ଆନ୍ତର୍ଜାତିକ ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ଲାଗି ଭାରତୀୟ ଖୋ ଖୋ ଟିମକୁ ମିଳିବ ଆର୍ଥିକ ସହାୟତା
ନୂଆଦିଲ୍ଲୀ. - ଭାରତ ସରକାରଙ୍କ ଆର୍ଥିକ ସହାୟତା ସହିତ ଭାରତୀୟ ଖୋ ଖୋ ଦଳକୁ ୨୦୧୮ ସେପ୍ଟେମ୍ବର ୧ ରୁ୪ ମଧ୍ୟରେ ଇଂଲଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଆନ୍ତର୍ଜାତିକ ଖୋ ଖୋ ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ଲାଗି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)…