ମୁଖ୍ୟସମ୍ବାଦ-ହେଡ୍‌ଲାଇନସ୍‌

0 1,630

– ପ୍ରଭାବଶାଳୀ ବ୍ୟକ୍ତି ତାଲିକାର ୪୭ ସ୍ଥାନରେ ଦୂତୀ ଚାନ୍ଦ
-ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଳ ରେଡ୍ଡୀଙ୍କ ପରଲୋକ
– କର୍ଣ୍ଣାଟକ: ୧୪ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ
-କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୧ଲକ୍ଷ ୫ ହଜାର ୨୯୦ଜଣ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ
କରାଯାଇଥିବା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା
– ଆକାଶବାଣୀର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
– ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବାରମୂଳାର ଚାରିଟି ସ୍ଥାନରେ ‘ଏନ୍‌ଆଇଏ’ର ଚଢ଼ାଉ
– ଭାରତୀୟ ମହାକାଶ ଅଭିଯାନ ପାଇଁ ୨୦୧୯ ମଙ୍ଗଳମୟ: ପ୍ରଧାନମନ୍ତ୍ରୀ ମୋଦୀ
– ନାବାଳକ ମୃତ୍ୟୁକୁ ନେଇ ବଦଳିଲେ ବାଲିଆପାଳ ଥାନା ଅଧିକାରୀ
– ଭରତପୁର କୋଇଲା ଖଣି ଦୁର୍ଘଟଣା – ମ୍ୟାନେଜର ନିଲମ୍ବିତ
– ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

Leave A Reply