ମଜା କଥା-୧

0 477

ଶିକ୍ଷକ : ଇଚ୍ଛା ବଳ ଦୃଢ଼ ଥିଲେ ପଥରରୁ ମଧ୍ୟ ପାଣି ବାହାର କରିହେବ

ଛାତ୍ର : ସାର୍..ଆମ ଘରେ ଲୁହାରୁ ପାଣି ବାହାରୁଛି

ଶିକ୍ଷକ : କେମିତି?

ଛାତ୍ର : ସାର୍..ସେଇଟା ପରା ଲୁହା ହ୍ୟାଣ୍ଡ ପମ୍ପ

Leave A Reply