ଭୁଲ୍ ନ କରି ଜରିମାନା ଦେଇଥିଲେ ଟଙ୍କା ଫେରିପାଇବେ ଗାଡ଼ିଚାଳକ
ଭୁବନେଶ୍ୱର - ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ନ କରି ଭୁଲ୍ରେ ଚାଲାଣ କଟାଯାଇଥିଲେ ଗାଡ଼ିଚାଳକମାନେ ସେମାନଙ୍କର ଟଙ୍କା ଫେରସ୍ତ ପାଇବେ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏହି ସୂଚନା ଦେଇଛନ୍ତି । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ନେଇ କିଛି ଲୋକଙ୍କ ନାମରେ ଭୁଲରେ ଚାଲାଣ କଟାଯାଇଥିବା…