Browsing Tag

yogaday

ଯୋଗ ସବୁବେଳେ ଶାନ୍ତି-ସଦଭାବନା ସହିତ ଜଡ଼ିତ: ପ୍ରଧାନମନ୍ତ୍ରୀ ମୋଦୀ

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି, ଶାନ୍ତି, ସମୃଦ୍ଧି ଏବଂ ସଦଭାବକୁ ଉଚ୍ଚସ୍ତରକୁ ନେଇଯିବା ହେଉଛି ଯୋଗର ସିଦ୍ଧାନ୍ତ । ପଂଚମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ପ୍ରଭାତ ତାରା ପଡ଼ିଆରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ପ୍ରାୟ ୩୦…

ନଦୀ-ପାହାଡ଼ରେ ଯୋଗ କଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ପଂଚମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଯବାନମାନେ ଶୁକ୍ରବାର ଯୋଗ ଦିବସକୁ ଅଧିକ ସ୍ମରଣୀୟ ରଖିବା ପାଇଁ ନଦୀ ଓ ପାହାଡ଼ ଶିଖରରେ ଯୋଗ କରିଛନ୍ତି । ଅରୁଣାଚଳ ପ୍ରଦେଶରେ ୯ମ ବାଟାଲିୟନର ଆଇଟିବିପି ଯବାନମାନେ ଦିଗାରୁ ନଦୀରେ ଯୋଗ ପ୍ରଦର୍ଶନ କରିଥିବା ବେଳେ ସିକ୍କିମରେ…

ଯୋଗ କଲେ କ’ଣ ଫାଇଦା ମିଳିଥାଏ ।

ଯୋଗ କଲେ ଅନେକ ଫାଇଦା ମିଳିଥାଏ । ମନ ଓ ଶରୀର ଭଲ ରୁହେ । କେବଳ ସେତିକି ନୁହେଁ ଅନେକ ରୋଗ ବ୍ୟାଧି ସ୍ପର୍ଶ କରିପାରେ ନାହିଁ । ଶରୀର, ମନ ଓ ଆତ୍ମାର ସମିଶ୍ରଣରେ ଯୋଗ କରାଯାଏ । > ଏହା ମନକୁ ଅନେକ ଶାନ୍ତି ପ୍ରଦାନ କରେ । > ବିଭିନ୍ନ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । >…

କାହିଁକି ଜୁନ୍‌ ୨୧କୁ ଯୋଗ ଦିବସ ରୂପେ ପାଳନ କରାଯାଏ ।

ଜୁନ୍‌ ୨୧ ତାରିଖକୁ ସାରା ବିଶ୍ୱରେ ଯୋଗ ଦିବସ ରୂପେ ପାଳନ କରାଯାଇଥାଏ । ଭାରତରେ ଯୋଗର ଉତ୍ପତି ହୋଇଥିଲା । କୁହାଯାଏ ଭାରତବର୍ଷରେ ୬ହଜାର ବର୍ଷ ତଳୁ ଯୋଗ କରାଯାଉଅଛି । ହିନ୍ଦୁ ପୌରାଣିକ କଥାରେ ଯୋଗ ନିଦ୍ରାରେ ପାଳନକର୍ତ୍ତା ବିଷ୍ଣୁ ଓ ସଂହାର କର୍ତ୍ତା ମହେଶ୍ୱର (ଶିବ), ଏପରିକି ସଦା…

କୌଣସି ଖର୍ଚ୍ଚ ବିନା ପାଇବେ ଉତ୍ତମ ସ୍ୱାସ୍ଥ୍ୟ, ପ୍ରତିଦିନ କରନ୍ତୁ ଯୋଗ

ଶରୀର ସୁସ୍ଥ ରହିଲେ ସବୁକିଛି ଭଲ ଲାଗିଥାଏ । ଏଥିପାଇଁ ଅନେକ ଲୋକ ଅନେକ କିଛି ଖର୍ଚ୍ଚ କରିଥାଆନ୍ତି  । ମାତ୍ର ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଆପଣ ଅଳ୍ପ କିଛି ସମୟ ଯୋଗ କଲେ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିବେ । ଅନେକ ରୋଗ ସ୍ପର୍ଶ କରିପାରିବ ନାହିଁ । କେବଳ ସ୍ୱାସ୍ଥ୍ୟ ନୁହେଁ ମନ…

ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପୋଷ୍ଟ କଲେ ନିଜର ଆନିମେଟେଡ୍‌ ଯୋଗ ଭିଡିଓ(ତ୍ରିକୋଣାସନ)

ନୂଆଦିଲ୍ଲୀ . - ଅନ୍ତର୍ଜାତୀୟ ଯୋଗଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଯୋଗର ବିଭିନ୍ନ ଉପକାରିତା ବିଷୟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ମୋଦୀଙ୍କର ଆନିମେଟେଡ୍‌ ରୂପ ରହିଛି । ଏଥିରେ ତ୍ରିକୋଣାସନର ଉପକାରିତା ବିଷୟରେ ବର୍ଣ୍ଣନା କରାଯାଇଛି । ଜୁନ୍‌ ୨୧ ତାରିଖକୁ ଅନ୍ତର୍ଜାତୀୟ…

ଯୋଗ ଧ୍ୟାନ କଲେ ପୁରୁଷତ୍ୱ ସହ ସ୍ମାର୍ଟନେସ୍‌ ବୃଦ୍ଧି ପାଏ

ଧ୍ୟାନ କରୁଥିବା ବ୍ୟକ୍ତି ସୁସ୍ଥ ସବଳ ରହିଥାଆନ୍ତି । ସେମାନଙ୍କର ମନ ସ୍ଥିର ରହିଥାଏ । ଧ୍ୟାନକଲେ ପୁରୁଷ୍ୱତ ବୃଦ୍ଧି ପାଇଥାଏ । କେବଳ ନାରୀମାନଙ୍କ ପାଇଁ ବି ଧ୍ୟାନ ଅତି ଉତ୍ତମ । ଅନେକ ବୈଜ୍ଞାନିକ ଗବେଷଣାରୁ ଏହି ତଥ୍ୟ ପ୍ରମାଣିତ ହୋଇଛି । ଧ୍ୟାନ କରିବା ଦ୍ୱାରା ବିଭିନ୍ନ ଇନ୍ଦ୍ରୀୟ…