ଯୋଗ କଲେ କ’ଣ ଫାଇଦା ମିଳିଥାଏ ।
ଯୋଗ କଲେ ଅନେକ ଫାଇଦା ମିଳିଥାଏ । ମନ ଓ ଶରୀର ଭଲ ରୁହେ । କେବଳ ସେତିକି ନୁହେଁ ଅନେକ ରୋଗ ବ୍ୟାଧି ସ୍ପର୍ଶ କରିପାରେ ନାହିଁ । ଶରୀର, ମନ ଓ ଆତ୍ମାର ସମିଶ୍ରଣରେ ଯୋଗ କରାଯାଏ ।
> ଏହା ମନକୁ ଅନେକ ଶାନ୍ତି ପ୍ରଦାନ କରେ ।
> ବିଭିନ୍ନ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।
> ବିଭିନ୍ନ ରୋଗ ଓ ଯନ୍ତ୍ରଣା ପାଇଁ ଔଷଧ ସେବନ ସହ ଯୋଗ କଲେ ଅନେକ ଫାଇଦା ମିଳିଥାଏ
ହେଲେ ବିଭିନ୍ନ ରୋଗରେ ବି କେତର ଯୋଗକୁ ବାରଣ କରାଯାଇଛି ।
> ଏଥିପାଇଁ ଡାକ୍ତର ଓ ଯୋଗ ଗୁରୁଙ୍କର ପରାମର୍ଶରେ ସେହି ସବୁ ଯୋଗ କରିବାର ଆବଶ୍ୟକତା ରହିଛି ।