ବରଫ ଝଡ଼ରେ ଦୁଇଦିନ ଧରି ଭୋକ ଓପାସରେ ଫସିରହିଥିଲେ ଜର୍ମାନ ଦମ୍ପତି, ଉଦ୍ଧାର କଲା ଭାରତୀୟ ବାୟୁସେନା
ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ହିମାଚଳ ପ୍ରଦେଶର ଲାହୋଲ ସ୍ପିତି ଅଂଚଳରେ ଏକ ସାହସିକ ଅପରେସନ କରି ବରଫ ଝଡ଼ ମଧ୍ୟରେ ଫସିରହିଥିବା ଦୁଇଜଣ ଜର୍ମାନ ନାଗରିକଙ୍କୁ ଉଦ୍ଧାର କରିଛି । ଏହି ଦୁଇଜଣ ଜର୍ମାନ ନାଗରିକ ହେଉଛନ୍ତି ମାଇକେଲ ଓ ତାଙ୍କ ପତ୍ନୀ ଆନେଟ୍ । ସେମାନେ ଲାହୋଲ-ସ୍ପୀତି ଅଞ୍ଚଳର…