୪୬ ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କ ଚମତ୍କାର ସମର୍ପଣଭାବ ଓ ସେମାନଙ୍କର ସପୋର୍ଟ ଟିମ୍‌କୁ ସେମାନଙ୍କର ଆଦର୍ଶ ସେବା ପାଇଁ ସମ୍ମାନିତ କରିଛି ।

ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଏନସିଏମସି ଡେବିଟ ଓ ପ୍ରିପେଡ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର: ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ଏହାର ପରିବେଶ ଅନୁକୂଳ ଏନସିଏମସି (ନ୍ୟାଶନାଲ କମନ ମୋବିଲିଟି କାର୍ଡସ) ସକ୍ଷମ ଡେବିଟ ଓ ପ୍ରିପେଡ୍ କାର୍ଡର ଶୁଭାରମ୍ଭ କରାଯାଇଛି । ରୁପେ ଦ୍ୱାରା ପରିଚାଳିତ ଏହି ଇଂଟରଅପରେବୁଲ କାର୍ଡଗୁଡିକୁ ଉନ୍ମୋଚନ କରିବା ପାଇଁ ଏହି ବ୍ୟାଙ୍କ