ସାମାଜିକ ଗଣମାଧ୍ୟମର ଦୁରୂପଯୋଗ ବୃଦ୍ଧି ପାଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉଦ୍ବେଗ ପ୍ରକାଶ
ନୂଆଦିଲ୍ଲୀ - ସାମାଜିକ ଗଣମାଧ୍ୟମର ଦୁରୂପଯୋଗ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହା ଉପରେ ଲଗାମ ଲଗାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।
ଅଦାଲତ କହିଛନ୍ତି, ସାମାଜିକ ଗଣମାଧ୍ୟମର ଦୁରୂପଯୋଗ ଯେଭଳି ବଢିଚାଲିଛି,…