ରାଜ୍ୟ ପୁଲିସ୍‍ ବାହିନୀରେ ଦେଖାଦେଇଥିବା କର୍ମଚାରୀ ଅଭାବକୁ ଦୃଷ୍ଟିରେ ରଖି ୨ହଜାର ୩୯୪ ଜଣ ଅବସରପ୍ରାପ୍ତ ପୁଲିସ୍‍ କର୍ମଚାରୀଙ୍କୁ ଠିକା ନିଯୁକ୍ତି

0 983

କଟକ – ରାଜ୍ୟ ପୁଲିସ୍‍ ବାହିନୀରେ ଦେଖାଦେଇଥିବା କର୍ମଚାରୀ ଅଭାବକୁ ଦୃଷ୍ଟିରେ ରଖି ୨ହଜାର ୩୯୪ ଜଣ ଅବସରପ୍ରାପ୍ତ ପୁଲିସ୍‍ କର୍ମଚାରୀଙ୍କୁ ଠିକା ନିଯୁକ୍ତି ଦିଆଯିବ ।

ଏ ନେଇ ଗୃହ ବିଭାଗ ପକ୍ଷରୁ ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି । ସେମାନଙ୍କୁ ସ୍ୱତନ୍ତ୍ର ପୁଲିସ୍‍ ଅଧିକାରୀ ଭାବେ ଆସନ୍ତା ୩ ମାସ ପାଇଁ ନିଯୁକ୍ତି ମିଳିବ । ପରେ ଆବଶ୍ୟକତା ଅନୁଯାୟୀ ଏହି ଅବଧି ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି ।

Leave A Reply