ପୋତି ହେଉଛି ମାଲେସିଆ ଜାହାଜ

0 2,143

ବ୍ରହ୍ମଗିରୀ – ଚିଲିକା ମୁହାଣ ରାଜହଂସରେ ବାଟବଣା ହୋଇ ଲାଗିଥିବା ମାଲେସିଆ ଜାହାଜ ଜିନ୍‍ ହ୍ୱା ମଧ୍ୟରୁ ଖୁବ୍‍ ଶୀଘ୍ର ତେଲ ବାହାର କରାଯିବ । ଏ ନେଇ ଜାହାଜ ମାଲିକ ଦୁଇଦିନ ତଳେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଜାହାଜରୁ କିପରି ତେଲ ବାହାର କରିବାକୁ ହେବ ତାହା ଆଲୋଚନା ହୋଇଥିବା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ଜାହାଜରେ ପ୍ରାୟ ୩୦ହଜାର ଲିଟର ତେଲ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ, ପଣ୍ୟଦ୍ରବ୍ୟ ନେଇ ମାଲେସିଆ ଜାହାଜ ଜିନ୍‍ ହ୍ୱା ବାଂଲାଦେଶ ଯାଇଥିଲା । ଏହା ପରେ ଅଗଷ୍ଟ ୨ରୁ ବାଂଲାଦେଶରୁ ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଜାହାଜରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଅଟକ ରହିଛି ।

Leave A Reply