ଝାରଖଣ୍ଡ ନିର୍ବାଚନର ୪ ଟି ଖବର
୮୧ ଅ।ସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭା ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ
ରାଞ୍ଚି — ୮୧ ଅ।ସନ ବିଶିଷ୍ଟ ଝାରଖଣ ବିଧାନସଭା ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏଥିପାଇଁ ନ ପାଇଁ ତାରିଖ ଘୋଷଣା ହୋଇ ସାରିଛି ।
ଝାରଖଣ୍ଡର ୧୯ଟି ଜିଲା ସମ୍ବେଦନଶୀଳ । ୧୩ଟି ଜିଲା ଅତି ସମ୍ବେଦନଶୀଳ । ଏହିସବୁ ଜିଲାରେ ମାଓବାଦୀଙ୍କ ସକ୍ରିୟ ରହିଛନ୍ତି । ଏଥିପାଇ ଏହି ସବୁ ଜିଲ୍ଲାମାନଙ୍କରେ ବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ।
ନଭେମ୍ବର ୩୦ରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ନିର୍ବାଚ ଅନୁଷ୍ଠିତ ହେବ ।। ୫ଟି ପର୍ଯ୍ୟାୟରେ ହେବ ୮୧ ଅ।ସନ ବିଶିଷ୍ଟ ଝାରଖଣ ବିଧାନସଭା ନିର୍ବାଚନ ଅନୁଷ୍ଠିତ ।
ନଭେମ୍ବର ୩୦ରେ ପ୍ରଥମ ପର୍ଯ୍ୟାୟରେ ୧୩ଟି ଅ।ସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ବର ୭ରେ ଦ୍ବିତୀୟ ପର୍ଯ୍ୟାୟରେ ୨୦ଟି, ୧୨ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୭ଟି ଅ।ସନରେ ନିର୍ବାଚନ ଅନୁଷ୍ଠିତ ହେବ । । ଡିସେମ୍ବର ୧୬ ଚତୁର୍ଥ ପର୍ଯ୍ୟାୟରେ ୧୫ ଏବଂ ୨୦ ତାରିଖ ଅନ୍ତିମ ପର୍ଯ୍ୟାୟରେ ୧୬ଟି ଅ।ସନରେ ମତ ଗ୍ରହଣ କରାଯିବ । ଡିସେମ୍ବର ୨୩ରେ ନିର୍ବାଚନ ଫଳା ଫଳ ପ୍ରକାଶିତ ହେବ ।
ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଝାରଖଣ୍ଡ ନିର୍ବାଚନ ବିଷୟରେ ଦେଲେ ଏହି ସୂଚନା
ନୂଆଦିଲ୍ଲୀ – ୨୦୨୦ ଜାନୁଆରୀ ୫ ତାରିଖରେ ଝାରଖଣ୍ଡ ନିର୍ବାଚନର କାର୍ଯ୍ୟକାଳ ଶେଷ ହେବ । ଏଥିପାଇଁ ନଭେମ୍ବର ୩୦ ତାରିଖରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ୫ ଟି ପର୍ଯ୍ୟାୟରେ ଝାରଖଣ୍ଡ ନିର୍ବାଚନ ଅନୁଷ୍ଠିତ ହେବ ।
ନକ୍ଲ ପ୍ରବଣ ଜିଲ୍ଲାମାନଙ୍କରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ନଭେମ୍ବର ୩୦ ତାରିଖରେ ୧୩ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ । ଝାରଖଣ୍ଡର ୧୯ଟି ଜିଲ୍ଲାକୁ ସମ୍ବେଦନଶୀଳ ଓ ୧୩ଟି ଜିଲ୍ଲାକୁ ଅତି ସମ୍ବେଦନଶୀଳ ଜିଲ୍ଲା ଭାବେ ଘୋଷଣା କରାଯାଇଛି । ଏହି ଜିଲ୍ଲାମାନଙ୍କରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଏଠାରେ ଅର୍ଦ୍ଧସାମିରିକ ବାହିନୀର ଯବାନମାନଙ୍କୁ ସୁରକ୍ଷା ବ୍ୟବସ୍ଥାରେ ମୁତୟନ କରାଯିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୩ ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି, ତୃତୀୟ ପର୍ଯ୍ୟାୟରେ ୧୭ଟି, ୪ର୍ଥ ପର୍ଯ୍ୟାୟରେ ୧୫ଟି ଓ ଶେଷ ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ ।
ଝାରଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟରେ ମେଣ୍ଟ
ରାଞ୍ଚି – ଆସନ୍ତା ଝାରଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଏଥର ମେଣ୍ଟ କରିଛନ୍ତି । ବିଜେପିକୁ ମୁକାବିଲା କରିବା ପାଇଁ ଏହି ଦୁଇ ଦଳ ମେଣ୍ଟ କରିଛନ୍ତି ।
ଏବେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ୪୨ଟି ଆସନରେ ଓ କଂଗ୍ରେସ ୩୦ ଆସନରେ ନିର୍ବାଚନ ଲଢିବ । ଏଥିପାଇଁ ଦୁଇ ଦଳ ବୁଝାମଣା କରିଛନ୍ତି । ଏହାର ଘୋଷଣା ଖୁବ ଶୀଘ୍ର କରାଯିବ । ଆର୍ଜେଡି ମଧ୍ୟ ଏହି ଦୁଇ ଦଳ ସହ ମିଶିକରି ନିର୍ବାଚନ ଲଢିବ ।
ବିଜେପି ସରକାରଙ୍କ ବିରୋଧର ସମସ୍ତେ ମିଳିତ ଭାବେ ଲଢିବେ ବୋଲି କହିଛନ୍ତି ।
ଦୁଇଟି ଆସନରୁ ନିର୍ବାଚନ ଲଢିବେ ହେମନ୍ତ ସୋରେନ୍
ରାଞ୍ଚି – କଂଗ୍ରେସ ଓ ଜେଏମ୍ଏମ୍ ସହ ଆର୍ଜେଡି ମିଳିତ ଭାବେ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ କରିଛନ୍ତି । ହେମନ୍ତ ସୋରେନ୍ ଏହାର ନେତୃତ୍ୱ ନେଉଛନ୍ତି । ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି ।
ଶୁକ୍ରବାରରେ ଜେଏମ୍ଏମ୍ ୧୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ହେମନ୍ତ ସୋରେନ୍ ୨ଟି ଆସନରୁ ପ୍ରାର୍ଥୀ ହେବେ । ସେ ଏବେ ବାରହେଟ୍ରୁ ବିଧାୟକ ଅଛନ୍ତି । ଚଳିତ ଥର ଡୁମକା ଓ ବାରହେଟ୍ରୁ ପ୍ରାର୍ଥୀ ହେବେ ।s
ଆସନ୍ତା ଝାରଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ ଓ ଜେଏମ୍ଏମ୍ ମେଣ୍ଟ କରିଛନ୍ତି । ଏଥିପାଇଁ ଜେଏମ୍ଏମ୍ଏମ୍ ଓ କଂଗ୍ରେସ ସହ ବୁଝାମଣା ହୋଇଛି । ଜେଏମ୍ଏମ୍ ଅଧିକ ଆସନରେ ନିଜ ପ୍ରାର୍ଥୀ ଦେବ । ଜେଏମ୍ଏମ୍ର ହେମନ୍ତ ସୋରେନ୍ଙ୍କୁ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇ ପାରେ ।
ଜେଏମ୍ଏମ୍ ୪୩ କଂଗ୍ରେସ ୩୧ ଓ ଆର୍ଜେଡି ୭ଟି ଆସନରେ ନିର୍ବାଚନ ଲଢିବ। ହେମନ୍ତ ସୋରେନ୍ ମେଣ୍ଟର ନେତୃତ୍ୱ ନେବେ ।
ଏବେ ବି ମେଣ୍ଟରେ ଆର୍ଜେଡି ଅଧିକ ଆସନ ଦାବି କରୁଛି । ଏଥିପାଇଁ ଲାଲୁଙ୍କର ବଡ ପୁଅ ତେଜସ୍ୱୀ ହେମନ୍ତ ସୋରେନ୍ଙ୍କୁ ଭେଟିଛନ୍ତି
ରାଞ୍ଚି – କଂଗ୍ରେସ ଓ ଜେଏମ୍ଏମ୍ ସହ ଆର୍ଜେଡି ମିଳିତ ଭାବେ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ କରିଛନ୍ତି । ହେମନ୍ତ ସୋରେନ୍ ଏହାର ନେତୃତ୍ୱ ନେଉଛନ୍ତି । ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି ।
ଶୁକ୍ରବାରରେ ଜେଏମ୍ଏମ୍ ୧୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ହେମନ୍ତ ସୋରେନ୍ ୨ଟି ଆସନରୁ ପ୍ରାର୍ଥୀ ହେବେ । ସେ ଏବେ ବାରହେଟ୍ରୁ ବିଧାୟକ ଅଛନ୍ତି । ଚଳିତ ଥର ଡୁମକା ଓ ବାରହେଟ୍ରୁ ପ୍ରାର୍ଥୀ ହେବେ ।s
ଆସନ୍ତା ଝାରଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ ଓ ଜେଏମ୍ଏମ୍ ମେଣ୍ଟ କରିଛନ୍ତି । ଏଥିପାଇଁ ଜେଏମ୍ଏମ୍ଏମ୍ ଓ କଂଗ୍ରେସ ସହ ବୁଝାମଣା ହୋଇଛି । ଜେଏମ୍ଏମ୍ ଅଧିକ ଆସନରେ ନିଜ ପ୍ରାର୍ଥୀ ଦେବ । ଜେଏମ୍ଏମ୍ର ହେମନ୍ତ ସୋରେନ୍ଙ୍କୁ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇ ପାରେ ।
ଜେଏମ୍ଏମ୍ ୪୩ କଂଗ୍ରେସ ୩୧ ଓ ଆର୍ଜେଡି ୭ଟି ଆସନରେ ନିର୍ବାଚନ ଲଢିବ। ହେମନ୍ତ ସୋରେନ୍ ମେଣ୍ଟର ନେତୃତ୍ୱ ନେବେ ।
ଏବେ ବି ମେଣ୍ଟରେ ଆର୍ଜେଡି ଅଧିକ ଆସନ ଦାବି କରୁଛି । ଏଥିପାଇଁ ଲାଲୁଙ୍କର ବଡ ପୁଅ ତେଜସ୍ୱୀ ହେମନ୍ତ ସୋରେନ୍ଙ୍କୁ ଭେଟିଛନ୍ତି ।
।