ଡ୍ରୋନ ଉଡାଣ ପାଇଁ କେନ୍ଦ୍ରସରକାରଙ୍କ ଅନୁମତି, ବିଦେଶୀ ଉଡଇ ପାରିବେନି ଡ୍ରୋନ

୨-୧୮ ଡିସେମ୍ବର ୧ ତାରିଖରୁ ନୂତନ ନିୟମ ଲାଗୁ ରିମୋଟଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ ଡିଜିଟାଲ ସ୍କାଏ ପ୍ଲାଟଫର୍ମ ଦ୍ୱାରା ପରିଚାଳିତ ହେବ ।

ବନ୍ୟା ପ୍ରଭାବିତ କେରଳରେ ସିବିଏସଇ ଛାତ୍ରମାନଙ୍କୁ ଡିଜିଟାଲ  ସାର୍ଟିଫିକେଟ ଓ ମାର୍କସିଟ ଦିଆଯିବ

ନୂଆଦିଲ୍ଲୀ.- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏହାଦ୍ୱାରା ମାନ୍ୟତା ପ୍ରାପ୍ତ ବିଦ୍ୟାଳୟର ସେହି ଛାତ୍ରମାନଙ୍କ ପାଇଁ ବିଶେଷ ସୁବିଧା ରୂପେ ଡିଜିଟାଲ ପ୍ରମାଣପତ୍ର ଏବଂ ଅଙ୍କ ତାଲିକା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ଯେଉଁମାନଙ୍କର ବୋର୍ଡ ପରୀକ୍ଷାର କାଗଜପତ୍ର ଯେପରିକି…

ଘୂର୍ଣ୍ଣୀବଳୟ ସୃଷ୍ଟି, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓ ଉତ୍ତର ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର.- ଓଡିଶାର ଉତ୍ତର  ଓ ପଶ୍ଚିମ ଦିଗରେ ଏକ ଘୂର୍ଣ୍ଣୀବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ଧରି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର  ଓ ପଶ୍ଚିମ ଓଡିଶାରେ ଏହାର ପ୍ରଭାବରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।…

ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ.- ଦୁଇ ଦିନିଆ ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଯାଇଛନ୍ତି । ବିମଷ୍ଟେକର ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସେ କାଠମାଣ୍ଡୁରେ ପହଞ୍ଛନ୍ତି । ଏହା ପୂର୍ହକୁ ସେ ନୂଆ ଦିଲ୍ଲୀରେ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ପଡ଼ୋଶୀଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ଲାଗି…

ପୁରୁଷ ଟ୍ରିପଲ ଜମ୍ପରେ ସ୍ଵର୍ଣ୍ଣ ପଦକ ବିଜେତା ଅର୍ପିନ୍ଦର ସିଂଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ.-ଇଣ୍ଡୋନେସିଆର ଜାକର୍ତ୍ତା-ପାଲେମବଙ୍ଗଠାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡାର ପୁରୁଷ ଟ୍ରିପଲ ଜମ୍ପରେ ସ୍ଵର୍ଣ୍ଣ ପଦକ ବିଜେତା ଅର୍ପିନ୍ଦର ସିଂଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । “ପ୍ରତିଭାସମ୍ପନ୍ନ ଏବଂ କଠିନ ପରିଶ୍ରମୀ…

ଭୂବିଜ୍ଞାନ ମନ୍ତ୍ରଣାଳୟର ଅମ୍ବ୍ରେଲା ସ୍କିମ – ମହାସାଗର ସେବା, ପ୍ରଯୁକ୍ତି, ଅନୁଧ୍ୟାନ, ସମ୍ବଳ ମଡେଲିଂ,…

ନୂଆଦିଲ୍ଲୀ.-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (ସିସିଇଏ) ଆଜି ଭୂବିଜ୍ଞାନ ମନ୍ତ୍ରଣାଳୟର ମହାସାଗରୀୟ ସେବା, ପ୍ରଯୁକ୍ତି, ଅନୁଧ୍ୟାନ, ସମ୍ବଳ ପ୍ରତିରୋପଣ ଏବଂ ବିଜ୍ଞାନ (ଓ-ସ୍ମାର୍ଟ)’କୁ ଅନୁମୋଦନ…

ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ.-ସକ୍ରିୟ ପ୍ରଶାସନ ଏବଂ ସମୟବଦ୍ଧ କାର୍ଯ୍ୟକାରୀତା ଲାଗି ଆଇସିଟି ଆଧାରିତ, ବହୁପକ୍ଷୀୟ ମଂଚ- ପ୍ରଗତିର ବୁଧବାରରେ ୨୮ ତମ ମତବିନିମୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ । ପ୍ରଧାନମନ୍ତ୍ରୀ ପ୍ରଗତି ମାଧ୍ୟମରେ ଆୟକର ସମ୍ବନ୍ଧୀୟ ଅଭିଯୋଗ…

ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ାପ୍ରେମୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ.-ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ା ପ୍ରେମୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । “ଜାତୀୟ କ୍ରୀଡ଼ା ଦିବସ ଅବସରରେ ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଅଭିନନ୍ଦନ । ଅସାଧାରଣ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ…

ନୂଆଦିଲ୍ଲୀରେ ଫିକ୍କି ପକ୍ଷରୁ ଆୟୋଜିତ ସ୍ମାର୍ଟ ରେଲୱେ ସମ୍ମିଳନୀ ଉଦଘାଟିତ

ନୂଆଦିଲ୍ଲୀ.- ମଙ୍ଗଳବାର ଫିକ୍କି ପକ୍ଷରୁ ଆୟୋଜିତ ସ୍ମାର୍ଟ ରେଲୱେ ସମ୍ମିଳନୀକୁ କେନ୍ଦ୍ର ରେଳ ଓ କୋଇଲା ମନ୍ତ୍ରୀ ପୀୟୁଷ ଗୋୟଲ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ନିଜର ବ୍ୟାବସାୟିକ ସ୍ୱାର୍ଥ ଅପେକ୍ଷା ଦେଶର ବିକାଶ ପାଇଁ କ’ଣ ଉତ୍ତମ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଉପରେ ଗୁରୁତ୍ୱ…

ଗଗନଯାନରେ ୨୦୨୨ରେ  ମହାକାଶକୁ ଯିବେ ତିନି ଭାରତୀୟ, ୨୦୧୯ ଜାନୁଆରୀ ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୨

ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ଦୋହରାଇଲେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ୧୦୦୦୦ କୋଟି ଟଙ୍କାର ପ୍ରକଳ୍ପ ଭାରତୀୟ ମହାକାଶ ଗବେଷଣାର ମୋଡ଼ ବଦଳାଇବ ମହାକାଶ ଅଭିଯାନ ସକାଶେ ସକଳ ପ୍ରକାର ଇଞ୍ଜିନିୟରିଂ ଉପକରଣ ପ୍ରସ୍ତୁତ ୨୦୧୯ ଜାନୁଆରୀ ସୁଦ୍ଧା…